ସବୁଠୁ ଅଧିକ ସୁନ୍ଦର ଆଉ ବୋଲ୍ଡ ନଜର ଆସନ୍ତି TV ର ଏହି 5 ଜଣ Actress, ଯାହାଙ୍କ ଆଗରେ Bollywood ହିରୋଇନ ବି ଲାଗନ୍ତି ଫିକା

ବନ୍ଧୁଗଣ ଆମେ ଛୋଟ ପରଦା ରେ ଥିବା ଅଭିନେତ୍ରୀଙ୍କୁ ସବୁବେଳେ ସଂସ୍କାରୀ ରୂପେ ଦେଖିଥାଉ । ଶାଶୂ ବୋହୂ ର ଅଭିନୟ ହେଉ କିମ୍ବା ରୋମାଣ୍ଟିକ ଲଭ ଷ୍ଟୋରୀ ହେଉ ଏମନେ ସବୁବେଳେ ଶାନ୍ତ ରୂପୀ ସୁଶୀଳ ହୋଇଥାନ୍ତି ତେଣୁ ଆମେମାନେ ନିଜ ମନ ରେ ତାଙ୍କୁ ଏହିପରି ଭାବି ନେଇଥାଉ । ହେଲେ ସେ ତାଙ୍କର ନିଜ ଜୀବନ ରେ ଏହା ଠାରୁ ବହୁତ ଅଲଗା ଅଟନ୍ତି । ତେବେ ଆସନ୍ତୁ ଜାଣିବା ଏମିତି କିଛି ଅଭିନେତ୍ରୀଙ୍କ ବିଷୟ ରେ ଯିଏ କି ନିଜ ରିଅଲ ଲାଇଫ ରେ ବହୁତ ବୋଲ୍ଡ ଆଉ ସୁନ୍ଦର ଅଟନ୍ତି ଯାହାଙ୍କ ଆଗରେ ବଲିଉଡ ର ଅଭିନେତ୍ରୀ ମନେ ମଧ୍ୟ ଫିକା ପଡିଯିବେ…

1. ସାରା ଖାଁନ: 2007 ରେ ମିସ ଭୋପାଳ ର ଉପାଧି ପାଇଲା ପରେ ପ୍ରସିଦ୍ଧ ଧାରାବାହିକ “ସପନା ବାବୁଲ କା ବିଦାଇ” ରୁ ଏହି ଅଭିନେତ୍ରୀ ଛୋଟ ପରଦା ରେ ନିଜ କ୍ୟାରିୟର ର ଆରମ୍ଭ କରିଥିଲେ। ଏହା ଛଡା କଲର୍ସ ଟିଭିଆର ପ୍ରସିଦ୍ଧ ଧାରାବାହିକ “ଶକ୍ତି ଅସ୍ଥିତ୍ଵ କି ଏହେଶାସ” ରେ ମୋହେନି ଚରିତ୍ର ରେ ସେ ଲୋକମାନଙ୍କୁ ଖୁବ ପସନ୍ଦ ଆସିଛନ୍ତି ।

ହେଲେ ଏହି ଅଭିନେତ୍ରୀ ଫେମସ ହେବା ପାଇଁ ଅନେକ ୱେବ ସିରିଜ ରେ ନିଜ କୋ ଷ୍ଟାର ଙ୍କ ସହ ଅନେକ ବୋଲ୍ଡ ସୀନ ମଧ୍ୟ କରିଛନ୍ତି । ଏହା ଛଡା ତାଙ୍କର ସୁନ୍ଦରତା ର ପରିଚୟ ତାଙ୍କର instagram ରେ ମଧ୍ୟ ଦେଖିବାକୁ ମିଳେ।

2. ନିୟା ଶର୍ମା:

ନିୟା ଶର୍ମା “ଏକ ହଜାରୋ ମେ ମେରୀ ବେହେନା ହେ” ଦ୍ୱାରା T.V ରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ସହ ନିୟା ଭାରତର ପ୍ରଥମ ଅଭିନେତ୍ରୀ ଅଟନ୍ତି ଯିଏ କି କ୍ୟାନ୍ସର ରୋଗୀ ର ଅଭିନୟ କରିବାପାଇଁ ନିଜର ମୁଣ୍ଡନ ମଧ୍ୟ କରାଇଥିଲେ। instagram ରେ ତାଙ୍କ ଫୋଟୋ ଦେଖି କେହି ମଧ୍ୟ ତାଙ୍କୁ ଷ୍ଟାଇଲ କୁଇନ କହିବାକୁ ମନା କରିବେ ନାହିଁ ।

3. ମୌନି ରଏ:

“କ୍ୟୁକି ସାସ ଭି କଭି ବହୁ ଥି” ଧାରାବାହିକ ରୁ ନିଜ କ୍ୟାରିୟର ର ଆରମ୍ଭ କରି ଫେମସ ଧାରାବାହିକ “ନାଗିନ” ରେ ନାଗିନ ରୂପରେ ସେ ଲୋକଙ୍କର ମନରେ ନିଜ ପାଇଁ ଏକ ଖାସ ଜାଗା ବନେଇଛନ୍ତି । ମୌନି ଏପରି ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଯିଏ କି ଛୋଟ ଡ୍ରେସ ପିନ୍ଧିବା କିମ୍ବା ବିକିଣି ଫଟୋ ସେଆର କରିବାରେ ଜମା ହେଲେ ଲାଜ କରନ୍ତି ନାହିଁ ଓ ଏହି ବେଶ ରେ ସେ ବହୁତ ସୁନ୍ଦର ମଧ୍ୟ ଲାଗିଥାନ୍ତି । ଏହା ଛଡା ତାଙ୍କର instagram ରେ 1 କୋଟି ରୁ ଅଧିକ ଫଲୋଅର୍ସ ମଧ୍ୟ ଅଛନ୍ତି।

4. ସୋନାରୀକା ଭୌଦୋରିଆ:

ଛୋଟ ପରଦା ରେ ମାତା ପାର୍ବତୀଙ୍କର ଅଭିନୟ କରୁଥିବା ଏହି ଅଭିନେତ୍ରୀ ମଝିରେ ନିଜର instagram ରେ ଗୋଟେ ବିକିନୀ ର ଫୋଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ସେ ମଧ୍ୟ ଦେଖିବାକୁ ବହୁତ ବୋଲ୍ଡ ଅଟନ୍ତି ଯାହାଙ୍କ ଆଗରେ ବଲିଉଡ ଅଭିନେତ୍ରୀ ବି ଫିକା ପଡିଯିବେ ।

5. କବିତା କୌଶିକ:

ଏମିତି ତ ଅଜିନେତ୍ରୀ କବିତା କୌଶିକ ଅନେକ ଧାରାବାହିକ ରେ କାମ କରିସାରିଛନ୍ତି ହେଲେ ସେ ଫେମସ ହୋଇଥିଲେ Sab T.V ର ଧାରାବାହିକ F.I.R ରୁ । ଯେଉଁଥିରେ ସେ ଲେଡି ପୋଲିସ ହିସାବ ରେ ଅନେକ ଲୋକଙ୍କୁ ପସନ୍ଦ ଆସିଛନ୍ତି । ଏହି ଅଭିନେତ୍ରୀ ପ୍ରାୟତଃ ନିଜ instagram ରେ ନିଜର ବୋଲ୍ଡ ଫଟୋ ସେୟାର କରିଥାନ୍ତି।

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *