ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାର ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି । ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ପପୁ । ଆପଣ ମାନେ ସମସ୍ତେ ପପୁଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।

ପପୁ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଗତ କିଛି ସମୟ ହେବ ପପୁଙ୍କ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ପପୁଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
କଟକରେ ଅଭିନେତା ପପୁ ପମ ପମ ଙ୍କୁ କଡା ବିରୋଧ କରିଛି ବଜରଙ୍ଗ ଦଳ। ମିଷ୍ଟର କହ୍ନେୟା ଚଳଚିତ୍ର ପାଇଁ ବିବାଦ ଘେରକୁ ଆସିଥିବା ପପୁଙ୍କୁ ଆଜି କଟକ ବୃନ୍ଦାବନ ସିନେମା ହଲ ରେ ହଟହଟା ହେବାକୁ ପଡିଥିଲା । ଭାଇରାଲ ହେଉଥିବା ଭିଡିଓରେ ପପୁ ବଜରଙ୍ଗଦଳକୁ କହୁଛନ୍ତି-‘ଆପଣ ସିନେମା ଦେଖନ୍ତୁ ଯଦି ଖରାପ ଲାଗିବ ଯଦି କୃଷ୍ଣ ହୋଇଥିବ ତା ହେଲେ ମୁ ସିନେମା ଲାଇନ ଛାଡି ଦେବି’ ।
ବଜରଙ୍ଗ ଦଳ ଲୋକ କହୁଛନ୍ତି ‘ଆପଣ ପ୍ୟାଣ୍ଟ ସାର୍ଟ ପିନ୍ଧି ନାଚନ୍ତୁ କୃଷ୍ଣଙ୍କ ଭେଷରେ କାହିଁକି ନାଚିଲେ’ । ବଜରଙ୍ଗ ଦଳଙ୍କ ମତରେ, ପପୁ କୃଷ୍ଣଙ୍କ ନାମ ଓ ତାଙ୍କ ଭେଷ ନେଇ ଭଗବାନଙ୍କୁ ଅପମାନ କରୁଛନ୍ତି । ହେଲେ ପପୁଙ୍କ କହିବା ମୁତାବକ, ସେହି ଫିଲ୍ମ ଦେଖିଲେ ଲୋକମାନେ ଜାଣି ପାରିବେ ଯେ ସେ ଭଗବାନ କୃଷ୍ଣଙ୍କର କୌଣସି ଅପମାନ କରି ନାହାନ୍ତି ।

ବନ୍ଧୁଗଣ ବଜରଙ୍ଗ ଦଳ ଲୋକ ଓ ପପୁଙ୍କ ମଧ୍ୟରେ ଅନେକ ସମୟ ଧରି ଫିଲ୍ମ ଟାଇଟେଲ ଓ ଫିଲ୍ମର ଗୋଟେ ଗୀତ ପାଇଁ ଯୁକ୍ତି ତରକ ଚାଲିଥିଲା । ତେବେ ବଜରଙ୍ଗ ଦଳ ପପୁଙ୍କୁ ଫିଲ୍ମ ଟାଇଟେଲ ଓ ଗୀତ ବଦଳାଇବା ପାଇଁ କହୁଥିବା ବେଳେ ପପୁ ବଜରଙ୍ଗ ଦଳ ବାଲାଙ୍କ ଡିମାଣ୍ଡକୁ ଅବମାନନା କରିଦେଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

