ପତଳା ବାଳକୁ ମୋଟା ଓ ଲମ୍ବା ବନାଇବାର ଚମତ୍କାରୀ ଉପାୟ, ମାତ୍ର 10 ଦିନରେ ହିଁ ମିଳିବ ରେଜଲ୍ଟ- Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ, ଯାହାର ପ୍ରାୟୋଗ ଦ୍ଵାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ ଘନ ଏବଂ ଲମ୍ବା ହୋଇଯିବ।ବନ୍ଧୁଗଣ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି ଏବଂ ଏହି ବ୍ୟସ୍ତତା ମଧ୍ୟରେ ସେମାନେ ନିଜର ଯତ୍ନ ମଧ୍ୟ ନେଉ ନାହାନ୍ତି ଏବଂ ସମସ୍ତ ଙ୍କ ପାଖରେ ଟାଇମ ର ଅଭାବ ରହିଥାଏ ଯାହାଫଳରେ ସେମାନେ ନିଜ କେଶର ଯତ୍ନ ମଧ୍ୟ ନେଇ ପାରନ୍ତି ନାହିଁ। ଯାହାଫଳରେ କେଶ ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଯାଇଥାଏ।

ଯଥା, କେଶ ଝଡ଼ିବା, କେଶ ଧଳା ହୋଇଯିବା, କେଶରେ ରୂପୀ ହୋଇଯିବା ଏଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ।ଭିଟାମିନ ର ଅଭାବ ତଥା ନିୟମିତ ଭାବରେ ଖାଦ୍ୟପେୟ ନହେବା ଦ୍ଵାରା ଏହି ସବୁ କେଶ ଜନିତ ସମସ୍ୟା ଦେଖା ଯାଇଥାଏ।


ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ କେଶ ଜନିତ ସମସ୍ତ ସମସ୍ୟା ର ସମାଧାନ ହୋଇଯିବ ଏବଂ ଏହା ସହିତ କେଶ ଘନ, ମଜବୁତ ଏବଂ ଲମ୍ବା ହୋଇଯିବ।ବନ୍ଧୁଗଣ ଏହି ଉପଚାର ରେ ଆଵଶ୍ୟକ ସାମଗ୍ରୀ ଆପଣଂକୁ ଅତି ସହଜରେ ମିଳିଯିବ ଏବଂ ଏହାକୁ ପ୍ରସ୍ତୁତ କରିବା ନିମନ୍ତେ ଆପଣଂକୁ ଅଧିକ ସମୟ ମଧ୍ୟ ଲାଗିବ ନାହିଁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଦୁଇଟି ସାମଗ୍ରୀ ଆବଶ୍ୟକ।’ନଡ଼ିଆ ତେଲ’ ଏବଂ ‘ଭିଟାମିନ E’ କ୍ୟାପ୍ସୁଲ।
ପ୍ରଥମେ ଆପଣ ନିଜ ଅନୁସାରେ ବ୍ୟବହାର କରୁଥିବା ନଡ଼ିଆ ତେଲ ନିଅନ୍ତୁ।ନଡ଼ିଆ ତେଲ ଆମ କେଶ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏହା ଆମ କେଶକୁ ମୋଟା ଏବଂ କଳା କରିଥାଏ।ଏହାର କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ନଥାଏ। ତେଣୁ ନଡ଼ିଆ ତେଲ ର ବ୍ୟବହାର କେଶ ପାଇଁ ସର୍ବୋତ୍ତମ ଅଟେ।ତେବେ ପ୍ରଥମେ ଆପଣ ନଡ଼ିଆ ତେଲ ନିଅନ୍ତୁ।


୨. ବନ୍ଧୁଗଣ ଏହାପରେ ଏଥିରେ ଭିଟାମିନ E କ୍ୟାପ୍ସୁଲ ର ତେଲ ବାହାର କରନ୍ତୁ ଏବଂ ନଡ଼ିଆ ତେଲ ରେ ମିଶାଇ ଦିଅନ୍ତୁ। ଭିଟାମିନ E କ୍ୟାପ୍ସୁଲ ଆମ କେଶ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏହାଦ୍ବାରା ଆମ କେଶରେ ଥିବା ଭିଟାମିନ ଅଭାବ ଦୁର ହୋଇଥାଏ ଏବଂ କେଶ ଲମ୍ବା ଓ ଘନ ହୋଇଥାଏ।


୩. ଆପଣ ଏହି ଦୁଇଟି ମିଶ୍ରଣ କୁ ନିଜ କେଶରେ ଭଲ ଭାବରେ ମସାଜ କରନ୍ତୁ। ଅତିକମରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଏହି ତେଲ କୁ କେଶ ମୂଳରେ ମସାଜ କରନ୍ତୁ। ବନ୍ଧୁଗଣ ଆପଣ ମାନଙ୍କୁ ଏହି ଉପଚାର ଦ୍ୱାରା ୩ଥର ବ୍ୟବହାର ରେ ଫାଇଦା ନିଶ୍ଚିତ ଭାବରେ ପ୍ରାପ୍ତ ହେବ।

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ। ଏହାର ଚାମତ୍କାରୀ ଫାଇଦା ଆପଣ ମାନଙ୍କୁ ନିଶ୍ଚିତ ଭାବରେ ପ୍ରାପ୍ତ ହେବ ଏବଂ ପ୍ରାକୃତିକ ଉପାୟରେ ଆପଣଙ୍କ ପତଳା କେଶ ମୋଟା ଏବଂ ଘନ ହୋଇଯିବ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *