ଶୃତି ମୋଦି କଲେ ନୂଆ ଖୁଲାସା, ୩ ମାସ ଧରି ଶୋଇ ରହୁଥିଲେ ସୁଶାନ୍ତ, ରିୟା କରୁଥିଲେ କୋଟି କୋଟି ଟଙ୍କାର ଡିଲ୍ ସାଇନ୍

ସୁଶାନ୍ତ ଙ୍କ ମୃତ୍ୟୁ କୁ ନେଇ ପ୍ରତ୍ୟେକ୍ ଦିନ କିଛି ନା କିଛି ନୁଆ ତଥ୍ୟ ସାମ୍ନାକୁ ଆସୁଚି । ରିୟା ଏବଂ ତାଙ୍କ ପରିବାରର ଅସଲି ଚେହେରା ସାମ୍ନାକୁ ଆସୁଚି। ବର୍ତମାନ ରିୟା ଙ୍କ ସାଙ୍ଗ ଯିଏ ତାଙ୍କ ସହିତ ଥିଲେ ଶ୍ରୁତି ମୋଦି ଏବେ ତାଙ୍କ ବିରୁଦ୍ଧରେ ହୋଇ ଯାଇଛନ୍ତି ଏବଂ ଶ୍ରୁତି ମୋଦି ସରକାରୀ ସାକ୍ଷୀ ବନିଯାଇଛନ୍ତି ।ନିଜ ଉପରେ ତଦନ୍ତ ହେବା ଡର ରେ ଶ୍ରୁତି ମୋଦି ରିୟାଙ୍କ ସବୁ ରାଜ୍ ଖୋଲି ଦେଇଛନ୍ତି । ଗତ ୬ ମାସରେ ସୁଶାନ୍ତ ଙ୍କ ସହିତ କଣ୍ କଣ୍ ହେଇଥିଲା କହି ଦେଇଛନ୍ତି ।

ସବୁଠୁ ବଡ଼ କଥା ସେ କହିଛନ୍ତି କି ଗତ ୩ ମାସ ରୁ ସୁଶାନ୍ତ ଙ୍କୁ ସେ ଦେଖି ବି ନଥିଲେ କିନ୍ତୁ ସୁଶାନ୍ତ ଙ୍କ ଚେକ ଆସୁଥିଲା ସାଇନ୍ ଆସୁଥିଲା ଏବଂ ସାଇନ୍ ସୁଶାନ୍ତଙ୍କର ନଥିଲା ସାଇନ୍ ଫର୍ଜି ଥିଲା। ସୁଶାନ୍ତ ଙ୍କ ପଇସାରେ ରିୟା କୋଟି କୋଟି ଟଙ୍କାର ଡ଼ିଲ୍ କରୁଥିଲେ । ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା ।

୭ ଅଗଷ୍ଟ ରେ ରିୟା ଚକ୍ରବର୍ତ୍ତୀ ଏବଂ ଶ୍ରୁତି ମୋଦି ଙ୍କୁ ED ଙ୍କ ଅଫିସ କୁ ଡକା ଯାଇଥିଲା ପୁଣି ୧୦ ଅଗଷ୍ଟ ରେ ମଧ୍ୟ ଆଊ ଥରେ ଡକା ଯାଇଥିଲା ଏବଂ ତାଙ୍କୁ ପଚରା ଉଚରା କରାଯାଇଥିଲା । ଏମିତି କି ରିୟା ଙ୍କ ଭାଇ ଏବଂ ପିତା ଙ୍କୁ ମଧ୍ୟ୍ୟ ପଚରା ଉଚରା କରାଯାଇଥିଲା । ଏହା ମଧ୍ୟରେ ଶ୍ରୁତି ED ଙ୍କ ସମ୍ନାରେ ସେହି କଥା କହି ଦେଇଥିଲେ ଯାହାର ଖୋଜ୍ ED ଙ୍କୁ ଥିଲା। ଶ୍ରୁତି ଡରିକି ଏବେ ସରକାରୀ ସାକ୍ଷୀ ପାଲଟି ଯାଇଛନ୍ତି ଏବଂ ସେ ସିଧା ସିଧା କହିଛନ୍ତି କି ରିୟା ବହୁତ୍ କିଛି ମିଛ କହୁଛନ୍ତି । ଶ୍ରୁତି ନିଜେ ହିଁ ଆଗେ କହିଦେଇଥିଲେ କି ସୁଶାନ୍ତ ଙ୍କ ସବୁ ନିଷ୍ପତି ରିୟା ନେଉଥିଲେ।

ଶ୍ରୁତି କୁ ବି ରିୟା ନେଇକି ଆସିଥିଲେ ଏବଂ ସୁଶାନ୍ତ ଙ୍କ ମ୍ୟାନେଜର କରିଥିଲେ। ସେ ଏହା ମଧ୍ୟ୍ୟ କହିଛନ୍ତି କି ସୁଶାନ୍ତଙ୍କ ଫୋନ୍ କଲ୍ ସବୁ ରିୟା ଉଠାଉଥିଲେ । ସୁଶାନ୍ତ ଙ୍କ ଫିଲ୍ମ୍ ସବୁ ରିୟା ହିଁ ଫାଇନାଲ କରୁଥିଲେ । ସେଥିପାଇଁ ସୁଶାନ୍ତ ଙ୍କ ପାଖରେ ଛିଚୋରେ ଭଳି ହିଟ୍ ଫିଲ୍ମ୍ ପରେ ବି କୌଣସି ବଡ଼ ଫିଲ୍ମ୍ ନଥିଲା । କାରଣ ରିୟା ସୁଶାନ୍ତ ଙ୍କୁ କୌଣସି ଫିଲ୍ମ୍ କରିବାକୁ ହିଁ ଦେଉନଥିଲେ ଏବଂ ସୁଶାନ୍ତ ସେମିତି ଅବସ୍ଥା ରେ ନଥିଲେ କି କିଛି କହିବେ ବା କିଛି କରିବେ କାରଣ ସୁଶାନ୍ତ ୩ ମାସରୁ ଶୋଇ ରହୁଥିଲେ ।

ଶ୍ରୁତି କହିଛନ୍ତି ସୁଶାନ୍ତ ମତେ ୩ ମାସ ରୁ ଦେଖା ହିଁ ଦେଇନଥିଲେ । କେବଳ ସୁଶାନ୍ତ ଙ୍କ ଦ୍ଵାରା ସାଇନ୍ କରାଯାଇଥିବା ଚେକ୍ ଆସୁଥିଲା କିନ୍ତୁ ଶ୍ରୁତି ଜାଣି ସାରିଥିଲେ କି ଚେକ୍ ରେ ସାଇନ୍ ସୁଶାନ୍ତ କରୁନାହାନ୍ତି ବରଂ ରିୟା କରୁଛନ୍ତି ।

ଶ୍ରୁତି କହିଛନ୍ତି ସୁଶାନ୍ତ ଙ୍କ କମ୍ପାନୀ, ଇନଭେଷ୍ଟମେଣ୍ଟ୍, ଡିସିସନ୍ ସବୁ ରିୟା ନେଉଥିଲେ । ସେ ନିଜ ହିସାବରେ ପଇସା ଖର୍ଚ୍ଚ କରୁଥିଲେ କେତେବେଳେ ଲକ୍ଷ ଲକ୍ଷ ଟଙ୍କା ତ କେତେବେଳେ କୋଟି କୋଟି ଟଙ୍କା। କିନ୍ତୁ ମୋତେ ଏହି ବିଷୟରେ କହିବାର କୌଣସି ଅଧିକାର ନଥିଲା । ED ପଚାରିଥିଲେ ୩ ମାସ ଭିତରେ ସୁଶାନ୍ତ ଙ୍କୁ ତମେ ଦେଖା କଣ୍ ପାଇଁ କରିନଥିଲ ତ ଶ୍ରୁତି କହିଛନ୍ତି କି ରିୟା ତାଙ୍କୁ ଦେଖା କରିବାକୁ ହିଁ ଦେଉ ନଥିଲେ ଏବଂ କହୁଥିଲେ କି ସୁଶାନ୍ତ ଶୋଇଛନ୍ତି ।

ଶ୍ରୁତି ଙ୍କୁ ଭଲ ନ ଲାଗିଥିବାରୁ ସେ ଚାକିରି ଛାଡ଼ି ଦେଇଥିଲେ । ୨୦୨୦ ଫେବୃଆରୀ ରେ ସେ ନିଜ ଚାକିରି ଛାଡ଼ି ଦେଇଥିଲେ ଏବଂ ତାପରେ ସେ ଆଊ ସମ୍ପର୍କ ରେ ନଥିଲେ ।କିନ୍ତୁ ନଭେମ୍ବର ରୁ ଫେବୃଆରୀ ଭିତରେ ସୁଶାନ୍ତ ଙ୍କୁ ପୁରା ଲୁଟୀ ନିଆ ଯାଇଥିଲା । ଯେଉଁ କଥା ସୁଶାନ୍ତ ଙ୍କ ପରିବାର ଲୋକ କହୁଛନ୍ତି । ସେତିକି ହିଁ ନୁହଁ ସୁଶାନ୍ତ ଙ୍କ ପିତା ରିୟା ଙ୍କୁ ମେସେଜ୍ ମଧ୍ୟ କରିଥିଲେ କି ମୋ ପୁଅ କୁ ଚାଡ଼ିଦିଅ । ଏବେ ସବୁ କଥା ସାମ୍ନାକୁ ଅସିସାରିଛି କି କେମିତି ରିୟା ସୁଶାନ୍ତ ଙ୍କ ସବୁ ପଇସା ହଡ଼ପ କରି ସୁଶାନ୍ତ ଙ୍କୁ ମଧ୍ୟ ମାରିଦେଇଚନ୍ତି। ଏବେ CBI ତଦନ୍ତ କରୁଛି ସେଥିପାଇଁ ଆଶା କରୁଛୁ କି ସତ୍ୟ ସାମ୍ନାକୁ ଆସିବ ଏଵଂ ସୁଶାନ୍ତ ଙ୍କ ଅପରାଧୀ ଙ୍କୁ ନିଶ୍ଚୟ ଦଣ୍ଡ ମିଳିବ ।

ଖବରଟି ପୁରା ପଢି ଥିବାରୁ ଧନ୍ୟବାଦ । ଏ ବିଷୟରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାଇବେ ଓ ଆଗକୁ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *