ବଲିଉଡର ଏହି ୪ ଜଣ ଅଭିନେତ୍ରୀଙ୍କ ପାଖରେ ଅଛି ନିଜର ପ୍ରାଇଭେଟ ଜେଟ, 4 ନମ୍ବର ର ନାମ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ସବୁ ମଣିଷ ଧନୀ ହେବା ପାଇଁ ଇଛା କରିଥାଏ । ଯାହାଫଳରେ ସେ ନିଜ ପରିବାରର ସମସ୍ତ ଇଛାକୁ ପୂରଣ କରିପାରିବ । ହେଲେ ଯେକୌଣସି ଜିନିଷକୁ ପାଇବାକୁ ହେଲେ କଷ୍ଟ କରିବା ପାଇଁ ପଡିଥାଏ । ଏମିତି ବହୁତ କମ ଲୋକ ଥାନ୍ତି ଯେଉଁମାନେ ବିନା କଷ୍ଟରେ ନାମ ଓ ଟଙ୍କା ଅର୍ଜନ କରିଥାନ୍ତି । ଏହି ଲୋକମାନଙ୍କ ଭାଗ୍ୟ ସେମାନଙ୍କ ସହାୟତା କରିଥାଏ । ସେହି ଦ୍ରୁଷ୍ଟିରୁ ଦେଖିବାକୁ ହେଲେ ଗ୍ଲାମର ଇଣ୍ଡଷ୍ଟ୍ରି ଏମିତି ଏକ ଇଣ୍ଡଷ୍ଟ୍ରି ଅଟେ ଯେଉଁଠି ବହୁତ କଷ୍ଟ କରିବାକୁ ପଡିଥାଏ ।

ବଲିଉଡରେ ଏମିତି କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ କଷ୍ଟ ଓ ସଂଘର୍ଷ କରିବା ପରେ ସଫଳତା ପାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁ ମାନଙ୍କ ପାଖରେ ପ୍ରାଇଭେଟ ଜେଟ ଅଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୨. ଶିଲ୍ପା ସେଟି

ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିଲ୍ପା ସେଟିଙ୍କୁ ନିଶ୍ଚୟ ଜାଣିଥିବେ । ଶିଲ୍ପା ୨୦୦୯ରେ ବିଜନେସ ମ୍ୟାନ ରାଜ କୁନ୍ଦରାଙ୍କ ସହ ବିବାହ କରିଥିଲେ । ରାଜା କୁନ୍ଦରା ଏକ ସଫଳ ଓ ଧନୀ ବିଜନେସ ମ୍ୟାନ ଅଟନ୍ତି । ରାଜ କୁନ୍ଦରାଙ୍କ ସହ ବିବାହ କରିବା ପରେ ଶିଲ୍ପା ବଲିଉଡର ସବୁଠାରୁ ଧନୀ ଅଭିନେତ୍ରୀ ହୋଇଯାଇଛନ୍ତି । ଆଜି ଶିଲ୍ପା ଏକ ପ୍ରାଇଭେଟ ଜେଟର ମାଲିକ ମଧ୍ୟ ଅଛନ୍ତି ।

୨. ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡା ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ଶେ ଉଭୟ ବଲିଉଡ ଓ ହଲିଉଡରେ କାମ କରୁଛନ୍ତି । ପ୍ରିୟଙ୍କା ଭାରତର ସବୁଠାର ଲୋକପ୍ରିୟ ଅଭିନେତ୍ରୀ ଭାବେ ପରିଚିତ । ପ୍ରିୟଙ୍କା ନିଜ କଷ୍ଟ ଦ୍ଵାରା ଏହି ସଫଳତାକୁ ହାସଲ କରିଛନ୍ତି ଏବଂ ତାଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ମଧ୍ୟ ଅଛି ।

୩. ଐଶ୍ଵର୍ଯ୍ୟ ରାୟ ବଚନ

ଭାରତର ସୁନ୍ଦର ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚନଙ୍କୁ ଅଥବା କିଏ ନ ଜାଣିଛି । ଐଶ୍ଵର୍ଯ୍ୟ ନିଜ କଷ୍ଟରେ ବଲିଉଡରେ ସଫଳତା ପାଇଥିଲେ ଓ କେତେକ ଫିଲ୍ମ କରିବା ପରେ ସେ ବଲିଉଡ ଅଭିନେତା ଅଭିଷେକ ବଚନଙ୍କ ସହ ବିବାହ କରିଥିଲେ । ଆଜିକା ଦିନରେ ଐଶ୍ଵର୍ଯ୍ୟ ରାୟ ବଚନଙ୍କ ପାଖରେ ଏକ ପ୍ରାଇଭେଟ ଜେଟ ଅଛି ।

୪. ମଲିକା ସେରାବତ

ବଲିଉଡର ଚୁଲବୁଲି ଅଭିନେତ୍ରୀ ମଲିକା ସେରାବତ ବହୁତ କମ ସମୟରେ ସଫଳତା ପାଇଥିଲେ । ବର୍ତ୍ତମାନ ସେ ବଲିଉଡରୁ ଦୂରରେ ଥିଲେ ମଧ୍ୟ ତାଙ୍କର ଲୋକପ୍ରିୟତା ଆଜି ମଧ୍ୟ ଆଗପରି ରହିଛି । ମଲିକାଙ୍କ ପାଖରେ ମଧ୍ୟ ଏକ ପ୍ରାଇଭେଟ ଜେଟ ଅଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *