Disha Patani ସେୟାର କରିଲେ ୱାର୍କଆଉଟ କରୁଥିବା ର ନିଜର ବହୁତ ହିଁ ହଟ ଭିଡିଓ, ଲୋକ ଦେଖି ହେଲେ ପାଗଳ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ପାଇଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଦିଶା ପଟାନି ।

ବନ୍ଧୁଗଣ ଦିଶା ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଦିଶାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ଦିଶା ଜିମ୍ ୱାର୍କଆଉଟ କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ସେ କଳା ରଙ୍ଗର ସ୍ପୋର୍ଟ୍ସ ବ୍ରା ଓ ପ୍ଯାଣ୍ଟ ପିନ୍ଧି ବହୁତ ହଟ୍ ନଜର ଆସୁଛନ୍ତି । ଏହି ଡ୍ରେସଅପ୍ ରେ ସେ ବିନା ମେକ୍ ଲୁକ୍ ନେଇଛନ୍ତି ।

ଏହି ଭିଡିଓରେ ଦିଶା କେଲଭିନ କ୍ଳେନ ବ୍ରା ପିନ୍ଧି ଏହି କମ୍ପାନୀକୁ ପ୍ରମୋଟ କରୁଛନ୍ତି । ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ଦିଶା ପଟାନି ନିଜ ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଦିଶା ନିଜର ହଟ୍ ଲୁକ୍ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ଓ ସେ ସମସ୍ତଙ୍କୁ ଫିଟ ରହିବା ପାଇଁ ମଧ୍ୟ ପ୍ରେରଣା ଦିଅନ୍ତି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଦିଶାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ଦିଶାଙ୍କର ପ୍ରଥମ ବଲିଉଡ ଫିଲ୍ମ ହେଉଛି ‘ଏମ ଏସ ଧୋନୀ’ । ଏହି ଫିଲ୍ମ ପରେ ଦିଶା ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଫିଲ୍ମ ‘ଭାରତ’ ପରେ ଦିଶା ବହୁତ ଶୀଘ୍ର ସଲମାନ ଖାନଙ୍କ ଆସୁଥିବା ଫିଲ୍ମ ‘ରାଧେ’ରେ ନଜର ଆସିବେ ।

ଏହି ଫିଲ୍ମ ବ୍ଯତୀତ ଦିଶା ଆଗାମୀ ସମୟରେ ମୋହିତ ସୂରୀଙ୍କ ଫିଲ୍ମ ‘ଏକ ଭିଲେନ ୨’ ରେ ମଧ୍ୟ ନଜର ଆସିବେ । ଦିଶା ହେଉଛନ୍ତି ଜଣେ ଏପରି ଅଭିନେତ୍ରୀ ଯିଏ ବହୁତ କମ ସମୟ ମଧ୍ୟରେ ବଲିଉଡରେ ସଫଳତା ପାଇଛନ୍ତି । ତାଙ୍କର ହଟ୍ ଲୁକ୍ ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ତା ହେଲେ ବନ୍ଧୁଗଣ ଦିଶାଙ୍କର ଏହି ୱାର୍କଆଉଟ ଭିଡିଓର ଫଟୋ ଆପଣ ମାନଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *