Bollywood ରେ ସବୁଠୁ ଅଧିକ ଗର୍ବୀ ଅଟନ୍ତି ଏହି 5 ଜଣ Hero, ଯିଏ ଶୁଟିଙ୍ଗ ସେଟରେ ହିଁ ଦେଖାନ୍ତି ବହୁତ ନଖରା, ନମ୍ବର 3 ଙ୍କ ନାମ ଜାଣିଲେ ତ ବିଶ୍ଵାସ ହେବ ନାହିଁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡର ସମସ୍ତ କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ଏହି ସଫଳତାକୁ ପାଇଛନ୍ତି । ହେଲେ ସଫଳତା ପାଇବା ପରେ କେତେକ କଳାକାରଙ୍କ ମନରେ ବହୁତ ଗର୍ବ ଆସିଯାଇଥାଏ ଯେଉଁଥି ପାଇଁ ସେ କିଛି ସ୍ଥାନରେ ବ୍ୟବହାର ଖରାପ କରିଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି ସମସ୍ତ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ଗର୍ବ ରହିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନ । ଶାହରୁଖ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇ ପ୍ରସିଦ୍ଧି ହାସଲ କଇଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ଶାହରୁଖଙ୍କୁ ଗର୍ବୀ କଳାକାର କହିବାର କାରଣ ହେଉଛି ସେ କେବେହେଲେ ଶୁଟିଙ୍ଗରେ ଟାଇମରେ ଆସିନଥାନ୍ତି । ସେ ସବୁବେଳେ ଲେଟରେ ଆସନ୍ତି ଓ ସେଥିପାଇଁ କେତେହାରା ଶୁଟିଙ୍ଗକୁ ବନ୍ଦ କରିବାକୁ ମଧ୍ୟ ପଡିଥାଏ ।

କପିଲ ଶର୍ମା- ବଲିଉଡ ଏବଂ ରିଆଲିଟି ସୋର ନମ୍ବର ୧ କମେଡିଆନ କପିଲଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । କପିଲ ୨୦୧୫ରେ ବଲିଉଡରେ ଡେବ୍ୟୁ କରିଥିଲେ । କପିଲଙ୍କୁ ଗର୍ବୀ ଏଥିପାଇଁ କୁହାଯାଏ କାରଣ ସେ ମଧ୍ୟ ବହୁତ ଅଧିକ କ୍ରୋଧ କରନ୍ତି ।


ଆମିର ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଆମିର ଖାନ । ଆପଣ ମାନେ ସମସ୍ତେ ଆମିରଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ହେଲେ ଆମିରଙ୍କର ମଧ୍ୟ ଗର୍ବ ରହିଛି । କାରଣ ଆମିର ବହୁତ ଥର ନିର୍ଦେଶକ ମୁତାବକ କାମ କରିନଥାନ୍ତି ସେ ନିଜ ମନ ମୁତାବକ କାମ କରିବାକୁ ପସନ୍ଦ କରନ୍ତି । ଏହା ବ୍ଯତୀତ ଆମିର ବର୍ଷକୁ କେବଳ ଗୋଟିଏ ଫିଲ୍ମରେ କାମ କରନ୍ତି ଅନ୍ୟ ନିର୍ଦେଶକ ମାନଙ୍କୁ ସେ ସିଧା ସଳଖ ମନା କରିଦିଅନ୍ତି ।


ହ୍ରୀତିକ ରୋଷନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ହ୍ରୀତିକ ରୋଷନ । ହ୍ରୀତିକ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ଭାରତ ବ୍ଯତୀତ ଅନ୍ୟ ଦେଶରେ ମଧ୍ୟ ହ୍ରୀତିକଙ୍କ ଲୋକପ୍ରିୟତ ବହୁତ ରହିଛି । ବନ୍ଧୁଗଣ ହ୍ରୀତିକଙ୍କୁ ଗର୍ବୀ ଅଭିନେତା କହିବାର କାରଣ ହେଉଛି ହ୍ରୀତିକଙ୍କୁ ଗୋଟେ ଫିଲ୍ମ ପାଇଁ ଯେତିକି ଟଙ୍କା ଦିଆଯାଏ ସେ ସେତିକି କାମ କରନ୍ତି । ହ୍ରୀତିକଙ୍କ ମତରେ ସେ କେବଳ ୮ ଘଣ୍ଟା ପର୍ଯ୍ୟନ୍ତ ଶୁଟିଙ୍ଗ କରିବେ ଯଦି ୮ ଘଣ୍ଟାରୁ ଅଧିକ ସମୟ କରିବେ ତା ହେଲେ ତାଙ୍କୁ ଅଧିକ ଟଙ୍କା ଦେଇବାକୁ ପଡିବ ।

ସଲମାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଷ୍ଟାର ସଳମାନ ଖାନ । ଆପଣ ମାନେ ସମସ୍ତେ ସଲମାନଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ସଲମାନ ନିଜ ଅଭିନୟ ଦ୍ଵାରା ବହୁତ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ସଲମାନଙ୍କର ଗର୍ବ ମଧ୍ୟ ବହୁତ ରହିଛି । ସଲମାନ ବହୁତ ଶୀଘ୍ର କ୍ରୋଧ କରିଥାନ୍ତି ଓ ନିଜ କ୍ରୋଧ ପାଇଁ ସେ କେତେକ ସ୍ଥାନରେ ଅପମାନ ମଧ୍ୟ ହୋଇଛନ୍ତି । ଏହା ବ୍ଯତୀତ ସେ ନିଜ କ୍ରୋଧ ପାଇଁ ମଧ୍ୟ ନିଜ ପ୍ରେମକୁ ପାଇପାରି ନାହାନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *