ଉଚ୍ଚତାରେ ହୀରୋ ମାନଙ୍କୁ ବି ପଛରେ ଛାଡି ଦିଅନ୍ତି Bollywood ର ଏହି 5 ଜଣ ଅଭିନେତ୍ରୀ, ନମ୍ବର 5 ଙ୍କ ହୀରୋ କୁ ତ ଟୁଲ ବ୍ୟବହାର କରିବାକୁ ପଡିଥିଲା  

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବଲିଉଡ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବଲିଉଡର କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜ ଉଛତା ପାଇଁ ମଧ୍ୟ ବହୁତ ଲାଇମ ଲାଇଟରେ ରୁହନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ସମସ୍ତ ଡେଙ୍ଗି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସୁସ୍ମିତା ସେନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ସୁସ୍ମିତା ସେନ । ବନ୍ଧୁଗଣ ଆପଣ ମାନେ ସାମସ୍ତେ ସୁସ୍ମିତାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ସୁସ୍ମିତା ନିଜ ସୁନ୍ଦରତା ଓ ନିଜ ଲୁକ୍ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ସୁସ୍ମିତା ମଧ୍ୟ ବଲିଉଡର ଅଧିକ ଉଛତା ବିଶିଷ୍ଟ ଅଭିନେତ୍ରୀଙ୍କ ମଧ୍ୟରେ ରହିଛନ୍ତି । ତାଙ୍କର ଉଛତା ହେଉଛି ୫ ଫୁଟ ୭ ଇଞ୍ଚ ।

କାଟ୍ରିନା କେଆଫ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ କାଟ୍ରିନା କେଆଫ । ବନ୍ଧୁଗଣ କାଟ୍ରିନା ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସୋସିଆଲ ମିଡିଆରେ କାଟ୍ରିନାଙ୍କ ଫ୍ୟାନ୍ସ ଫାଲୋଇଙ୍ଗ ବହୁତ ଅଧିକ ରହିଛି । ବନ୍ଧୁଗଣ କାଟ୍ରିନା ବହୁତ ସୁନ୍ଦର ହେବା ସହିତ ଅଧିକ ଉଛତା ମଧ୍ୟ ରଖିଛନ୍ତି । ତାଙ୍କର ଉଛତା ହେଉଛି ୫ ଫୁଟ ୭ ଇଞ୍ଚ । ଏହି କିଛି ଦିନ ହେବ କାଟ୍ରିନା ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ଅନୁସ୍କା ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଅନୁସ୍କା ଶର୍ମା । ବନ୍ଧୁଗଣ ଅନୁସ୍କା ବହୁତ ଶୀଘ୍ର ବଲିଉଡରେ ସଫଳତା ପାଇଛନ୍ତି ଓ ସେ ନିଜ ପ୍ରେଗ୍ନେନ୍ସି ପାଇଁ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ବନ୍ଧୁଗଣ ଅନୁସ୍କାଙ୍କର ଉଛତା ମଧ୍ୟ ବହୁତ ଅଧିକ ରହିଛି, ଅନୁସ୍କାଙ୍କର ଉଛତା ହେଉଛି ୫ ଫୁଟ ୬ ଇଞ୍ଚ ।


ଦୀପିକା ପାଦୁକୋନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଦୀପିକା ପାଦୁକୋନ । ବନ୍ଧୁଗଣ ଦୀପିକା ଉଭୟ ବଲିଉଡ ଓ ହଲିଉଡରେ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଦୀପିକା ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଦୀପିକା ମଧ୍ୟ ଅଧିକ ଉଛତା ବିଶିଷ୍ଟ ଅଭିନେତ୍ରୀଙ୍କ ମଧ୍ୟରେ ଆସିଥାନ୍ତି । ଦୀପିକାଙ୍କର ଉଛତା ହେଉଛି ୫ ଫୁଟ ୭ ଇଞ୍ଚ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ସମସ୍ତ ଅଭିନେତ୍ରୀ ଭଲ ଲାଗନ୍ତି ତା ହେଲେ ଆମ ପୋଷ୍ଟକୁ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ ।

ବୋଲ୍ଡ- ଉଚ୍ଚତା ମାମଲାରେ ପୂର୍ବତନ ମିସ୍ ୱାର୍ଲ୍ଡ ବୋଲ୍ଡ ଏହି ସବୁ ଅଭିନେତ୍ରୀଙ୍କ ଠାରୁ ଆଗରେ ଅଛନ୍ତି । ବଲିଉଡରେ ତାଙ୍କର ପ୍ରଥମ ଡେବ୍ୟୁ ଥିଲା ‘ପ୍ୟାସା’ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବୋଲ୍ଡଙ୍କ ଉଚ୍ଚତା 6 ଫୁଟ 1 ଇଞ୍ଚ ଅଟେ । ଫିଲ୍ମ ରେ ତାଙ୍କର ଅସଫଳତା ର କାରଣ ତାଙ୍କର ଉଚ୍ଚତା ହିଁ ଅଟେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *