ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଘଟଣାଟି ହେଉଛି ଦୁଇଟି ନାବାଳିକା ଝିଅ ଏକ ଦୋକାନକୁ ଯାଇଥିଲେ ।
ହେଲେ ସେହି ଦୋକାନର ମାଲିକ ୬୨ ବର୍ଷୀୟ ବୃଦ୍ଧ ନାବାଳିକା ଝିଅ ମାନଙ୍କ ସହ ଅ-ସ-ଦ-ଚ-ର-ଣ କରିଛି ବୋଲି ଅ-ଭି-ଯୋ-ଗ ମିଳିଛି । ଏହା ଫଳରେ ଘ-ଟ-ଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଘ-ଟ-ଣା-ଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ଘ-ଟ-ଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।
ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ବାଲେଶ୍ଵର ଜିଲ୍ଲାର ଜଳେଶ୍ଵର ବ୍ଲକ ବଜାରରେ ଏକ ୬୨ ବର୍ଷୀୟ ବୃଦ୍ଧ ବିରେନ ଦାସଙ୍କ ଦୋକାନକୁ ଦୁଇଟି ନାବାଳିକା ଚକିଲେଟ ଓ ପେପ୍ସି ନେବା ପାଇଁ ଆସିଥିଲେ । ହେଲେ ସେହି ବୃଦ୍ଧ ଦୋକାନୀ ଜଣକ ଦୁଇ ଝିଅଙ୍କୁ ଦୋକାନ ଭିତରକୁ ଆଣି ତାଙ୍କ ସହ ଅ-ସ-ଦା-ଚ-ର-ଣ କରିଥିଲେ । ଏହା ପରେ ଛୁଆ ମାନେ ସେହି ସ୍ଥାନରେ ଚି-ତ୍କା-ର କରିଥିଲେ ହେଲେ ବୃଦ୍ଧ ଜଣକ ତାଙ୍କୁ ଛା-ଡି ନଥିଲା ।
ଛୁଆ ମାନଙ୍କ ମାଙ୍କ ମତରେ, ଛୁଆ ମାନେ ଚକିଲେଟ ଆଣିବାକୁ ଦୋକାନ ଯାଇଥିଲେ । ହେଲେ ଦୋକାନୀ ତାଙ୍କ ଝିଅ ସହ ଅ-ସ-ଦା-ଚ-ର-ଣ ଓ ଖ-ରା-ପ ବ୍ୟ-ବ-ହା-ର କରିଥିଲା । ଏହାପରେ ଛୁଆ ମାନେ ଡ-ଋ ଯା-ଇ କାନ୍ଦିଥିଲେ । କାନ୍ଦିବା ପରେ ବୃଦ୍ଧ ଜଣକ ଛୁଆଙ୍କୁ ଛା-ଡି ଦେଇଥିଲା । ଏହା ପରେ ଛୁଆ ମାନେ ଆସି ମାଙ୍କୁ କିଛି କଥା ନକହି ତାଙ୍କ ମାଇଁଙ୍କୁ କହିଥିଲେ । ଏହା ପରେ ଗାଁ ଲୋକ ମାନେ ଏହି କଥା ବିଷୟରେ ଜାଣିଥିଲେ ଓ ଦୋକାନୀ ସହ ଗ-ଣ୍ଡୋ-ଗ-ଳ ହୋଇଥିଲା ।
ବନ୍ଧୁଗଣ ଲୋକ ମାନେ ପଚରାଇବାରୁ ବୃଦ୍ଧ କହିଲେ-‘ମୋ ଦୋକାନ ଏଇଟା ଆଉ ମୁ ଯାହା ଚାହିଁବି କରିବି’ । ଏହାପରେ ଗାଁ ଲୋକ ବୃଦ୍ଧର ପୁଅ ଓ ବୋହୁକୁ ଫୋନରେ ଡକାଇଥିଲେ । ପୁଅ ବୋହୁ ଆସିବା ପରେ ବୃଦ୍ଧଙ୍କୁ ଘ-ର ଭିତରେ କ-ବା-ଟ ଦେ-ଇ ରଖିଥିଲେ । ଏହାପରେ ନାବାଳିକାଙ୍କ ପରିବାର ପକ୍ଷରୁ ବୃଦ୍ଧଙ୍କ ବିରୋଧରେ ଜଳେଶ୍ଵର ଥାନାରେ ଅଭିଯୋଗ କରଯାଇଥିଲା । ଯାହାଫଳରେ କିଛି ସମୟ ମଧ୍ୟରେ ପୋ-ଲି-ସ ସେହି ସ୍ଥାନକୁ ଆସି ତ-ଦ-ନ୍ତ କରିଥିଲା ।
ବୃଦ୍ଧ ଦୋକାନୀଙ୍କ ମତରେ, ଦୁଇ ଝିଅ ତାଙ୍କ ପାଖକୁ ଆସି ତାଙ୍କୁ ୫୦ ଟଙ୍କା ମାଗିଥିଲେ । ୫୦ ଟଙ୍କା ନେବା ବଦଳରେ ଦୁଇ ଝିଅ ତାଙ୍କୁ କିଛି ସାଧାରଣ ଖ-ରା-ପ କାମ କରିବା ପାଇଁ ଅନୁମତି ଦେଇଥିଲେ । ହେଲେ ବୃଦ୍ଧ ଦୋକାନୀଙ୍କ ଦେହ ଅସୁସ୍ଥ ହେତୁ ସେ ସେମିତି କିଛି ବି କରିନାହାନ୍ତି ବୋଲି ମିଡିଆ ସାମ୍ନାରେ କହିଛନ୍ତି ।
ଝିଅ ମାନେ ନିଜେ ନିଜେ ସବୁ ଖୋଲାଖୋଲି କରି ପ୍ର-ହ-ସ-ନ କରିଛନ୍ତି ବୋଲି ବୃଦ୍ଧ ଦୋକାନୀ କହିଛନ୍ତି । ବର୍ତ୍ତମାନ ଏହି ଘଟଣାର ତ-ଦ-ନ୍ତ ଥାନାରେ ଚାଲିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ