ନମସ୍କାର ବନ୍ଧୁଗଣ ବର୍ତ୍ତମାନ ନ୍ୟୁଜ ଚ୍ୟାନେଲ ଏବଂ ସୋ-ସି-ଆ-ଲ ମି-ଡ଼ି-ଆ- ରେ ଓଲିଉଡ ଅଭିନେତା ତଥା ଓଡ଼ିଆ ଆଲବମ ରେ କାମ କରୁଥିବା ବବି ମିଶ୍ରଙ୍କ ଘ-ଟ-ଣା ଘୁରି ବୁଲୁଛି । ତେବେ ତାଙ୍କର ପଡୋଶୀ ତଥା ଓଲିଉଡ ର ଆଉ ଜଣେ ଅଭିନେତା ତପି ମିଶ୍ର ବବି ମିଶ୍ରଙ୍କ ନାମ ରେ ଏକ ଲିଖିତ ଅ-ଭି-ଯୋ-ଗ କରିଛନ୍ତି । ତେବେ ତାଙ୍କର କହିବା କଥା ହେଉଛି କି ବବି ମିଶ୍ର ଙ୍କ ର ତିନି ଚାରିଟି ଗାଡି ଅଛି ତେବେ ସେ ଯେତେବେଳେ ତପି ଘରକୁ ଫେରିଲେ ସେତେବେଳେ ସେ ଦେଖିବାକୁ ପାଇଲେ କି ବବି ମିଶ୍ରଙ୍କ ଗାଡି ତାଙ୍କ ଗ୍ୟାରେଜ ରେ ପାର୍କ କରାଯାଇଛି ।
ତେବେ ଏହା ପରେ ସେ ସିକ୍ୟୁରୀଟି ଗାର୍ଡ କୁ ଗାଡି ହଟେଇବା ପାଇଁ କହିଥିଲେ । ତେବେ ଏହା ପରେ ବବି ମିଶ୍ର ନିଜ କିଛି ସାଙ୍ଗ ଏବଂ ଭାଇ ଙ୍କ ସହିତ ତଳକୁ ଆସିଲେ ଏବଂ ସେ ସେତେ ବେଳେ ପ୍ରବଳ ମ-ଦ ପି-ଇ ନି-ଶା ରେ ମଧ୍ୟ ଥିଲେ । ତେବେ ସେ ଆସି ସିଧାସଳଖ ମୁଁ ଗାଡି ହଟେଇବି ନାହିଁ ଏବଂ ଅ-ଭ-ଦ୍ର ଙ୍କ ଭଳି ଗା-ଳି ଗୁ-ଲ-ଜ ମଧ୍ୟ ଆରମ୍ଭ କରି ଦେଲେ ତେବେ ଏହା ପରେ ତପି ପୋଲିସ ଷ୍ଟେ-ସ-ନ ଯାଇଥିଲେ ।
ସେହି ସମୟରେ ବବି ମିଶ୍ର ତାଙ୍କ ଘର ଗେଟ ବା-ଡେ-ଇ ତାଙ୍କ ସ୍ତ୍ରୀ ଙ୍କ ସହ ଅ-ଭ-ଦ୍ରା-ମି କରିବା ସହ ତୋ ସ୍ୱାମୀ କୁ ମା-ରି ତୋତେ ବିବାହ କରିବୁ ବୋଲି ମଧ୍ୟ କହିଥିଲେ । ତେବେ ଏହା ପରେ ତପି ମିଶ୍ର ବବି ମିଶ୍ରଙ୍କ ନାମ ରେ ଥାନା ରେ ଏକ ଲିଖିତ ଅ-ଭି-ଯୋ-ଗ ଦେଇଥିଲେ । ତେବେ ବବି ମିଶ୍ର ଏହି ଅ-ଭି-ଯୋ-ଗ କୁ ଖ-ଣ୍ଡ-ନ କରି ଓଲଟା ତପି ମିଶ୍ରଙ୍କ ନାମ ରେ ଝିଅ ଧ-ନ୍ଦା କରୁଥିବାର ଆ-ରୋ-ପ ଲଗାଇଛନ୍ତି ।
ତେବେ ଏହା ଉପରେ ତପି ମିଶ୍ର କହିଛନ୍ତି କି ଯିଏ ନିଜ ସ୍ତ୍ରୀ କୁ ବାର ବର୍ଷ ହେବ ମା-ରୁ-ଥି-ଲା ଏବଂ ନିଜ ସ୍ତ୍ରୀ କୁ ଭଲ ରେ ରଖୁ ନଥିଲା ସମସ୍ତ ଙ୍କ ସାମ୍ନା ରେ ମଧ୍ୟ ଗୋ-ଇ-ଠା ମା-ରି-ଛ-ନ୍ତି ଏବଂ ସ୍ତ୍ରୀ କୁ କୌଣସି ଖୁସି ମଧ୍ୟ ଦେଇ ପାରୁନଥିଲେ ତେବେ ଶେଷରେ ଛାଡପତ୍ର ନେଇ ସେ ପଳାଇଲେ । ତେବେ ସେହି ଭଳି ବ୍ୟକ୍ତି ର ଆ-ରୋ-ପ କୁ ମୁଁ ଗମ୍ଭୀର ଭାବେ ନେଉ ନାହିଁ ଏବଂ ଚାହିଁଲେ ମୋ ବିଷୟରେ ଏବଂ ମୋ କାମ ବିଷୟ ରେ କାହାକୁ ବି ପଚାରି ପାରିବେ ବୋଲି କହିଥିଲେ ।
ଏହା ପରେ ତପି ମିଶ୍ର କହିଛନ୍ତି କି ଯଦି ବବି ମିଶ୍ର ଭଳି ଅସାମାଜିକ ବ୍ୟକ୍ତି ପଶ୍ଚାତାପ ନ କରେ ତେବେ ସେ ନିଜ କେଶ କୁ ଫେରେଇବେ ନାହିଁ ଏବଂ ତାଙ୍କୁ ଜେଲ ପଠେଇ ରହିବେ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ