ଏହି Bollywood heroine ମାନେ ଅଟନ୍ତି ଜଣେ ଅନ୍ୟ ଜଣଙ୍କର କାର୍ବନ କପି, 5 ନମ୍ବର କୁ ଦେଖିଲେ ତ ବିଶ୍ଵାସ କରି ପାରିବେନି

କେବେ କେବେ ଏକା ଭଳିଆ ଚେହେରା ଦେଖିବାକୁ ମିଳିଯାଏ । କୁହାଯାଏ କି ଏକା ଭଳିଆ 7 ଟି ଚେହେରା ଥାଏ । ଆଜ୍ଞା ହଁ, ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମର ବଲିଉଡ ଇଣ୍ଡଷ୍ଟ୍ରି ରେ ଏମିତି ବହୁତ ଚେହେରା ଅଛି ଯିଏ ପରସ୍ପର ସହିତ ବହୁତ ମିଶିଥାଏ । କେବେଳ ଏତିକି ନୁହେଁ ତାଙ୍କର ବ୍ୟାକଷ୍ଟୋରି ବି ବହୁତ ମିଶିଥାଏ । କିଛି ଅଭିନେତ୍ରୀ ଅନ୍ୟ ଅଭିନେତ୍ରୀ ଙ୍କ କ୍ଳୋନ ଭଳି ନଜର ଆସନ୍ତି । ଆଜି ଆମେ ସେହିପରି କିଛି ଅଭିନେତ୍ରୀଙ୍କ ବିଷୟର କହିବୁ ଯାହାଙ୍କୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

କ୍ୟାଟ୍ରିନା କୈଫ ଓ ଜରୀନ ଖାନ

ବୀର ଫିଲ୍ମ ରୁ ଇଣ୍ଡଷ୍ଟ୍ରି ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଜରୀନ ଖାନ କ୍ୟାଟ୍ରିନା କୈଫଙ୍କ ଭଳି ଦେଖା ଯାନ୍ତି । ଫିଲ୍ମ ବୀର ର ପୁରା ବଜ ଜାରୀନ ଖାନ ଙ୍କ ଚେହେରା ଉପରେ ବନା ଯାଇଥିଲା । ଜାରୀନ ବହୁତ ସୁନ୍ଦର ଓ ଆକର୍ଷକ ଅଟନ୍ତି ଓ ତାଙ୍କର ଶାରୀରିକ ଉପସ୍ଥିତି କ୍ୟାଟ୍ରିନା କୈଫଙ୍କ ଠାରୁ ବିଲକୁଲ ଅଲଗା ଅଟେ । ସେମାନଙ୍କ ଚେହେରାରେ କିଛି ସମାନତା ଅଛି ଦୁଇ ଜଣ ଅଭିନେତ୍ରୀଙ୍କ ଫେସ କଟ ଓ ଚିକବୋନ୍ସ ସମାନ ଅଟେ, ଯାହାକୁ ଲୋକ ପ୍ରଥମ ନଜରରେ ଦେଖନ୍ତି । 2 ଜଣ ସଲମାନ ଖାନ ଙ୍କ କାରଣରୁ ନିଜକୁ ଇଣ୍ଡଷ୍ଟ୍ରି ରେ ସ୍ଥାପିତ କରିଛନ୍ତି ।

ଟ୍ଵିଙ୍କଲ ଖାନ୍ନା ଓ ରବୀନା ଟଣ୍ଡନ

ଟ୍ଵିଙ୍କଲ ଖାନ୍ନା ଓ ରବୀନା ଟଣ୍ଡନ ଏକା ଭଳି ନଜର ଆସନ୍ତି । ଏମାଙ୍କ ଚେହେରାର କଟ ଓ ଚିକବୋନ୍ସ ଫଟୋ ରେ ସମାନ ଦେଖା ଯାଇଥାଏ । ଏହି କଥା ଦୁଇ ଜଣଙ୍କ ମଧ୍ୟରେ ହାଇଲାଇଟ କଲା ଭଳି ଅଟେ । ଏହି ଦୁଇ ଜଣଙ୍କ ମଧ୍ୟରେ ଟିକେ ସମ୍ବନ୍ଧ ବି ଅଛି । ଏହି 2 ଜଣ ଅକ୍ଷୟ କୁମାର ଙ୍କୁ ଡେଟ କରିଛନ୍ତି । ଯେଉଁଠି ଟ୍ଵିଙ୍କଲ ଅକ୍ଷୟ କୁମାରଙ୍କୁ ବିବାହ କରିଛନ୍ତି ସେଇଠି ରବୀନା 90 ଦଶକ ରେ ଅକ୍ଷୟ କୁମାର ଙ୍କୁ ନେଇ ଶିଲ୍ପା ସେଟ୍ଟୀଙ୍କ ସହିତ କ୍ୟାଟଫାଇଟ ପାଇଁ ବି ଫେମସ ଥିଲେ । ରବୀଣା ମୋହରାୟ ଦାଵ ଭଳି ଅନେକ ଫିଲ୍ମ ଅକ୍ଷୟା କୁମାରଙ୍କ ସହିତ କରିଛନ୍ତି ।

ସୋନାକ୍ଷୀ ସିହ୍ନା ଓ ରୀନା ରାୟ

ସୋନାକ୍ଷୀ ସିହ୍ନା ଙ୍କୁ ଦେଖିଲେ ତାଙ୍କ ଚେହେରା ବଲିଉଡ ଅଭିନେତ୍ରୀ ରୀନା ରାୟ ଙ୍କ ସହିତ ମିଶି ଯାଇଥାଏ । ଯଦି ଶତ୍ରୁଘ୍ନ ସିହ୍ନା ରୀନା ରାୟ ଙ୍କ ସହିତ ସାମିଲ ନଥାନ୍ତେ ତେବେ ଏହା ଏକ ବଡ ମାମଲା ହୋଇ ନଥାନ୍ତା । ଶତ୍ରୁଘ୍ନ ସିହ୍ନାଙ୍କ ସହିତ ରୀନା ରାୟ ଙ୍କ ସମ୍ବନ୍ଧ ବିଷୟରେ ପୁରା ଇଣ୍ଡଷ୍ଟ୍ରି ଜାଣିଛି । ଏମିତି ସେ ବହୁତ ଇଣ୍ଟରଭ୍ୟୁ ରେ ଏହି କଥା ଶେୟାର କରିଛନ୍ତି । ସୋନାକ୍ଷୀ ସିହ୍ନା ଙ୍କୁ ଦେଖି ଲୋକ ମାନି ନିଅନ୍ତି କି ସେ ରୀନା ରାୟ ଙ୍କର ଝିଅ ଅଟନ୍ତି । ଏହା କେବଳ ମନଗଢା କାହାଣୀ ହୋଇଥିଲେ ମଧ୍ୟ ଏମାନଙ୍କ ଶାରୀରିକ ଗଠନର ସମାନତା ଦେଖି ଆଶ୍ଚର୍ଯ୍ୟ ଲାଗେ ।

ଶ୍ରୀଦେବୀ ଓ ଦିବ୍ୟା ଭାରତୀ

ଶ୍ରୀ ଦେବୀ ଇଣ୍ଡଷ୍ଟ୍ରି ର ପ୍ରଥମ ମହିଳା ସୁପର ଷ୍ଟାର ଥିଲେ ଓ ସେ ନିଜର ସୁନ୍ଦର ଚେହେରା ଓ କ୍ୟୁଟ୍ଣେସ ପାଇଁ ଫେମସ ଥିଲେ । ଦିବ୍ୟା ଭାରତୀ ବଲିଉଡ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କଲେ । କିଛି ହିଟ ଫିଲ୍ମ ଦେଲେ କିନ୍ତୁ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଗଲା । ଏମାନଙ୍କ ଶାରୀରିକ ଗଠନ ଅଲଗା ହୋଇପାରେ କିନ୍ତୁ 2 ଜଣଙ୍କର ଚମକଦାର ଆଖି ଓ କାମୁକ ଓଠ ଥିଲା । କିଛି ଫଟୋରେ ତ ଏମାନେ ଏକା ଭଳି ନଜର ଆସନ୍ତି ।

ଐଶ୍ଵର୍ୟା ରାୟ ବଚ୍ଚନ ଓ ସ୍ନେହା ଉଲ୍ଲାଲ

ଅଭିନେତ୍ରୀ ଐଶ୍ଵର୍ୟା ରାୟ ବଚ୍ଚନ ଓ ସ୍ନେହା ଉଲ୍ଲାଲ ଯାଆଁଳା ଭଉଣୀଙ୍କ ପରି ଦେଖା ଯାନ୍ତି । ଅଧିକାଂଶ ଅଭିନେତ୍ରୀ ନିଜ ଓଠ ଓ ଚେହେରା ରେ ଅଲଗା ଦେଖା ଯାଆନ୍ତି କିନ୍ତୁ ସ୍ନେହା ଉଲଲାଲ ଙ୍କ ଆଖି, ଚିକବୋନ୍ସ ଓ ପୁରା ଉପର କଟିଂ ଐଶ୍ଵର୍ୟା ରାୟ ବଚ୍ଚନ ଙ୍କ ସହିତ ମିଶିଥାଏ । ଆଶ୍ଚର୍ଯ୍ୟ ଜନକ କଥା ହେଲା ଦୁଇ ଜଣ ଅଲଗା ହୋଇ ମଧ୍ୟ ଫଟୋରେ ଏକା ଭଳି କିପରି ନଜର ଆସନ୍ତି । ସେମାନଙ୍କ ମଧ୍ୟରେ ଗୋଟିଏ କନେକ୍ସନ ମଧ୍ୟ ଅଛି ତାହା ହେଉଛନ୍ତି ସଲମାନ ଖାନ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *