ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବୋଉ ରାନ୍ଧିଥିବା ମାଉଁସ ଖାଇ ପାରିଲାନି ଝିଅ ଚାଲିଗଲା ଅପେରା ଦୁନିଆକୁ ଯାହାକୁ ଶୁଣିବା ପରରେ ବୋଉ ସେହି ମାଉଁସକୁ ଦେଖି ଭୋ ଭୋ କାନ୍ଦୁଛି । ହଁ ଦର୍ଶକବନ୍ଧୁ ମା’ ପାଇଁ ତାହା କେତେହେ କଷ୍ଟକର ଆପଣମାନେ ବୁଝିପାରିବେ । ତେବେ ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଗୋରୁଡ ବନ୍ଧି ଗାଁ ଘଟିଛି ଏକ ଅଭାବନୀୟ ଘଟଣା ।
ଗୋରୁଡ ବନ୍ଧି ଗାଁର ମାଲୟନାୟକ ଓ ଅମୀ ଉଭୟ ଉଭୟଙ୍କୁ ପ୍ରେମ କରି ବିବାହ କରିଥିଲେ । ଦୁହେଁଙ୍କ ବୈବାହିକ ଜୀବନ ବହୁତ ଭଲରେ କଟୁଥିଲା କିନ୍ତୁ ସେମାନଙ୍କ ବୈବାହିକ ଜୀବନରେ ଏଣ୍ଟ୍ରି କଲେ ସନ୍ତୋଷ । ଅମୀ ଜଣେ ବିବାହିତ ମହିଳା ହେଲା ପରେ ମଧ୍ୟ ସନ୍ତୋଷ ତାଙ୍କୁ ଭଲ ପାଉଥିଲେ ବୋଲି କହିଥିଲେ ଯାହାକୁ ବିଶ୍ବାସ କରି ଅମୀ ବିବାହିତ ସ୍ଵାମୀକୁ ଛାଡି ସନ୍ତୋଷଙ୍କ ପାଖକୁ ପଳେଇଯାଇଥିଲେ ।
ଉଭୟ କିଛି ଦିନ ଏକାଠି ରହିବା ପରେ ସନ୍ତୋଷ ଅନ୍ୟତ୍ରକୁ ବିବାହ କରିବାକୁ ନିଷ୍ପତି ନେଇଥିଲେ । ଯାହାକୁ ନେଇ ଅମୀ ତାଙ୍କୁ ବାରଣ କରିଥିଲେ ବହୁତ ନିବେଦନ ମଧ୍ୟ କଲେ କିନ୍ତୁ ସନ୍ତୋଷ ଶୁଣିଲେ ନାହିଁ । ତେବେ ଏହାକୁ ନେଇ ଅମୀ ସୁକୁନ୍ଦା ଥାନାରେ ଅଭିଯୋଗ କରିଥିଲେ । ଥାନାର ପୋଲିସ ଅଧିକାରୀ ଉଭୟଙ୍କ ମଧ୍ୟ ବୁଝାମୁଣା କରି ସନ୍ତୋଷଙ୍କ ଅନ୍ୟତ୍ର ବିବାହକୁ ସମତି ଦେଇଥିଲେ ।
ସନ୍ତୋଷ ବିବାହ କରିଲେ ମଧ୍ୟ ପ୍ରତ୍ୟେକ ଦିନ ଅମୀଙ୍କ ପାଖକୁ ଆସିବାର କାଗଜପତ୍ର ହେଇଥିବାର ଅମୀଙ୍କ ବାପା କହିଛନ୍ତି । ତେବେ ସନ୍ତୋଷ ଓ ଅମି ଭିତରେ ସବୁଦିନ ଝଗଡା ଲାଗୁଥିଲା ଦିନେ ଅମିଙ୍କ ଭାଇ ର ବିବାହ ହେବାର ଥିଲା କିନ୍ତୁ ତାଙ୍କ ବାପା ଅମିଙ୍କୁ ବିବାହରେ ସାମିଲ ହେବାକୁ ମନା କରିଥିଲେ । ମାତ୍ର ଅମି ମା କୁ ମାଉଁସ ଟିକେ ପଠାଇବାକୁ କହିଥିଲେ ।
ମାତ୍ର ସନ୍ତୋଷ ଅମିକୁ ମା-ରି ଭୁବନ ବାଇପାସ ରାସ୍ତା କଡରେ ଫୋପାଡି ଦେଇଥିଲେ । ଯାହାକୁ ଶୁଣି ବାପାମା ଦୁଃଖର ସମୁଦ୍ରରରେ ବୁଢି ଯାଇଛନ୍ତି । ତେବେ ଅପରାଧୀ ସନ୍ତୋଷକୁ ପୋଲିସ ଧରିଛି ଏବଂ ତାଙ୍କୁ କେଉଁ ଦଣ୍ଡ ଦିଆଯିବ ଆଗକୁ ଜାଣିବା । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।