ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳୁଛି ଶହ ଶହ ଲୋକ ଏହି ଭିଡିଓ ରେ ଜମା ହୋଇଛନ୍ତି । ଗୋଟିଏ ଅଜଗର ସାପ ପାଣିରେ ପହଁରୁ ଥିବାର ଦୃଶ୍ୟ କୁ ଦେଖିବା ପାଇଁ ଲୋକ ମାନଙ୍କ ଭିତରେ ଭିଡ଼ ଜମିଛି । ଏହି ଅଜଗର ସାପ ରେ ଆକାର ରେ ବହୁତ ବଡ଼ ଦେଖିବାକୁ । ମାଟି ଉପରେ ଶକ୍ତିଶାଳୀ ଅଜଗର କିଭଳି ଜୀବ ଜନ୍ତୁ ଙ୍କୁ ଗୋଟା ଗିଳି ପାରେ ତାହା ସମସ୍ତେ ଜାଣିଛନ୍ତି ।
କିନ୍ତୁ ଏହି ପାଣି ରେ ଅତି ଅସହାୟ ଅବସ୍ଥାରେ ଅଜଗର ସାପ ଟି ଏଣେତେଣେ ଜୀବନ ବଞ୍ଚାଇବା ପାଇଁ ବିକଳ ରେ ପହଁରି ଚାଲିଛି । ଭି-ଡି-ଓ ରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଅଳ୍ପ ତଳକୁ ଯାଇ ନିଜ ହାତରେ ସାପ ଟି କୁ ଟାଣି ଆଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏତେ ବଡ଼ ସାପ କୁ କାହାର ବା ଡ-ର ନାହିଁ । ଶେଷରେ ସାପ ଟି କୁ ଉଦ୍ଧାର କରିବା ପାଇଁ ଲୋକଙ୍କ ପକ୍ଷେ ସମ୍ଭବ ହୋଇନାହିଁ ।
ପରେ ବନ ବିଭାଗ କୁ ଖବର ଦିଆଗଲା । କିନ୍ତୁ ବନ ବିଭାଗ ମଧ୍ୟ ଫେ-ଲ ମା-ରି-ଲେ । ଏହା ହେଉଛି କଟକ ଜିଲ୍ଲା ଚୌଦ୍ୱାର ର ବିରୂପା ନଦୀ ବ୍ୟାରେଜ ର ଦୃଶ୍ୟ । ଆଜି ସକାଳୁ କିଛି ଲୋକ ବିରୂପା ବ୍ୟାରେଜ ଗେଟ୍ ଉପରେ ଭି-ଡ଼ ଜମାଇ ଥିଲେ । ସାପ ଟି କୁ ଉଦ୍ଧାର ନକରି ପାରିବା ରୁ ଚୌଦ୍ୱାର ବନ ବିଭାଗ କୁ ଖବର ଦେଇଥିଲେ । କିନ୍ତୁ ବନ ବିଭାଗ କର୍ମଚାରୀ ଉକ୍ତ ସ୍ଥାନରେ ପହଞ୍ଚିଲେ ଏବଂ ଦୁଇ ଘଣ୍ଟା ପରିଶ୍ରମ କରିଲେ ।
ହେଲେ ସାପ ଟି କୁ ଉଦ୍ଧାର କରିପାରି ନଥିଲେ । ପରେ ସାପ ଧରାଳି ଆସି ଶେଷରେ ପାଣି ଭିତରୁ ସାପଟି କୁ ଉଦ୍ଧାର କରିଥିଲେ । ଅଜଗର ସାପ ଟି ପ୍ରାୟ ୧୦ ଫୁଟ ରୁ ଅଧିକ ଲମ୍ବା ହୋଇଥିବା ବେଳେ ତାକୁ ଉଦ୍ଧାର କରି ଡମଣି ଜଙ୍ଗଲ ରେ ସୁରକ୍ଷିତ ଭାବରେ ଛାଡ଼ି ଦିଆଯାଇଛି । ତେବେ ଏହି ସାପ ଟି କୁ ଦେଖିବା ପାଇଁ ବିରୂପା ବ୍ୟାରେଜ ନିକଟରେ ସକାଳୁ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖୁଛନ୍ତି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।