Amitabh Bachchan ଙ୍କ ସହିତ Bollywood ର ଏହି ସମସ୍ତ ବୃଦ୍ଧ ଅଭିନେତା ମାନେ ନିଜ ଝିଅ ବୟସର ହିରୋଇନଙ୍କ ସହ କରି ସାରିଛନ୍ତି ରୋମାନ୍ସ

ବନ୍ଧୁଗଣ ଆପଣ ମାନେ କେତେକ ହିନ୍ଦୀ ଫିଲ୍ମରେ ହେଉଥିବା ବୋଲ୍ଟ ସିନ୍ସ ନିଶ୍ଚୟ ଦେଖିଥିବେ । ହେଲେ ଏହି ସିନ୍ସ କରିବା ପାଇଁ ହିରୋ ଓ ହିରୋଇନଙ୍କ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ରହିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଫେମସ ଅଭିନେତା ମାନଙ୍କ ବିଷୟରେ କହିବୁ ଯେଉଁ ମାନେ ନିଜ ଠାରୁ କମ ବୟସର ଅଭିନେତ୍ରୀ ମାନଙ୍କ ସହ ବୋଲ୍ଟ ସିନ୍ସ କରିଥିଲେ ଏବଂ ଏହି କାରଣ ହେତୁ ଏହି ଅଭିନେତା ମାନେ ବହୁତ ଚର୍ଚାରେ ମଧ୍ୟ ରହିଥିଲେ । ତେବେ ଆସନ୍ତୁ ଜାଣିବା ବଲିଉଡର ଏହି ଅଭିନେତା ମାନଙ୍କ ବିଷୟରେ ।

ଗୁଲସନ ଗ୍ରୋବର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଗୁଲସନ ଗ୍ରୋବର ରହିଛନ୍ତି । ଗୁଲସନ ପ୍ରାୟ ଅଧିକାଂଶ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ବଲିଉଡ ଇଣ୍ଡଷ୍ଟ୍ରିରେ ଗୁଲସନଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି । ହେଲେ ଗୁଲସନ ସେତେବେଳେ ବହୁତ ଚର୍ଚ୍ଚାରେ ଥିଲେ ଯେତେବେଳେ ସେ କଟ୍ରିନା କୈଫଙ୍କ ସହ ହଟ ସୀନ କରିଥିଲେ ।

ଗୁଲସନ ୨୦୦୩ରେ ଆସିଥିବା ଫିଲ୍ମ ‘ବୁମ’ରେ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫଙ୍କ ସହ ଲିପଲକ୍ କରିଥିଲେ । ସେହି ସିନ୍ସ କରିବା ସମୟରେ କାଟ୍ରିନା ଗୁଲସନଙ୍କ ଠାରୁ ବହୁତ ସାନ ଥିଲେ । ଏହି ସିନ୍ସ ଦେଖି ଗୁଲସନଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଦୁଃଖ ଅନୁଭବ କରିଥିଲେ ।

ନସିର ଉଦିନ ସାହା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ନସିର ଉଦିନ ସାହା । ବଲିଉଡରେ ସେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ସେଥିପାଇଁ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ, ହେଲେ ୨୦୧୭ ରେ ଆସିଥିବା ଫିଲ୍ମ ‘ବେଗମ ଜାନ’ରେ ନସିର ନିଜ ଠାରୁ ବହୁତ କମ ବୟସର ଅଭିନେତ୍ରୀ ସହ ବୋଲ୍ଟ ସିନ୍ସ କରିଥିଲେ । ଏହା ସହିତ ଫିଲ୍ମ ‘ଡର୍ଟି ପିକ୍ଚର’ରେ ମଧ୍ୟ ସେ ବିଦ୍ୟା ବାଲନଙ୍କ ସହ ବହୁତ ବୋଲ୍ଟ ସିନ୍ସ ଦେଇଥିଲେ । ସେହି ସମୟରେ ନସିର ବହୁତ ଚର୍ଚାରେ ମଧ୍ୟ ରହୁଥିଲେ ।

ଶକ୍ତି କପୁର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗ୍ଗଜ କଳାକାର ଶକ୍ତି କପୁର । ଶକ୍ତି ୯୦ ଦଶକରେ ବହୁତ ଫିଲ୍ମରେ ଖଳନାୟକ ଭୂମିକା ପଦର୍ଶନ କରିଥିଲେ । ତାଙ୍କର ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରିଥିଲେ । ହେଲେ ୨୦୧୮ରେ ଆସିଥିବା ଫିଲ୍ମ ‘ଦ ଜର୍ନୀ ଅଫ କର୍ମା’ରେ ଶକ୍ତି ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ସହ ବହୁତ ବୋଲ୍ଟ ସିନ୍ସ କରିଥିଲେ । ଏହା ଦ୍ଵାରା ଦର୍ଶକ ମାନେ ଶକ୍ତିଙ୍କ ବିଷୟରେ ବହୁତ ଚର୍ଚା କରିଥିଲେ ।


ରାଜେସ ଖନା- ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୭୦ ଦଶକର ଦିଗ୍ଗଜ ଅଭିନେତା ରାଜେସ ଖନା ନିଜ ଠାରୁ କମ ବୟସର ଅଭିନେତ୍ରୀ ଲେଲା ଖାନଙ୍କ ସହ ବୋଲ୍ଟ ସିନ୍ସ କରିଥିଲେ । ଏହି ଫିଲ୍ମର ନାମ ହେଉଛି ୨୦୦୮ରେ ଆସିଥିବା ଫିଲ୍ମ ‘ୱଫା’ । ଏହି ଫିଲ୍ମ କରିବା ପରେ ରାଜେସ ଖନା ଟ୍ରୋଲିଙ୍ଗ ର ଶିକାର ମଧ୍ୟ ହୋଇଥିଲେ ।

ଅମିତାଭ ବଚ୍ଚନ –


ବଲିଉଡ ର ମହାନାୟକ କୁହାଯାଉଥିବା ଅଭିନେତା ଅମିତାଭ ବଚ୍ଚନ କମ ବୟସର ହିରୋଇନ ଙ୍କ ସହିତ ମଧ୍ୟ ଇଣ୍ଟିମେଟ ଓ ବୋଲ୍ଡ ସୀନ ଦେଇଛନ୍ତି । କହି ଦେଉଛୁ କି ସେ ଜିୟା ଖାନ ଙ୍କ ଡେବ୍ୟୁ ଫିଲ୍ମ ନିଶବ୍ଦ ରେ ଜିୟା ଖାନ ଙ୍କ ସହିତ ଅନେକ ହଟ ସୀନ ଦେଇଛନ୍ତି । ଏହା ସହିତ 2007 ରେ ଆସିଥିବା ଫିଲ୍ମ ବୁମ ରେ ବି ତାଙ୍କୁ ଅନେକ ଇଣ୍ଟିମେଟ ସୀନ ଦେବାର ଦେଖା ଯାଇଥିଲା । ଯେଉଁ କାରଣରୁ ସେ ଦର୍ଶକମାନଙ୍କ ମଧ୍ୟରେ ନିଜ ଇମେଜ କୁ ବହୁତ ଖରାପ କରିଦେଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *