Bollywood ରେ ସବୁଠୁ ଅଧିକ ପତଳା ଅଟନ୍ତି ଏହି 4 ଜଣ ହିରୋଇନ, 3 ନମ୍ବର ହିରୋଇନ ଙ୍କ ଓଜନ ଶୁଣିଲେ ତ ଆପଣ ଚମକି ପଡିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରାୟତଃ ଅଭିନେତ୍ରୀ ଆଭ୍ରେଜ୍ଜ ଓଜନ ରେ ରହିବାକୁ ପସନ୍ଦ କରିଥାନ୍ତି ଏବଂ ସେମାନେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଆନ୍ତି। କିନ୍ତୁ କିଛି ଏଭଳି ଅଭିନେତ୍ରୀ ମଧ୍ୟ ଅଛନ୍ତି ଯେଉଁମାନେ ବହୁତ ହିଁ କମ ଓଜନ ର ଅଟନ୍ତି ଏବଂ ସୁନ୍ଦର ମଧ୍ୟ ଦେଖା ଯାଆନ୍ତି। ତେବେ ବନ୍ଧୁଗଣ ଆଜି ଆମେ ବଲିଉଡ ଇଣ୍ଡଷ୍ଟ୍ରୀ ର ଏଭଳି ୪ ଜଣ ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ବହୁତ କମ ଓଜନ ର ହୋଇଥାନ୍ତି ଏବଂ ଖୁବ ପତଳା ଦେଖାଯାଆନ୍ତି। ତେବେ ଆସନ୍ତୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଡାଏନା ପେଣ୍ଟି- ବନ୍ଧୁଗଣ ଏହି ଲିଷ୍ଟ ରେ ପ୍ରଥମେ ଅଭିନେତ୍ରୀ ଡାଏନା ପେଣ୍ଟି ଙ୍କ ନାମ ସାମିଲ ରହିଛି। ଏହି ଅଭିନେତ୍ରୀ ନିଜ କ୍ୟାରିଅର ର ଆରମ୍ଭ ଫିଲ୍ମ ‘କକଟେଲ’ ରୁ କରିଥିଲେ।ନିଜର ପ୍ରଥମ ଫିଲ୍ମ ରେ ଅଭିନେତା ସୈଫ ଅଲ୍ଲୀ ଖାଁ ଓ ଅଭିନେତ୍ରୀ ଦୀପିକା ପାଦୁକୋନ ଙ୍କ ସହିତ କାମ କରି ଡାଏନା ଖୁବ ପ୍ରସିଦ୍ଧି ଲାଭ କରିଥିଲେ।

ତାଙ୍କର ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ।ଏହି ଅଭିନେତ୍ରୀ ‘ହାପି ଭାଗ୍ ଜାଏଗି’, ‘ପ୍ରମାଣଓ’ ଭଳି ଫିଲ୍ମ ରେ ମଧ୍ୟ କାମ କରି ସାରିଛନ୍ତି। ପ୍ରଥମେ ଡାଏନା ଆଭରେଜ ଓଜନ ର ଥିଲେ କିନ୍ତୁ ପରେ ସେ ନିଜର ଓଜନ ବହୁତ ମାତ୍ରାରେ କମାଇଥିଲେ ଏବଂ ବର୍ତ୍ତମାନ ତାଙ୍କ ଓଜନ ମାତ୍ର ୪୭ କେ.ଜି ଅଟେ।

୨. ସୋନମ କପୁର- ବନ୍ଧୁଗଣ ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଭିନେତ୍ରୀ ‘ସୋନମ କପୁର’ ଙ୍କ ନାମ ସାମିଲ ରହିଛି।ବଲିଉଡ ର ଅନେକ ସୁପରହିଟ ଫିଲ୍ମ ରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ବହୁତ ପତଳା ହେବା ସହିତ ଡେଙ୍ଗା ମଧ୍ୟ ଅଟନ୍ତି। ଏହି ଅଭିନେତ୍ରୀ ପ୍ରଥମେ ୭୫ କେ.ଜି ଥିଲେ। ବଲିଉଡ ରେ ଡେବ୍ୟୁଟ କରିବା ସମୟରେ ମଧ୍ୟ ତାଙ୍କ ଓଜନ ଅଧିକ ଥିଲା।କିନ୍ତୁ ସମୟ ସହିତ ସେ ନିଜର ଓଜନ କୁ କମାଇଥିଲେ ଏବଂ ବର୍ତ୍ତମାନ ସେ ମାତ୍ର ୪୯ କେ.ଜି ର ଅଟନ୍ତି। ଏହି ଅଭିନେତ୍ରୀ ୨୦୧୮ ମସିହାରେ ବିଜନେସ ମ୍ୟାନ ଆନନ୍ଦ ଆହୁଜା ଙ୍କୁ ବିବାହ କରିଥିଲେ ଏବଂ ଚର୍ଚ୍ଚା ରେ ଆସିଥିଲେ।

୩. ଦିଶା ପଟାନୀ- ବନ୍ଧୁଗଣ ଏହି ଲିଷ୍ଟ ରେ ତୃତୀୟ ସ୍ଥାନରେ ଅଭିନେତ୍ରୀ ‘ଦିଶା ପଟାନୀ’ ଙ୍କ ନାମ ସାମିଲ ରହିଛି।ଫିଲ୍ମ ‘ଏମ.ଏସ ଧୋନି- ଦ ଅନ୍ଟୋଲ୍ଡ ଷ୍ଟୋରି’ ରୁ ନିଜ କ୍ୟାରିଅର ର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ର ସବୁଠାରୁ ପତଳା ଅଭିନେତ୍ରୀ ଅଟନ୍ତି। ଏହି ଅଭିନେତ୍ରୀ ଙ୍କ ଓଜନ ମାତ୍ର ୪୫ କେ.ଜି ଅଟେ।

୪. କ୍ରିତୀ ସାନନ୍- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଭିନେତ୍ରୀ ‘କ୍ରିତୀ ସାନନ୍’ ଙ୍କ ନାମ ସାମିଲ ରହିଛି।ଫିଲ୍ମ ‘ହିରୋପନ୍ତି’ ରୁ ଅଭିନେତା ଟାଇଗର ସ୍ରଫ୍ ଙ୍କ ସହିତ ଡେବ୍ୟୁଟ କରି ବଲିଉଡ ଇଣ୍ଡଷ୍ଟ୍ରୀ ରେ ନିଜର କ୍ୟାରିଅର ଆରମ୍ଭ କରିଥିବା ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ଫିଲ୍ମ ‘ହାଉସ ଫୁଲ’ ରେ ଦେଖିବାକୁ ମିଳିଥିଲା। ଏହି ଅଭିନେତ୍ରୀ ମଧ୍ୟ ବଲିଉଡ ର ସବୁଠାରୁ ପତଳା ଓ ଡେଙ୍ଗା ଅଭିନେତ୍ରୀ ଅଟନ୍ତି। ପ୍ରଥମେ କ୍ରିତୀ ଙ୍କ ଓଜନ ୫୭ କେ.ଜି ଥିଲା। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ କ୍ରିତୀ ସାନନ୍ ଙ୍କ ଓଜନ ମାତ୍ର ୪୮ କେ.ଜି ଅଟେ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *