ଏ ହେଉଛନ୍ତି ‘ଭାବି ଜି ଘର ପର ହେ’ ର ବିଭୁତି ନାରାୟଣଙ୍କ ରିୟଲ ପତ୍ନୀ, ଦେଖିଲେ ‘ଅନିତା ଭାବି’ ଙ୍କୁ ବି ଭୁଲିଯିବେ

‘ଭାବି ଜି ଘର ପର ହେ’ ଟିଭିର ସବୁଠୁ ପପୁଲାର ସୋ ଭିତରୁ ଗୋଟେ । ଏହି ଶୋ ଜରିଆରେ ଏହି ଟିଭି ସୋର କଳାକାର ମାନେ ଲୋକଙ୍କ ମନରେ ଘର କରି ସାରିଲେଣି । ‘ଭାବି ଜି ଘର ପର ହେ’ ଟିଭିର ସବୁଠୁ ଶ୍ରେଷ୍ଟ କମେଡି ସୋ ହେଇ ସାରିଲାଣି । ଏହି ସୋର ସବୁଠୁ ଖାସ କଥା ହେଇଛି ଏହି ସୋ ର କଳାକାର ମାନେ ନିଜ ରୋଲରେ କିଛି ଏହିପରି ଭାବେ ଫିଟ ହେଇଗଲେଣି କି ଆମେ ଏବେ ତାଙ୍କୁ ସେହି ନାମରେ ଓ ରଙ୍ଗରେ ଜାଣିବାକୁ ଲାଗିଲୁଣି । ବିଭୁତି ନାରାୟଣ ମିଶ୍ରାଙ୍କ ଅଭିନୟ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ ।

ଶୋ ରେ ବିଭୁତି ନାରାୟଣ ମିଶ୍ରାଙ୍କ ଅଭିନୟ କରୁଥିବା ଆସିଫ ଶେଖ ରୀୟଲ ଲାଇଫ ରେ ବିଲକୁଲ ଅଲଗା । ଆଜି ଆମେ ଆପଣଙ୍କୁ ବିଭୁତି ନାରାୟଣ ମିଶ୍ରାଙ୍କ ସ୍ତ୍ରୀ ଙ୍କ ସହିତ ମିଳେଇବାକୁ ଯାଉଛୁ ଯିଏ ରିଲ ରେ ନୁହେଁ ରୀୟଲରେ ତାଙ୍କ ସ୍ତ୍ରୀ ।

କିଛି ଏମିତି ଅଟେ ବିଭୁତି ନାରାୟଣ ମିଶ୍ରା ଉର୍ଫ ଆସିଫ ଶେଖଙ୍କ ପରିବାର

‘ଭାବି ଜି ଘର ପର ହେ’ ଟିଭିରେ ସବୁଠୁ ଅଧିକ ଦେଖା ଯାଉଥିବା ସୋ ଅଟେ । ଏହି ସୋ ରେ ବିଭୁତି ନାରାୟଣ ମିଶ୍ରାଙ୍କ ଅଭିନୟ ଆସିଫ ସେଫ କରନ୍ତି । ତାଙ୍କର ଦମଦାର ଅଭିନୟର ସମସ୍ତେ ଫ୍ୟାନ ଅଟନ୍ତି । କିନ୍ତୁ ଆପଣ ଏହି କଥା ଜାଣି ଆଶ୍ଚର୍ଯ୍ୟ ହେବେ କି ବିଭୁତି ନାରାୟଣ ମିଶ୍ରା ଉର୍ଫ ଆସିଫ ସେଫଙ୍କର 24 ବର୍ଷୀୟ ଝିଅ ଓ 21 ବର୍ଷୀୟ ପୁଅ ମଧ୍ୟ ଅଛନ୍ତି । ଏହି ସୋ ରେ ଆସିଫ ସେଫଙ୍କୁ ଦେଖିଲେ କେହି କହିବେନି ତାଙ୍କ ବୟସ ଅଧିକ ବୋଲି ।

କିନ୍ତୁ ,ବିଭୁତି ନାରାୟଣ ମିଶ୍ରା ଊର୍ଫ ଆସିଫ ସେଫଙ୍କ ପ୍ରକୃତ ବୟସ 50 ପାଖାପାଖି ହେବ। ‘ଭାବି ଜି ଘର ପର ହେ’ ସୋରେ ସମସ୍ତଙ୍କୁ ଅନିତା ଭାବି ଓ ବିଭୁତି ନାରାୟଣଙ୍କ ଅଭିନୟ ବହୁତ୍ ପସନ୍ଦ ଲାଗିଥାଏ । ଏହି ସୋ ରେ ସୌମ୍ୟା ଟଣ୍ଡନ ବିଭୁତି ନାରାୟଣ ମିଶ୍ରାଙ୍କ ସ୍ତ୍ରୀର ଅଭିନୟ କରନ୍ତି । ଲୋକେ ଏମାନଙ୍କ ଅଭିନୟକୁ ପସନ୍ଦ କରିଥାନ୍ତି । ସୋ ରେ ବିଭୁତି ନିଜ ସ୍ତ୍ରୀକୁ ଛାଡ଼ି ପଡୋଶୀ ସ୍ତ୍ରୀ ଅଙ୍ଗୁରି ଭାବିଙ୍କୁ ଲାଇନ ମାରିବାରେ ନଜର ଆସିଥାନ୍ତି ।

ବିଭୁତି ନାରାୟଣ ମିଶ୍ରାଙ୍କ ସ୍ତ୍ରୀ ଦେଖିବାକୁ ବହୁତ ସୁନ୍ଦର

ଆସିଫ ଶେଖ ରୀୟଲ ଲାଇଫ ସ୍ତ୍ରୀ ଅନିତା ଭାବି ଊର୍ଫ ଅନୁ ଵେବି ବହୁତ ସୁନ୍ଦରୀ ଓ ଗ୍ଲାମରସ ଅଟନ୍ତି । କିନ୍ତୁ ତାଙ୍କର ରୀୟଲ ଲାଇଫ ସ୍ତ୍ରୀ ମଧ୍ୟ ସୁନ୍ଦରତା ମାମଲାରେ କିଛି କମ ନୁହନ୍ତି । ବିଭୁତି ନାରାୟଣ ମିଶ୍ରାଙ୍କ ସ୍ତ୍ରୀ ଉର୍ଫ ଆସିଫ ଶେଖଙ୍କ ସ୍ତ୍ରୀ ଙ୍କ ନାମ ଜିଭା ଶେଖ ଅଟେ । ଆସିଫ ଓ ଜିଭାଙ୍କ ବିବାହକୁ 25 ବର୍ଷ ହେଇଗଲାଣି । ଦି ଜଣଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି ଗୋଟେ ଝିଅ ଓ ଗୋଟେ ପୁଅ । ଜିଭା ହାଉସ ୱାଇଫ ଅଟନ୍ତି ଓ ଦୁଇଟି ପିଲାଙ୍କୁ ଅଭିନୟରେ ନିଜର କ୍ୟାରିୟର କରିବାକୁ ଚାହୁଁ ନାହାନ୍ତି । ସେ କିଛି ଅଲଗା କାମ କରିବାକୁ ଚାହୁଁଛନ୍ତି ।

ବିଭୁତି ନାରାୟଣ ମିଶ୍ରାଙ୍କ ସ୍ତ୍ରୀ ଯେଉଁଠି ଘରର ସବୁ କାମ ସମ୍ଭାଳିଛନ୍ତି ଓ ସେଇଠି ତାଙ୍କ ଝିଅ ମରୟମ ନିଜର ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଚଳାଇଛନ୍ତି । ଆଶିଫ ସେଫଙ୍କ ପୁଅ ନିର୍ଦ୍ଦେଶନା କ୍ଷେତ୍ରରେ କାମ କରୁଛନ୍ତି।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି କିଛି ନୂଆ ନୂଆ ପୋସ୍ଟ ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *