ବିଦେଶୀ ଖେଳାଳୀଙ୍କୁ ହୃଦୟ ଦେଇ ବସିଥିଲେ Bollywood ର ଏହି 5 ଜଣ ହିରୋଇନ, କିନ୍ତୁ ବଦଳରେ ମିଳିଲା ଧୋକା, 4 ନମ୍ବର Actress ଥିଲେ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ଭାରତୀୟ ଖେଳାଳିଙ୍କ ସହ ଲଭ ଅଫେୟାର ରଖିଛନ୍ତି ଓ ସେମାନଙ୍କ ସହ ବିବାହ ମଧ୍ୟ କରିଛନ୍ତି ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଆମ ଭାରତୀୟ ଖେଳାଳିଙ୍କୁ ଛାଡି ଅନ୍ୟ ଦେଶର ଖେଳାଳିଙ୍କୁ ପ୍ରେମ କରି ବସିଥିଲେ ଓ ଏହି ଅଭିନେତ୍ରୀ ମାନେ ଧୋକା ମଧ୍ୟ ଖାଇଥିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ତାପସୀ ପନୁ ଏବଂ ମେଥିଆସ ବୋଇ-

ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ତାପସୀ ପନୁ । ବନ୍ଧୁଗଣ ତାପସୀ ଡେନମାର୍କଙ୍କ ବ୍ୟାଟମିଣ୍ଟନ ପ୍ଲେୟାର ମେଥିଆସ ବୋଇଙ୍କୁ ମନ ଦେଇଥିଲେ । ଏହି ଦୁଇଜଣ ବହୁତ ଥର ଏକା ସହ ନଜର ଆସିଛନ୍ତି । ହେଲେ ତାପସୀ ନିଜ ସମ୍ପର୍କ ବିଷୟରେ କୌଣସି ଇଣ୍ଟର୍ବ୍ୟୁରେ କହିନାହାନ୍ତି ।

ପ୍ରୀତି ଜେଣ୍ଟା ଏବଂ ବ୍ରେଟ ଲି-

ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ପ୍ରୀତି ଜେଣ୍ଟା । ଗୋଟେ ସମୟରେ ପ୍ରୀତି ଅଷ୍ଟ୍ରେଲିଆର ଫେମସ ବ୍ୟାଟ୍ସମ୍ୟାନ ବ୍ରେଟ ଲିଙ୍କୁ ମନ ଦେଇଥିଲେ । ଏହି ଦୁଇଜଣଙ୍କର ଲଭ ଅଫେୟାର ଚର୍ଚା ଗୋଟେ ସମୟରେ ବହୁତ ହୋଇଥିଲା । ହେଲେ ଗୋଟେ ଇଣ୍ଟର୍ବ୍ୟୁରେ ପ୍ରୀତି ଏହି ସମସ୍ତ କଥାକୁ ମିଛ କହି ଟାଳି ଦେଇଥିଲେ ।

ଅମୃତା ଅରୋରା ଏବଂ ଉସମାନ ଅଫଜଲ-

ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଅମୃତା ଅରୋରା । ଗୋଟେ ସମୟରେ ଅମୃତା ଅରୋରା ପାକିସ୍ତାନୀ ଖେଳାଳି ଉସମାନ ଅଫଜଲଙ୍କୁ ପ୍ରେମ କରି ବସିଥିଲେ । ଏହି ଦୁଇଜଣଙ୍କର ଲଭ ଅଫେୟାର ଗୋଟେ ସମୟରେ ବହୁତ ଚର୍ଚାରେ ଥିଲା । ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣଙ୍କର ଲଭ ଷ୍ଟୋରି ୨୦୦୪ ମସିହାରେ ଆରମ୍ଭ ହୋଇଥିଲା ଓ ୨୦୦୮ ମସିହାରେ କିଛି ବିବାଦ କାରଣରୁ ଏମାନଙ୍କ ମଧ୍ୟରେ ବ୍ରେକ ଅପ୍ ହୋଇଯାଇଥିଲା ।

ଜିନତ ଅମାନ୍


ଏହି ତାଲିକାରେ 70 ଦଶକର ସବୁଠାରୁ ଗ୍ଲାମରସ୍ ଅଭିନେତ୍ରୀ ଜିନତ ଅମାନ୍ ମଧ୍ୟ ସାମିଲ ଅଛନ୍ତି । ଜିନତ ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅଧିନାୟକ ଇମ୍ରାନ ଖାନଙ୍କୁ ଭଲ ପାଉଥିଲେ। କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ଚାଲି ପାରିଲା ନାହିଁ ଏବଂ ଦୁହେଁ ଅଲଗା ହୋଇଗଲେ ।

ତମନା ଭାଟିଆ ଏବଂ ଅବଦୁଲ ରଜାକ-

ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ଅଭିନେତ୍ରୀ ତମନା ଭାଟିଆ । ଆପଣ ମାନେ ସମସ୍ତେ ତମନାଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ଅଭିନେତ୍ରୀ ତମନା ଭାଟିଆଙ୍କ ନାମ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜକଙ୍କ ସହ ଯୋଡା ଯାଇଥିଲା । ଏହି ଦୁଇଜଣଙ୍କ ଲଭ ଅଫେୟାରର ଚର୍ଚା ସୋସିଆଲ ମିଡିଆରେ ବହୁତ ହୋଇଥିଲା । ହେଲେ ତମନ୍ନା ଏହି ସମ୍ପର୍କକୁ କେବେହେଲେ ସ୍ଵୀକାର କରି ନଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *