ବୋହୁ Aishwarya Rai ଙ୍କ ଇଣ୍ଟିମେଟ ଓ କିସିଙ୍ଗ ସୀନ ଦେଖି ଖୁବ ରାଗି ଯାଇଥିଲେ Jaya Bacchan, ରାଗିଯାଇ କରିଥିଲେ କିଛି ଏମିତି

ବନ୍ଧୁଗଣ ବଲିଉଡର ଦିଗଜ ଅଭିନେତା ଅମିତାବ ବଚ୍ଚନଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଅମିତାବ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟଙ୍କୁ ନିଜ ବୋହୁ କରିଛନ୍ତି ।

ଅମିତାବଙ୍କ ପରି ଐଶ୍ଵର୍ଯ୍ୟ ମଧ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଐଶ୍ଵର୍ଯ୍ୟ ବଚ୍ଚନ ଅମିତାବଙ୍କ ପୁଅ ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ବିବାହ କରିଛନ୍ତି । ଐଶ୍ଵର୍ଯ୍ୟ ବଲିଉଡ ଇଣ୍ଡଷ୍ଟ୍ରିରେ ଛୋଟ ବଡ ଅଭିନେତା ମାନଙ୍କ ସହ ଇଣ୍ଟିମେଣ୍ଟ ଓ କିସିଙ୍ଗ ସିନ୍ସ କରିଛନ୍ତି ।

ଥରେ ଐଶ୍ଵର୍ଯ୍ୟଙ୍କ ଏହି ଇଣ୍ଟିମେଣ୍ଟ ସିନ୍ସକୁ ଦେଖି ଜୟା ତାଙ୍କ ଉପରେ ରାଗି ଯାଇଥିଲେ । ଐଶ୍ଵର୍ଯ୍ୟ ରାୟ ୧୯୯୪ ମସିହାରେ ମିସ ୱାଲ୍ଡର ତାଜ ପିନ୍ଧି ଥିଲେ । ଏହା ପରେ ସେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି । ହେଲେ କିଛି ଫିଲ୍ମରେ ତାଙ୍କ ଇଣ୍ଟିମେଣ୍ଟ ସିନ୍ସ ଆଜି ପର୍ଯ୍ୟନ୍ତ ଲୋକ ମାନେ ଭୁଲି ନାହାନ୍ତି ।

୧୯୯୭ ମସିହାରେ ଏକ ତାମିଲ ଫିଲ୍ମ ‘ଇରୁବର’ ଆସିଥିଲା । ସେହି ଫିଲ୍ମରେ ଐଶ୍ଵର୍ଯ୍ୟ ଅଭିନେତା ମୋହନ ଲାଲଙ୍କ ସହ ବହୁତ ଇଣ୍ଟିମେଣ୍ଟ ସିନ୍ସ କରିଥିଲେ । ଏହା ଥିଲା ଐଶ୍ଵର୍ଯ୍ୟଙ୍କ ପ୍ରଥମ ଫିଲ୍ମ ସେତେବେଳେ ଐଶ୍ଵର୍ଯ୍ୟ 24 ବର୍ଷର ଥିଲେ ଓ ମୋହନ ଲାଲ 37 ବର୍ଷର । ଏହା ପରେ ସେ ୨୦୦୫ ମସିହାରେ ‘ଶବ୍ଦ’ ଫିଲ୍ମରେ କାମ କରିଥିଲେ ।

ଏହି ଫିଲ୍ମରେ ଐଶ୍ଵର୍ଯ୍ୟ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ବହୁତ ବୋଲ୍ଡ ସିନ୍ସ ଦେଇଥିଲେ । ନିଜ ଠାରୁ ୧୪ ବର୍ଷ ବଡ ସଞ୍ଜୟ ଦତ୍ତଙ୍କ ସହ ଐଶ୍ଵର୍ଯ୍ୟ ବହୁତ ଖରାପ ସିନ୍ସ କରିଥିଲେ । ଏହା ପରେ ୨୦୧୬ ମସିହାରେ ଆସିଥିବା ଫିଲ୍ମ ‘ଏ ଦିଲ ହେ ମୁସ୍କିଲ’ରେ ନିଜ ଠାରୁ ୯ ବର୍ଷ ସାନ ରଣବିର କପୁରଙ୍କ ସହ କିସିଙ୍ଗ ସିନ୍ସ ଓ ଇଣ୍ଟିମେଣ୍ଟ ସିନ୍ସ କରିଥିଲେ ।

ଐଶ୍ଵର୍ଯ୍ୟ ବିବାହ ପରେ ଏହି ସବୁ ସିନ୍ସ କରିଥିଲେ ଓ ଏହା ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନିଜ ଠାରୁ କମ ବର୍ଷର ଅଭିନେତା ସହ ଐଶ୍ଵର୍ଯ୍ୟ ବହୁତ ଖରାପ ସିନ୍ସ ଦେଇଥିଲେ । ଯେତେବେଳେ ଏହି ସିନ୍ସ ଗୁଡିକୁ ଜୟା ବଚ୍ଚନ ଦେଖିଲେ ସେତେବେଳେ ସେ ଐଶ୍ଵର୍ଯ୍ୟଙ୍କ ଉପରେ ରାଗି ଯାଇଥିଲେ । ଅମିତାବ ଓ ଜୟା ନିଜ ଘରେ ଥିବା ସ୍ପେଶିଆଲ ସ୍କ୍ରିନିଙ୍ଗରେ ମଧ୍ୟ ସାମିଲ ନଥିଲେ ।

ଐଶ୍ଵର୍ଯ୍ୟ ରାୟ ବଲିଉଡ ଅଭିନେତା ହ୍ରୀତିକ ରୋଷନଙ୍କ ସହ ‘ଧୂମ ୨’ ଫିଲ୍ମରେ କିସିଙ୍ଗ ସିନ୍ସ ମଧ୍ୟ ଦେଇଛନ୍ତି । ଏହି ସିନ୍ସ ପାଇଁ ଐଶ୍ଵର୍ଯ୍ୟଙ୍କୁ କେତେକ ବିବାଦର ସାମ୍ନା ମଧ୍ୟ କରିବାକୁ ପଡିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚ୍ଚନ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *