ଫେସବୁକ ରେ ୩ ହଜାର ଝିଅଙ୍କୁ ଫସାଇଛି ଏହି ରିକ୍ସାବାଲା, କାରନାମା ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ଏମିତି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପଲଟୁଛି । ଏହିସବୁ ମାମଲା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଦେଶର ବିଭିନ୍ନ ସ୍ଥାନରେ ଏହି ସବୁ ମାମଲା ଘଟି ଆସୁଛି । ଆପଣମାନେ କେବେ ଏହି ମାମଲା ବିଷୟରେ ଚିନ୍ତା ମଧ୍ୟ କରିନଥିବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ମାମଲା ବିଷୟରେ କହିବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ଏହି ମାମଲାଟି ଆସିଛି ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲାରୁ । ଏହି ମାମଲାଟି ହେଉଛି ଜଣେ ୫୨ ବର୍ଷର ରିକ୍ସା ଚାଳକ ଫେସବୁକ୍ ମାଧ୍ୟମରେ ହଜାର ହଜାର ଝିଅଙ୍କୁ ଫସେଇଛି । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସାମାନ୍ୟ ଏହି ରିକ୍ସା ଚାଳକ ବହୁତ ସୁନ୍ଦର ସୁନ୍ଦର ଝିଅ ମାନଙ୍କୁ ଫେସବୁକ ମାଧ୍ୟମରେ ନିଜ ଜାଲରେ ଫସେଇଛି । ଜାଭେଦ ନାମକ ଏହି ରିକ୍ସା ଚାଳକ ପୋଲିସ ହାତରେ ଧରା ପଡିବା ପରେ ଏପରି କାରନାମା ଉପରେ ଖୁଲାସା କରିଛି ।

ପ୍ରକୃତରେ ଜାଭେଦ ନିଜ ଫେସବୁକ୍ ଆକାଉଣ୍ଟରେ ଆଇପିଏସ ନୁରୁଲ ହସେନଙ୍କର ଫଟୋ ରଖିଥିଲା । ଏହା ଦ୍ଵାରା ୩୦୦୦୦ରୁ ଅଧିକ ମହିଳା ତଥା ନାବାଳିକା ମାନେ ମଧ୍ୟ ତାକୁ ଫ୍ରେଣ୍ଡ ରିକ୍ଵେଷ୍ଟ ପଠାଇ ଥିଲେ । ଏହାପରେ ରିକ୍ସା ବାଲା ସେହି ଝିଅ ମାନଙ୍କ ସହ ଖୁବ ଚାଟିଙ୍ଗ କରିଥିଲା ଓ ଅନେକ ଝିଅଙ୍କୁ ପ୍ରେମ ଜାଲରେ ଫସେଇବାରେ ମଧ୍ୟ ସଫଳ ହୋଇଥିଲା ।

ହେଲେ ପୋଲିସ ହାତରେ ଧରା ପଡିବା ପରେ ଇଜତ ନଗର ଥାନାରେ ସେ ସବୁ ସତ କଥା କହିଥିଲା । ନିଜ ଫେସବୁକରେ ପ୍ରଥମେ ୫୦୦ ଜଣ ସାଙ୍ଗ ଥିଲେ, ହେଲେ ନୁରୁଲ ହସେନଙ୍କ ଫଟୋ ଦେବା ପରେ ତାର ଫ୍ରେଣ୍ଡ ଲିଷ୍ଟ ୫୦୦ ରୁ ୫୦୦୦ ହୋଇଗଲା । ଦେଶର ସମସ୍ତ ସ୍ଥାନରୁ ତା ପାଇଁ ବିବାହ ପ୍ରସ୍ତାବ ଆସିଥିଲା । ଏହି ୫୨ ବର୍ଷୀୟ ଜାଭେଦଙ୍କ ଘରେ ନିଜ ପତ୍ନୀ ଓ ଏକ ପୁଅ ମଧ୍ୟ ଅଛନ୍ତି ।

ନିଜ ସ୍ଵାମୀର ଏହିପରି କାରନାମାକୁ ଦେଖି ପତ୍ନୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା । କ୍ରୋଧରେ ଆସି ପତ୍ନୀ ଜାଭେଦଙ୍କର ଫୋନକୁ ଭାଙ୍ଗିଦେଇଥିଲା । ହେଲେ ଅଭ୍ଯାସ ହୋଇଯିବାରୁ ଜାଭେଦ ସେହି ଝିଅ ମାନଙ୍କ ସହ ପ୍ରତିଦିନ ଚାଟିଙ୍ଗ କରିବାକୁ ଲାଗିଥିଲା । ୫୨ ବର୍ଷ ଜାଭେଦ ୧୦ମ ଫେଲ ହୋଇଥିଲେ ମଧ୍ୟ କିଛି କିଛି ଇଂରାଜୀ ଜାଣିଥିଲା ।

ପୋଲିସ ଯେତେବେଳେ ଜାଭେଦର ଫେସବୁକ ଚାଟିଙ୍ଗ ଦେଖିଲା ସେତେବେଳେ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । କାରଣ ଅନେକ ଝିଅଙ୍କୁ ସେ ବିବାହ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲା । ଏହି ମାମଲା ବିଷୟରେ ଜାଣିବା ପରେ ପୋଲିସ ରିକ୍ସା ବାଲାକୁ ଜେଲ ପଠାଇ ଦେଇଛି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *