ବିବାହିତ ହୋଇ ମଧ୍ୟ Bollywood ର ଏହି 4 ଜଣ ଷ୍ଟାର ପିଲା ଜନ୍ମ କରିବା ପାଇଁ ନେଲେ ସେରୋଗେସୀ ର ସାହାରା, ନମ୍ବର 4 ଙ୍କ ନାମ ଜାଣିଲେ ତ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ଏହି ସଂସାରର ସମସ୍ତ ମଣିଷ ନିଶ୍ଚୟ ନିଜ ଜୀବନରେ ମା ବା ବାପା ହେବା ପାଇଁ ଇଛା କରିଥାଏ । ହେଲେ କେତେଜଣ ଦମ୍ପତ୍ତି ଏମିତି ମଧ୍ୟ ଅଛନ୍ତି ଯେଉଁ ମାନଙ୍କ ଭାଗ୍ୟରେ ଏହି ସୁଖ ରହିନଥାଏ । ଏଥିପାଇଁ ଉଭୟ ସ୍ତ୍ରୀ ବା ପୁରୁଷ ଦାୟୀ ହୋଇଥାନ୍ତି । ହେଲେ ବର୍ତ୍ତମାନ ଯୁଗ ବଦଳି ଯାଇଛି । ବର୍ତ୍ତମାନର ସମୟରେ ବହୁତ ଲୋକ ସରୋଗେସୀ ମାଧ୍ୟମରେ ନିଜର ଛୁଆ ପାଇବାର ଇଛାକୁ ପୂରଣ କରୁଛନ୍ତି । ସରୋଗେସୀ ଏକ ଏମିତି ପ୍ରକ୍ରିୟା ଅଟେ ଯେଉଁଥିରେ ଆପଣଙ୍କୁ ଏକ ଅନ୍ୟ ଗର୍ଭର ଆବଶ୍ୟକତା ପଡିଥାଏ । ଆପଣ ଚାହିଁଲେ ଅନ୍ୟ ଏକ ଗର୍ଭର ସହାୟତାରେ ବାପା ବା ମା ହେବାର ସୁଖ ପାଇ ପାରିବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ସରୋଗେସୀର ସାହାର ନେଇ ପିତା ବା ମାତା ହୋଇ ପାରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଲିଉଡ ଷ୍ଟାର ମାନଙ୍କ ବିଷୟରେ ।


କରନ ଜୋହର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଡାଇରେକ୍ଟର ବା ପ୍ରଡ୍ୟୁସର କରନ ଜୋହର । ଫିଲ୍ମ ମେକର କରନ ଜୋହର ମଧ୍ୟ ସେରୋଗେସୀ ମାଧ୍ୟମରେ ଦୁଇଟି ଜୁଡୁବା ଛୁଆଙ୍କର ବାପା ହୋଇ ପାରିଛନ୍ତି । ଏହି ଛୁଆଙ୍କ ମଧ୍ୟରେ ଜଣେ ପୁଅ ଓ ଜଣେ ଝିଅ ରହିଛି । ସେମାନଙ୍କର ନାମ ହେଉଛି ୟଶ ଏବଂ ରୁହି । କାରଣ ଜୋହର ନିଜ ଛୁଆଙ୍କୁ ବହୁତ ଅଧିକ ଭଲ ପାନ୍ତି ଓ ବଲିଉଡର ବହୁତ ଇଭେଣ୍ଟରେ ସେ ନିଜ ଛୁଆ ମାନଙ୍କ ସହ ନଜର ଆସିଛନ୍ତି ।

ସୋହେଲ ଖାନ- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସୋହେଲ ଖାନଙ୍କୁ ନିଶ୍ଚୟ ଜାଣିଥିବେ । ସୋହେଲ ଖାନ ସଲମାନ ଖାନଙ୍କର ସାନ ଭାଇ ଅଟନ୍ତି ଓ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ସୋହେଲ ଓ ତାଙ୍କ ପତ୍ନୀ ସୀମା ମଧ୍ୟ ସରୋଗେସୀର ସାହାରା ନେଇଥିଲେ । ଏହି ଦମ୍ପତ୍ତିଙ୍କର ପ୍ରଥମ ଛୁଆ ଜନ୍ମ ହୋଇ ସାରିଛି ଯାହାର ନାମ ହେଉଛି ନିର୍ବାନ, ହେଲେ ୧୦ ବର୍ଷ ପରେ ଏମାନେ ଅନ୍ୟ ଏକ ଛୁଆକୁ ଜନ୍ମ କରିପାରି ନଥିଲେ, ଯାହାଫଳରେ ଏମାନେ ସରୋଗେସୀର ସାହାରା ନେଇଥିଲେ । ସରୋଗେସୀରେ ଜନ୍ମ ହୋଇଥିବା ତାଙ୍କ ଛୁଆର ନାମ ହେଉଛି ୟୁହାନ ।


ସନି ଲିଓନି- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବାଲୁଡ ଅଭିନେତ୍ରୀ ସନି ଲିଓନି । ୨୦୧୭ରେ ସନି ଏକ ଝିଅକୁ ଆଡପ୍ଟ କରିଥିଲେ । ଏହା ପରେ ସେ ୨୦୧୮ରେ ସରୋଗେସୀ ମାଧ୍ୟମରେ ଦୁଇଟି ଜୁଡୁବା ଛୁଆଙ୍କୁ ଜନ୍ମ କରିଥିଲେ । ସନି ଅଧିକାଂଶ ସମୟ ନିଜ ଛୁଆ ମାନଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରୁଥିବାର ନଜର ଆସିଛନ୍ତି ।


ଶାହାରୁଖ ଖାନ- ଆମ ଲିଷ୍ଟରେ ଶେଷ ସ୍ଥାନରେ ଅଛନ୍ତି ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ । ଶାହରୁଖ ଓ ତାଙ୍କ ପତ୍ନୀ ଗୌରୀ ପ୍ରଥମେ ଦୁଇଟି ଛୁଆଙ୍କୁ ଜନ୍ମ ଦେଇ ବଲିଉଡରେ ସର୍ବ ପ୍ରଥମେ ସରୋଗେସୀର ସାହାରା ନେଇଥିଲେ । ଶାହରୁଖଙ୍କର ତୃତୟ ପିଲାର ନାମ ହେଉଛି ଆବ୍ରାହମ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *