ନିଜ ଠାରୁ 38 ବର୍ଷ ସାନ ଏହି Actress ଙ୍କ ସହିତ ଇଣ୍ଟିମେଟ ହେଲେ ଅନୁ କପୂର, Actress ଜଣକ କହିଲେ ମୁଁ କିଛି ବି ପିନ୍ଧି ନଥିଲି, ମୋ ପିଠିରେ…

ବନ୍ଧୁଆନ ଆପଣ ମାନେ ସମସ୍ତେ ଏକତା କପୁରଙ୍କୁ ନିଶ୍ଚୟ ଜାଣିଥିବେ ସେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ବହୁତ ଗୁଡିଏ ସିରିଏଲ ଦେଇଛନ୍ତି । ତାଙ୍କର ସମସ୍ତ ସିରିଏଲ ବର୍ତ୍ତମାନ ମଧ୍ୟ ବହୁତ ଲୋକପ୍ରିୟତ ହାସିଲ କରୁଛି  । ଅନ୍ୟ ପକ୍ଷରେ ତାଙ୍କ ୱେବ ସିରିଜ ମଧ୍ୟ ବହୁତ ଚର୍ଚାରେ ରହୁଛି । ସେ ଗୋଟେ ପରେ ଗୋଟେ ୱେବ ସିରିଜ ଆଣୁଛନ୍ତି । ସେ ଏହି କିଛି ଦିନ ହେବ ନିଜ ୱେବ ସିରିଜ ‘ପୌରସପୁର’କୁ ନେଇ ବହୁତ ଚର୍ଚାରେ ରହୁଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ୱେବ ସିରିଜ ବିଷୟରେ ଓ ଏଥିରେ ଅଭିନୟ କରିଥିବା କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ଏହି କିଛି ଦିନ ହେବ ଏହି ୱେବ ସିରିଜିଟି ରିଲିଜ ହୋଇଛି, ଯାହା ବର୍ତ୍ତମାନ ବହୁତ ଚର୍ଚାରେ ରହିଛି । ଏହି ୱେବ ସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଅନୁ କପୁର ଓ ଅଭିନେତ୍ରୀ ଅସ୍ମିତା ଭକସି । ଅସ୍ମିତା ଏହି ୱେବ ସିରିଜରେ ରାଣୀ ଉମଙ୍ଗଲତା ନାମକ ଭୂମିକାର ଅଭିନୟ କରିଛନ୍ତି । ଅନ୍ୟ ପକ୍ଷରେ ଅନୁ ଏକ ବୋଲ୍ଡଏଡିକ୍ଟ ରାଜାର ଭୂମିକା ପଦର୍ଶନ କରିଛନ୍ତି । ତାଙ୍କର ଏହି ଭୂମିକାର ନାମ ହେଉଛି ଭଦ୍ର ପ୍ରତାପ ।

ଏହି ୱେ ସିରିଜର ପ୍ରଥମ ଭାଗରେ ଅନୁ ଓ ଅସ୍ମିତାଙ୍କର ବୋଲ୍ଡ ସିନ୍ସ ଦେଖାଯାଇଛି । ଦର୍ଶକ ମାନେ ଏହି ୱେବ ସିରିଜକୁ ବହୁତ ଏଞ୍ଜଏ କରୁଛନ୍ତି ଓ ଏହି ୱେବ ସିରିଜ ବର୍ତ୍ତମାନ ବହୁତ ଚର୍ଚାରେ ମଧ୍ୟ ରହିଛି । ଏହି ବୋଲ୍ଡ ସିନ୍ସକୁ ନେଇ ଅସ୍ମିତା ଏକ ଇଣ୍ଟର୍ବ୍ୟୁ ମାଧ୍ୟମରେ କହିଛନ୍ତି ଯେ, ଅନୁ କପୁର ଏହି ସିନ୍ସକୁ ବହୁତ ଆରମ ଦାୟକ ବନେଇଛନ୍ତି । ତାଙ୍କ ମୁତାବକ ଏହା ଏକ ସିନ୍ସ ନୁହେଁ ଏହା ଥିଲା ଏକ ଲଭମେକିଙ୍ଗ । ଏହା ଥିଲା ଭଦ୍ର ପ୍ରତାପ ଓ ଉମଙ୍ଗଲତାଙ୍କର ପ୍ରଥମସେ -କ୍ସରାତି ।


ଏହା ସହିତ ଅସ୍ମିତା କହିଥିଲେ ଯେ, ଏହି ୱେବ ସିରିଜର ଏକ ସିନରେ ତାଙ୍କ ପିଠି ଉପରେ ଗରମ ମହମ ଢଳା ଯାଉଥିଲା ସେତେବେଳେ ସେ କିଛି ବି ପିନ୍ଧି ନଥିଲେ, ସେହି ସିନ୍ସଟି ତାଙ୍କ ପାଇଁ ବହୁତ କଷ୍ଟଦାୟକ ହୋଇଥିଲା । ଅସ୍ମିତା କହିଥିଲେ ଯେ, ଏହି ୱେବ ସିରିଜର ଟ୍ରେଲର ତାଙ୍କ ପିତା ମଧ୍ୟ ଦେଖିଥିଲେ ଓ ତାଙ୍କୁ ବହୁତ ଅଧିକ ପସନ୍ଦ ମଧ୍ୟ ଆସିଥିଲା । ଅସ୍ମିତାଙ୍କ ମତରେ ତାଙ୍କ ପିତା ଏହି ୱେବ ସିରିଜ ଆସିବାର ଅପେକ୍ଷା ମଧ୍ୟ କରିଥିଲେ । ତାଙ୍କ ପିତା ଅସ୍ମିତାଙ୍କର ଏହି ବୋଲ୍ଟ ଭୂମିକା ପାଇଁ ଆପତ୍ତି କରିନଥିଲେ ।

ବନ୍ଧୁଗଣ ଏହି ୱେବ ସିରିଜର ଅନୁ ଓ ଅସ୍ମିତା କିଛି ବୋଲ୍ଡ ସିନ୍ସ ଦେଇ ବହୁତ ଚର୍ଚାରେ ରହୁଛନ୍ତି । ବର୍ତ୍ତମାନ ଏହି ୱେବ ସିରିଜକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି । ଅସ୍ମିତାଙ୍କ ବୋଲ୍ଡ ଲୁକ୍ କୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *