ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଓ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ବଲିଉଡ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ପାଇଁ ବହୁତ କିଛି କରିଥାନ୍ତି । ଏହାର କାରଣ ହେଉଛି ସେମାନେ ଯେପରି ବଲିଉଡ ଫିଲ୍ମରେ ଲୋକପ୍ରିୟତା ହାସଲ କରିପାରିବେ । ବଲିଉଡରେ ସଫଳତା ପାଇବା ପାଇଁ ଅଭିନେତ୍ରୀ ମାନେ ବହୁତ କିଛି କରିଥାନ୍ତି । ହେଲେ ବନ୍ଧୁଗଣ ବଲିଉଡରେ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡରେ ବୋଲ୍ଟସିନ୍ସ ଦେଇ ସଫଳତା ପାଇଛନ୍ତି ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ସେହି ସମସ୍ତ ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ ଯେଉଁ ମାନେ କେବଳ ନିଜର ବୋଲ୍ଡ ସୀନ ପାଇଁ ହିଁ ସଫଳତା ପାଇଛନ୍ତି ।
ସର୍ଲିନ ଚୋପଡା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସର୍ଲିନ ଚୋପଡା । ସର୍ଲିନ ସାଧାରଣତ ବୋଲ୍ଟ ସିନ୍ସ ପାଇଁ ବଲିଉଡରେ ପରିଚିତ ଅଛନ୍ତି । ସର୍ଲିନ କେବେହେଲେ ବଲିଉଡ ଫିଲ୍ମରେ ବୋଲ୍ଟ ସିନ୍ସ ଦେବାରେ ଆପତ୍ତି ଯତାଇ ନଥାନ୍ତି । ଫିଲ୍ମ କାମସୁତ୍ରରେ କାମ କରି ସର୍ଲିନ ବୋଲ୍ଟ ସିନ୍ସର ସମସ୍ତ ସୀମାକୁ ପାର କରିଦେଇଥିଲେ । ଏତେ ବୋଲ୍ଟ କଣ୍ଟେଣ୍ଟ ଥାଇ ମଧ୍ୟ ଏହି ଫିଲ୍ମଟି ଅଧିକ ସଫଳତା ହାସଲ କରିପାରି ନଥିଲା ।
ସନି ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ସନି ଲିଓନି । ସାଧାରଣତଃ ସନିଙ୍କୁ ତାଙ୍କ ସେକ୍ସି ଫିଗର ଓ ବୋଲ୍ଟ ସିନ୍ସ ପାଇଁ ଫିଲ୍ମରେ ନିଆଯାଇଥାଏ । ସନି ନିଜ ବୋଲ୍ଟ ସିନ୍ସ ଓ ସେକ୍ସି ଅବତାର ପାଇଁ ଆଜି ବଲିଉଡରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ପୁନମ ପାଣ୍ଡେ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ପୁନମ ପାଣ୍ଡେ । ପୁନମ ବହୁତ କମ ଫିଲ୍ମରେ କାମ କରିଛନ୍ତି । ପୁନମ ଏକ ଭଲ ଅଭିନେତ୍ରୀ ହୋଇନଥିଲେ ମଧ୍ୟ ତାଙ୍କୁ କେବଳ ବୋଲ୍ଟସିନ୍ସ ପାଇଁ ଫିଲ୍ମରେ ନିଆ ଯାଉଛି । ହେଲେ ବନ୍ଧୁଗଣ ପୁନମ ନିଜର ବୋଲ୍ଟ ଫଟୋ ଓ ଭିଡିଓ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।
ରାଧିକା ଆପ୍ତେ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରାଧିକା ଆପ୍ତେ । ରାଧିକା ଆପ୍ତେ ବଲିଉଡର ବହୁତ ଫିଲ୍ମରେ କାମ କରିଥିଲେ ମଧ୍ୟ ତାଙ୍କୁ କେବେଳ ନିଜର ବୋଲ୍ଟ ଲୁକ୍ ପାଇଁ ଫିଲ୍ମରେ କାମ ମିଳୁଛି । ରାଧିକା ଫିଲ୍ମ ‘ପାର୍ଚଡ’ରେ ନ୍ୟୁଡ ସିନ୍ସ ମଧ୍ୟ ଦେଇଛନ୍ତି । ଯାହା ଫଳରେ ଏହି ଫିଲ୍ମଟି ବହୁତ ସମସ୍ଯାର ସମ୍ମୁଖୀନ ହୋଇଥିଲା । ଏହି ଫିଲ୍ମରେ ରାଧିକାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ନେହା ଧୂପିଆ- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ନେହା ଧୂପିଆ । ବଲିଉଡରେ ନେହା ଜୁଲି ଓ ସୀସା ପରି ବୋଲ୍ଟ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସିଲ କରିଛନ୍ତି । ଏହି ଫିଲ୍ମରେ ବହୁତ ବୋଲ୍ଟ ସିନ୍ସ ଦେବା ପରେ ମଧ୍ୟ ନେହା ଅଧିକ ସଫଳତା ହାସିଲ କରିପାରିଲେ ନାହିଁ । ନେହାଙ୍କୁ କେବଳ ବୋଲ୍ଟ ସିନ୍ସ କରିବା ପାଇଁ ବଲିଉଡରେ ଫିଲ୍ମ ଦିଆଯାଇଥାଏ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ