ଗାଡି ପାର୍କିଂକୁ ନେଇ ଓଡିଆ ସିନେ କଳାକାର ବବି ମିଶ୍ର ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଗ-ଣ୍ଡ-ଗୋ-ଳ ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଅଭିନେତା ବବି ମିଶ୍ରଙ୍କୁ ଥା-ନା-କୁ ପଚରା ଉଚରା ପାଇଁ ଡାକିଛି କମିସନରେଟ ପୋଲିସ । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ପଡୋଶୀଙ୍କ ପାର୍କିଂ ଜାଗାରେ ଅଭିନେତା ବବି ମିଶ୍ର ଗାଡି ରଖି ଥିବାରୁ ଏନେଇ ତାଙ୍କ ପଡୋଶୀ ତାଙ୍କୁ ବାରଣ କରିଥିଲେ । ତେବେ ଏହି କଥାରୁ କଥା କ-ଟା-କ-ଟି ହୋଇ ଝ-ଗ-ଡା ତୀବ୍ର ରୂପ ନେଇଥିଲା ।
ପଡୋଶୀଙ୍କ ସ୍ତ୍ରୀଙ୍କୁ ଅ-ସ-ଭ୍ୟ ଭା-ଷା-ରେ ଗା-ଳି-ଗୁ-ଲ-ଜ କରିବା ସହ ମା-ଡ ମା-ରି-ଥି-ବା ମଧ୍ୟ ଅ-ଭି-ଯୋ-ଗ କରିଛନ୍ତି ବବି ମିଶ୍ରଙ୍କ ପଡୋଶୀ । ଏହା ସହ ତାଙ୍କ ପଡୋଶୀଙ୍କୁ ମା-ରି ତାଙ୍କ ତାଙ୍କ ସ୍ତ୍ରୀଙ୍କୁ ବାହା ହେବେ ବୋଲି କହିଥିବା କଥା ମଧ୍ୟ ସେ ଅ-ଭି-ଯୋ-ଗ କରିଛନ୍ତି । ତେବେ ଏନେଇ ଥା-ନା-କୁ ଯିବା ସମୟରେ ଗଣମାଧ୍ୟମ ବବି ମିଶ୍ରଙ୍କୁ ଘଟଣା ବିଷୟରେ ପଚାରିଥିଲେ । ବବି ମିଶ୍ର ତାଙ୍କ ପଡୋଶୀଙ୍କୁ ସାନ ଭାଇ ବୋଲି କହିବା ସହ ସେ ଏପରି କରିବେ ତାଙ୍କ ସହ ବୋଲି ସେ କେବେ ମଧ୍ୟ ଭାବି ନଥିଲେ ବୋଲି କହିଛନ୍ତି ।
ତେବେ ବବି ମିଶ୍ର ତାଙ୍କ ପଡୋଶୀଙ୍କ ନାମରେ କୌଣସି ପାଲଟା ଅ-ଭି-ଯୋ-ଗ କରିଛନ୍ତି କି ନାହିଁ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ । ଏ ନେଇ ବବି ମିଶ୍ର ଜବାବ ଦେଇଥିଲେ କି, “ସେ ଝିଅ ଧ-ନ୍ଦା କରି ଚଳେ, ସେ କଣ ମୋ ସମାସ୍କନ୍ଧ ଯେ ମୁଁ ତା ନାଁ ରେ କେ-ସ କରିବି ?”
ସେ ପଟେ ତାଙ୍କ ପଡୋଶୀ ତପି ମିଶ୍ର କହିଛନ୍ତି, ବବି ମିଶ୍ରଙ୍କ ତାଙ୍କ ସ୍ତ୍ରୀ ସହ ଛାଡପତ୍ର ହେବା ପରେ ସେ ଅତ୍ୟଧିକ ମ-ଦ୍ୟ-ପା-ନ କରୁଛନ୍ତି ଓ ଏହିପରି ପ୍ରାୟତଃ କିଛି ନା କିଛି କା-ଣ୍ଡ କରନ୍ତି । କିନ୍ତୁ ଗତକାଲି ଘଟଣା ଅସହ୍ୟ ହେବାରୁ ସେ ବାଧ୍ୟ ହୋଇ ବବି ମିଶ୍ରଙ୍କ ବି-ରୋ-ଧ-ରେ ଥା-ନା-ରେ ଅ-ଭି-ଯୋ-ଗ କରିଛନ୍ତି । ତେବେ ନୟାପଲ୍ଲୀ ପୋଲିସ ବର୍ତ୍ତମାନ ଘଟଣାର ସତ୍ଯାସତ୍ଯ କଣ ଏନେଇ ତ-ଦ-ନ୍ତ ଜାରି ରଖିଛି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।