ବନ୍ଧୁଗଣ, ସୂଚନା ଅନୁଯାୟୀ ବ୍ଲାକମେଲର ଅର୍ଚ୍ଚନା ର କଳାକାରନାମାର ଗୁମର ଦିନକୁ ଦିନକୁ ଖୋଲିବାରେ ଲାଗିଛି । ସେ ଝିଅ ମାନଙ୍କୁ ଏକତ୍ରିତ କରି ତାଙ୍କ ଗରିବୀ ର ଫାଇଦା ଉଠାଇ ତଥା ଟଙ୍କା ର ପ୍ରଲୋଭନ ଦେଖାଇ କରୁଥିଲେ କିଛି ଏଭଳି, ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଅର୍ଚ୍ଚନା ଅନେକ ସାରା ଝିଅ ଅର୍ଚ୍ଚନା ର କବଳରେ ଥିଲେ । ଯେଉଁମାନେ କି ଶତ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କର ଇଚ୍ଛା ବିରୁଦ୍ଧରେ କେବେ ମଧ୍ୟ କୌଣସି କାର୍ଯ୍ୟ କରିପାରୁନଥିଲେ । ସେମାନଙ୍କ ଜୀବନକୁ କିଣିସାରିଥିଲା ଅର୍ଚ୍ଚନା ।
ଅର୍ଚ୍ଚନା ଅନେକ ସାରା ଝିଅ ଙ୍କୁ ଲଗାଇଥିଲା ନିଜ କାରବାରରେ । ଆଉ ସେମାନଙ୍କୁ ସେ ତାଙ୍କ ଇଚ୍ଛା ବିରୁଦ୍ଧରେ ବ୍ୟବହାର କରି ଅନେକ ଟଙ୍କା ମଧ୍ୟ ରୋଜଗାର କରୁଥିଲା । ଗୋଟିଏ ପଟରେ ପରିବାରର ବୋଝ ଆଉ ଗୋଟିଏ ପଟରେ ଭୟ । ଏହି ଦୁଇଟି ଯାକ ଏଭଳି ସ୍ଥିତି ଥିଲା ଯାହା ଭିତରେ ଶ୍ଵାସରୁଦ୍ଧ ହୋଇଯାଇଥିଲେ ଅନେକ ସାରା ଏହିଭଳି ଝିଅ । ମାତ୍ର ଶ୍ରଦ୍ଧାଞ୍ଜଳି ହେଉଛନ୍ତି ଏକମାତ୍ର ଝିଅ ଯିଏକି ଅର୍ଚ୍ଚନା ଙ୍କ ବିରୁଦ୍ଧରେ ନିଜ ମୁହଁ ଖୋଲିଛନ୍ତି ।
ସେ କହିଛନ୍ତି ଯେ ତାଙ୍କ ଦେହ ଅସୁସ୍ଥ ଥିଲା ସେ ବିଧାୟକ ସହିତ ରାତି କଟାଇବା ନିମନ୍ତେ ମନା କରିଥିଲେ ଅର୍ଚ୍ଚନା ଙ୍କୁ । ମାତ୍ର ଅର୍ଚ୍ଚନା ଜବରଦସ୍ତ କରି କହିଥିଲେ ଯେ ମେଡ଼ିସିନ ଖାଇ ଜା’, ତୋ ପିଛାରେ ଅଧିକ ଟଙ୍କା ଲାଗିଛି ଏବଂ ବିଧାୟକ ଙ୍କର କେବଳ ତୁ ହିଁ ପସନ୍ଦ । ଏଣୁ ବେସୀ କିଛି ନ କହି ସିଧା ସଳଖ ଭାବରେ ରାତି କଟେଇବୁ ଜା ନଚେତ ତତେ ଜଣଙ୍କ ସହିତ କଣ ଗୋଟିଏ ରାତିରେ ୫ ଜଣକ ସହିତ ଶୋଇବାକୁ ହେବ ।
ଆଉ ତୁ ତୋ ଘର ଏବଂ ସାନ ଭଉଣୀ ସମ୍ବନ୍ଧରେ ଥରେ ଚିନ୍ତା କରେ ସେମାନଙ୍କର କଣ ହେବ ? ଯୁବତୀ ଜଣକ ସବୁ କଥା ଚିନ୍ତା କରି ଅର୍ଚ୍ଚନା ଙ୍କ କଥାରେ ରାଜି ହୋଇଯାଇଥିଲେ । ଏହିଭଳି ଅମାନୁଷିକତା ଅର୍ଚ୍ଚନା ଝିଅ ମାନଙ୍କ ଉପରେ ଦେଖାଉଥିଲେ । ଏହିଭଳି ଆହୁରୀ ଅନେକ ସାରା ଝିଅ ଅଛନ୍ତି ଯେଉଁମାନଙ୍କର ମୁହଁ ଖୋଲିବାକୁ ସାହାସ ପାଉନି ।
ଅର୍ଚ୍ଚନା ଙ୍କ ବିରୁଦ୍ଧରେ ତଦନ୍ତ ହେଲେ ହିଁ ଏହିଭଳି ଅନେକ ଝିଅ ନିଜ ମୁହଁ ଫିଟାଇ ଅର୍ଚ୍ଚନା ଙ୍କ ବିରୁଦ୍ଧରେ ବୟାନ ଦେବା ନିମନ୍ତେ ସାହସ ଯୁଟାଇ ପାରିବେ । ଆଉ ଏଥିପାଇଁ ପୋଲିସର କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।