ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନେକ ସାପ ଉଧାର ଭିଡିଓ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ସାପ ମାନଙ୍କୁ ଉଧାର କରିବା ପାଇଁ ଜଙ୍ଗଲ ବିଭାଗର କିଛି ବିଶିଷ୍ଠ ଲୋକମାନେ ଆସିଥାନ୍ତି । ହେଲେ ବନ୍ଧୁଗଣ ସୋସିଆଲ ମିଡିଆରେ ଗତ କିଛି ଦିନ ହେବ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ଏହି ଭିଡିଓରେ ଏକ ମହିଳା ଜଣକ ଏକ ବି-ଷା-କ୍ତ ଅହିରାଜ ସାପକୁ ଉଧାର କରିଛନ୍ତି । ବନ୍ଧୁଗଣ ଲୋକମାନେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ମହିଳା ଜଣକଙ୍କର ଏହି ସାହାସକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ମଧ୍ୟ ଦେଉଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।
ମିଡିଆ ରିପୋର୍ଟସ ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜଙ୍ଗଲରୁ ଲୁଲୁଙ୍ଗ ଗେଟ ନିକଟରେ ଥିବା ଏକ ପାନ୍ଥ ନିବାସରୁ ଏକ ବି-ଷା-କ୍ତ ଅହିରାଜ ସାପ ଉଧାର କରାଯାଇଛି । ଅଭିଜ୍ଞ ସାପ ଧରାଳି କୃଷ୍ଣ ଚନ୍ଦ୍ର ଗୋଛାଏତ ଓ ତାଙ୍କ ସ୍ତ୍ରୀ ରାତି ୮ଟାରେ ଉକ୍ତ ପାନ୍ଥ ନିବାସରେ ପହଞ୍ଚି ଥିଲେ । ସାପଟି ପାନ୍ଥ ନିବାସର ଘର ଦୁଆରରେ ଥିବାରୁ ସେହି ଘରେ ରହୁଥିବା ପରିବାର ଝରକା ଭାଙ୍ଗି ବାହାରକୁ ଆସି ରେଞ୍ଜରକୁ ଖବର ଦେଇଥିଲେ ।
ଏହା ପରେ ରେଞ୍ଜର ସାପ ଧରାଳିଙ୍କୁ ସୂଚନା ଦେଇଥିଲେ । ସାପଟିର ଲମ୍ବ ୮ ଫୁଟ ଥିବା ବେଳେ ଏହାର ଆନୁମାନିକ ବୟସ ୪ ବର୍ଷ ବୋଲି ଜଣା ପଡିଛି । ଅନ୍ୟ ପକ୍ଷରେ କୃଷ୍ଣ ଚନ୍ଦ୍ର ଗୋଛାଏତଙ୍କ ପତ୍ନୀ ସସ୍ମିତା ସେହି ସାପଟିକୁ ଅତି ସାହାସର ସହ ଧରିଥିବାରୁ ସେଠାକାର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏମିତିରେ ବନ୍ଧୁଗଣ ସାପ ଧରିବା ଏକ କଷ୍ଟ ସାଧ୍ୟ କାମ ଅଟେ ତେଣୁ ଏହି କ୍ଷେତ୍ରରେ ଯେହେତୁ ଏକ ମହିଳା ସାପଟିକୁ ଧରିଛନ୍ତି ଯାହା ଅତ୍ୟନ୍ତ ପ୍ରଶଂସା ଯୋଗ୍ୟ । ବନ୍ଧୁଗଣ ସସ୍ମିତା ଜଣେ ପ୍ରଫେସନାଲ ସାପ ଧରାଳି ନୁହନ୍ତି ଓ ସେ ଏହି ବି-ଷ-ଧ-ର ଅହିରାଜକୁ ଅତି ସହଜରେ ଧରିଛନ୍ତି । ଗାଁ ଲୋକମାନେ ସସ୍ମିତାଙ୍କର ଅନେକ ପ୍ରଶଂସା କରୁଛନ୍ତି ।
ସସ୍ମିତା ନିର୍ଭୟରେ ବି-ଷ-ଧ-ର ଅହିରାଜକୁ ନିଜ ହାତରେ ଧରି ବ୍ୟାଗରେ ଭର୍ତ୍ତି କରିଥିଲେ । କୃଷ୍ଣ ଧର ଓ ତାଙ୍କ ସ୍ତ୍ରୀ ସସ୍ମିତା ଉକ୍ତ ସାପଟିକୁ ନେଇ ଜଙ୍ଗଲରେ ଛାଡିଥିବାର ସୂଚନା ମିଳିଛି ।ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଆଶ୍ଚର୍ଯ୍ୟ ଜନକ ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓ ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି ।
ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମହିଳା ଜଣକଙ୍କ ସାହାସ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ଭଲ ଲାଗିଥିଲେ ସେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ