Breaking News: ପୃଥିବୀ ଉପରକୁ ତୀବ୍ର ଗତିରେ ମାଡି ଆସୁଛି ସୌର ଝଡ, ଦେଖନ୍ତୁ ପୃଥିବୀ ଉପରେ କଣ ରହିବ ଏହାର ପ୍ରଭାବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ପୃଥିବୀ ଆଡ଼କୁ ଦ୍ରୁତ ଗତି ରେ ମା-ଡ଼ି ଆସୁଛି ଏକ ବିଶାଳ ସୌର ଝ-ଡ଼ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ସୌର ଝ-ଡ଼ ପୃଥିବୀ କୁ ମା-ଡ଼ ହେବାର ସମ୍ଭାବନା ରହିଛି ।

ସୂର୍ଯ୍ୟ ରୁ ବାହାରି ଥିବା ଏହି ଉତ୍ତପ୍ତ ଏବଂ ତୀବ୍ର ଝ-ଡ଼ ଦ୍ଵାରା ଜି.ପି.ଏସ ସିଷ୍ଟମ, ମୋବାଇଲ ଫୋନ ନେଟୱର୍କ ଏବଂ ସାଟେଲାଇଟ୍ ଉପରେ ଏକ ବଡ଼ ଧରଣ ର ପ୍ରଭାବ ପଡ଼ିପାରେ । ଜୁଲାଇ ମାସ ୩ ତାରିଖରେ ସୂର୍ଯ୍ୟ ର ଦକ୍ଷିଣ ଭାଗରେ ଏକ ବଡ଼ ଧରଣ ର ବି-ସ୍ଫୋ-ର-ଣ ହୋଇଥିଲା । ଏହାପରେ ସୂର୍ଯ୍ୟ ର ଉତ୍ତପ୍ତ କିରଣ ପୃଥିବୀ ଆଡ଼କୁ ମୁହାଁଇବାରେ ଲାଗିଛି ।

ଏହି ବିଶାଳ ସୌର ଝ-ଡ଼ ର ପ୍ରଭାବ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୃଥିବୀ ରେ ମା-ଡ଼ ହେବା ସହିତ କିଛି ମିନିଟ ପାଇଁ ସମସ୍ୟା ସୃଷ୍ଟି କରିପାରେ । ସ୍ପେସ ୱେଦର୍ ଡଟ କମ୍ ର ସୂଚନା ଅନୁସାରେ, ସୂର୍ଯ୍ୟ ର ଏହି ଉତ୍ତପ୍ତ କିରଣ ସୂର୍ଯ୍ୟ ଠାରୁ ପୃଥିବୀ ଆଡ଼କୁ ତୀବ୍ର ବେଗରେ ମା-ଡ଼ି ଆସିବା ଦ୍ୱାରା ପୃଥିବୀ ର ମ୍ୟାଗ୍ନେଟିକ୍ ଫିଲ୍ଡ ଉପରେ ଏହାର ପ୍ରଭାବ ପଡ଼ିପାରେ । ଏହାଦ୍ବାରା ପୃଥିବୀ ର ବାୟୁମଣ୍ଡଳ ଅଧିକ ଗରମ ହେବ ।

ନାସା ର ସୂଚନା ଅନୁସାରେ, ଏହି ସୌର ଝ-ଡ଼ ପୃଥିବୀ ଆଡ଼କୁ ଘଣ୍ଟା ମଧ୍ୟରେ ୧୬ ଲକ୍ଷ କିମି ବେଗରେ ଗତି କରୁଛି । ଆଉ କିଛି ସମୟ ମଧ୍ୟରେ ଏହାର ବେଗ ବଢ଼ିବାର ମଧ୍ୟ ସମ୍ଭାବନା ରହିଛି । ସୌର ଝ-ଡ଼ ପୃଥିବୀ ର ଚୁମ୍ବକୀୟ କ୍ଷେତ୍ରରେ ପ୍ରବେଶ କରିବା କ୍ଷଣେ ସାଟେଲାଇଟ୍ ସିଗ୍ନାଲ ବାଧାପ୍ରାପ୍ତ ହେବ ।

ପଠାଣି ସାମନ୍ତ ପ୍ଲାନେଟୋରୀୟମ ର ଉପନିର୍ଦେଶକ ଶ୍ରୀଯୁକ୍ତ ଶୁଭେନ୍ଦୁ ପଟ୍ଟନାୟକ ଏହି ସମ୍ବନ୍ଧରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ପୃଥିବୀ ଆଡ଼କୁ ମା-ଡ଼ି ଆସୁଥିବା ଏହି ବିଶାଳ ସୌର ଝ-ଡ଼ ର ପ୍ରଭାବ କେବଳ ଚୁମ୍ବକୀୟ କ୍ଷେତ୍ରରେ ପଡ଼ିବ । ଯାହାଦ୍ୱାରା ଯୋଗାଯୋଗ ରେ ସମସ୍ୟା ହୋଇପାରେ ଓ ବିଦ୍ୟୁତ କା-ଟ ମଧ୍ୟ ହୋଇପାରେ । କିନ୍ତୁ ଏହି ସୌର ଝ-ଡ଼ ର ପ୍ରଭାବ କୌଣସି ବ୍ୟକ୍ତି ଅଥବା ଜୀବ ଜଗତ ଉପରେ ପଡ଼ିବ ନାହିଁ ।

Leave a Reply

Your email address will not be published. Required fields are marked *