Silpa Shetty ଓ Rani Mukerji ସମେତ Bollywood ର ହିରୋଇନ ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ସଉତୁଣୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନଙ୍କ ସ୍ଵାମୀ ତାଙ୍କ ସହ ବିବାହ କରିବା ପୂର୍ବରୁ ଅନ୍ୟ ମହିଳା ସହ ବିବାହ କରିଛନ୍ତି । ଆଜିଆମେ ଆପଣ ମାନଙ୍କୁ ବଲିଉଡର କିଛି ଦିଗଜ ଅଭିନେତ୍ରୀ ମାନଙ୍କ ସଉତୁଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ନୀଲମ କୋଠାରି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ନୀଲମ କୋଠାରି । ନୀଲମ ବଲିଉଡ ଅଭିନେତା ସମୀର ସୋନିଙ୍କ ସହ ବିବାହ କରିଛନ୍ତି । ନୀଲମଙ୍କୁ ପୂର୍ବରୁ ସମୀର ବଲିଉଡ ମଡେଲ ମହାଲକ୍ଷ୍ମୀଙ୍କ ସହ ବିବାହ କରିଥିଲେ । ହେଲେ ମାତ୍ର 10 ମାସ ପରେ ଏହି ଦୁଇଜଣଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ମହାଲକ୍ଷ୍ମୀ ଓ ନୀଲମ ପରସ୍ପରକୁ ପସନ୍ଦ କରନ୍ତି ନାହିଁ । ବର୍ତ୍ତମାନ ନୀଲମ ନିଜ ସ୍ଵାମୀ ସମୀରଙ୍କ ସହ ବହୁତ ଖୁସିରେ ରହୁଛନ୍ତି ।

କରିସ୍ମା କପୁର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କରିସ୍ମା କପୁର । କରିସ୍ମା ହେଉଛନ୍ତି ଏକ ପ୍ରସିଦ୍ଧ ଅଭିନେତ୍ରୀ ବଲିଉଡରେ ସେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ପାଇଛନ୍ତି । ବନ୍ଧୁଗଣ କରିସ୍ମାଙ୍କ ସଉତୁଣୀ ହେଉଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିୟା ସଚଦେବ ।  ପ୍ରିୟାଙ୍କ ପାଇଁ କରିସ୍ମାଙ୍କ ସ୍ଵାମୀ ସଞ୍ଜୟ କପୁର ତାଙ୍କ 13 ବର୍ଷର ସମ୍ପର୍କକୁ ଭାଙ୍ଗି ଦେଇଥିଲେ । ବର୍ତ୍ତମାନ କରିସ୍ମା ନିଜ ଦୁଇ ଛୁଆଙ୍କ ସହ ରହୁଛନ୍ତି । ହେଲେ ସେ ତାଙ୍କ ସଉତୁଣୀଙ୍କୁ ଘୃଣା କରନ୍ତି ।

ରାନୀ ମୁଖାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ରାନୀ ମୁଖାର୍ଜୀ । ଆପଣ ମାନେ ସମସ୍ତେ ରାନୀଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ । ରାନୀ ବଲିଉଡ ଡାଇରେକ୍ଟର ଆଦିତ୍ୟ ଚୋପଡାଙ୍କ ସହ ବିବାହ କରିଛନ୍ତି । ରାନୀ ହେଉଛନ୍ତି ଆଦିତ୍ୟଙ୍କ ଦ୍ଵିତୀୟ ପତ୍ନୀ । ରାନୀଙ୍କ ପୂର୍ବରୁ ଆଦିତ୍ୟ 2001 ମସିହାରେ ପାୟଲ ଖନାଙ୍କ ସହ ବିବାହ କରିଥିଲେ । ବିବାହର 8 ବର୍ଷ ପରେ ଏହି ଦୁଇଜଣ ଅଲଗା ହୋଇଯାଇଥିଲେ ।

ଶିଲ୍ପା ସେଟି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି । ଶିଲ୍ପା ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ବିବାହ କରିଛନ୍ତି । ହେଲେ ଶିଲ୍ପାଙ୍କ ପୂର୍ବରୁ ରାଜ ପ୍ରଥମ ବିବାହ କବିତା କୁନ୍ଦ୍ରାଙ୍କ ସହ କରିଥିଲେ । ହେଲେ କବିତାଙ୍କ ଚରିତ୍ର ଠିକ ନଥିବାରୁ ରାଜ ତାଙ୍କୁ ତଲାକ ଦେଇ ଶିଲ୍ପାଙ୍କ ସହ ବିବାହ କରିଥିଲେ । ବର୍ତ୍ତମାନ ଶିଲ୍ପା ଓ ରାଜ ବହୁତ ଖୁସିରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *