ACF Soumyaranjan ଡେଥ ମିଷ୍ଟ୍ରି: ମୁହଁ ଖୋଲିଲେ ମାନବପ୍ରେମୀ Aditya ଙ୍କ ପତ୍ନୀ ବିଦ୍ୟାଶ୍ରୀ, ବିଦ୍ୟାଭାରତୀଙ୍କ ବିଷୟରେ କହିଲେ କିଛି ଏମିତି, ଶୁଣିଲେ ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ନିଶ୍ଚିତ ଦେଖିଥିବେ ଏବଂ ଜାଣି ବି ଥିବେ କି ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ । ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ।

ତେବେ ଏହି ସବୁ ମାମଲା ମଝିରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ମୃତ ସମାଜ ସେବୀ ଆଦିତ୍ୟ ଙ୍କ ପତ୍ନୀ ବିଦ୍ୟାଶ୍ରୀ । ତାଙ୍କ ଅନୁସାରେ କି ଜୋର ଜବରଦସ୍ତ ତାଙ୍କ ନାମ କୁ ଏହି କେଶ ଭିତରକୁ ଅଣା ଯାଉଛି ।

ସେ କହୁଛନ୍ତି କି ଏହି ମାମଲା ରେ କିଛି ସ୍ଥାନରେ ବିଦ୍ୟା ଭାରତୀ ଙ୍କ ନାମ ବଦଳରେ ବିଦ୍ୟାଶ୍ରୀ ଲେଖା ଯାଉଛି ଏବଂ ତାଙ୍କୁ ପାର୍ଟ ୱାନ ଏବଂ ବିଦ୍ୟା ଭାରତୀ ଙ୍କୁ ପାର୍ଟ ଟୁ କୁହାଯାଉଛି ।
ଏହା ଛଡା ସେ ଏହା ମଧ୍ୟ କହିଛନ୍ତି କି ବିଦ୍ୟା ଭାରତୀ ତାଙ୍କ ଶାଶୂ ଶଶୁର ସହ କିପରି ସମ୍ପର୍କ ରଖିଥିବେ ତାହା ସେ ଜାଣିଥିବେ କିନ୍ତୁ ମୋ ଶାଶୂ ଶଶୁରଙ୍କ ସହ ମୋର ବହୁତ ଭଲ ସଂପର୍କ ରହିଛି ଏବଂ ସୌମ୍ୟ ଙ୍କ ବାପା ମାଆ ବିଦ୍ୟାଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି ।

ତେବେ ସେମାନେ ନିଜର ଏହି ମାମଲା କୁ ନିଜେ ହିଁ ବୁଝିବା ଏବଂ ସତ୍ୟ କଣ ଜାଣିବାକୁ ଚେଷ୍ଟା କରିବା ଉଚିତ । ତେବେ ଏହି ସବୁ ମାମଲା ରେ ଖାଲିଟାରେ ମୋତେ ଟାଣିବା କିଛି ଆବଶ୍ୟକ ନାହିଁ ଏବଂ ମୁଁ ମୋ ଆଦିତ୍ୟ ଙ୍କ ନାମ ଏବଂ ସ୍ମୃତି କୁ ନେଇ ସାରା ଜୀବନ ବଞ୍ଚିବି ଏବଂ ମୋ ଶାଶୂ ଶଶୁର ଙ୍କର ମୁଁ ପୁଅ ହୋଇ ତାଙ୍କ ସେବା କରିବି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *