Breaking News: Bollywood ରେ ଶୋକର ଛାୟା, ପରଲୋକରେ କୋକିଲା କଣ୍ଠି Lata Mangeshkar

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ସିଙ୍ଗର ମାନେ ନିଜ ଗୀତ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ସିଙ୍ଗର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଲତା ମଙ୍ଗେସ୍କର । ବନ୍ଧୁଗ ଆପଣ ମାନେ ସମସ୍ତେ ଲତା ମଙ୍ଗେସ୍କରଙ୍କ ଅନେକ ସୁପର ହିଟ ଗୀତ ନିଶ୍ଚୟ ଶୁଣିଥିବେ । ଲତାଙ୍କ କଣ୍ଠ ଓ ତାଙ୍କ ସ୍ଵରକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ଲତା ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଗୀତ ଗାଇ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ହେଲେ ଗତ କିଛି ସମୟ ହେବ ଲତାଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି । ବନ୍ଧୁଗଣ ଏହି ଖବର ବିଷୟରେ ଜାଣିଲେ ଆପଣ ମାନଙ୍କ ମନ ଦୁଃଖରେ ଭରିଯିବ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସ୍ଵର ସମ୍ରାଙ୍ଗୀ ଲତା ମଙ୍ଗେସ୍କର ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଲତା ମଙ୍ଗେସ୍କରଙ୍କ ପରଲୋକ ଘଟିଛି ।

ତେବେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ନିଜ ପ୍ରା-ଣ ହରାଇଛନ୍ତି । ମି-ଡି-ଆ ରିପୋର୍ଟସ ଅନୁସାରେ ମୁମ୍ବାଇ ବ୍ରିଚ କାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେ-ହା-ନ୍ତ ହୋଇଛି । ଲତା ୯୨ ବର୍ଷ ବୟସରେ ନିଜ ପ୍ରା-ଣ ହରାଇଛନ୍ତି ।  ଅନେକ ସୁପର ହିଟ ସଙ୍ଗୀତ ସେ ଭେଟି ଦେଇଛନ୍ତି ଦର୍ଶକ ମାନଙ୍କୁ । ତାଙ୍କ ସଙ୍ଗୀତରେ ମନ୍ତ୍ରମୁଗ୍ଧ ହେଉଥିଲେ ସମସ୍ତେ । ଦେଶ ପ୍ରେମ ଗୀତ ହେଉ କି ରୋମାଣ୍ଟିକ ଗୀତ ସେ ସମସ୍ତ ଗୀତରେ ନିଜର କଣ୍ଠଦାନ କରିଥିଲେ ।

ଲତା ଯିବା ପରେ ସାରା ଭାରତ ବର୍ଷରେ ଶୋକର ଛାୟା ଖେଳି ଯାଇଛି । ସୂଚନା ମୁତାବକ ଗତ ଜାନୁୟାରୀ ୮ ତାରିଖରେ ସେ କରୋନାରେ ଚିହ୍ନଟ ହେବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେଲେ ତାଙ୍କ ଅବସ୍ଥା ଗୁରୁତ୍ଵର ହେବାରୁ ସେ ଗତ କିଛି ସମୟ ତଳେ ନିଜ ପ୍ରା-ଣ ହରାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ସିଙ୍ଗର ଲତା ମଙ୍ଗେସ୍କରଙ୍କ ଗୀତ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *