ସ୍ୱାମୀକୁ ପ୍ରେମିକା ସହ ବୁଲୁଥିବାର ଦେଖି ବିଚ୍ ରାସ୍ତାରେ ସ୍ୱାମୀକୁ ଗୋ-ଡେ-ଇ ଗୋ-ଡେ-ଇ ପି-ଟି-ଲା ସ୍ତ୍ରୀ, ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ସାଧାରଣତଃ ଏହି ସବୁ ଘ-ଟ-ଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭା-ଇ-ରା-ଲ ହେଉଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସବୁ ଘ-ଟ-ଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି କିଛି ଦିନ ହେବ ଏକ ଭି-ଡି-ଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଏହି ଭି-ଡି-ଓ-ରେ ଗୋଟେ ପୁରୁଷ ତାର ପ୍ରେମିକା ସହ ବୁଲୁଥିବାରୁ ତାର ସ୍ତ୍ରୀ ରାସ୍ତା ଉପରେ ଗୋ-ଡା-ଇ ଗୋ-ଡା-ଇ ପି-ଟୁ ଥିବାର ନଜର ଆସିଛି । ବନ୍ଧୁଗଣ ଏହି ଘ-ଟ-ଣାଟି ହେଉଛି ମେରଟର ।

ଏହି ଘ-ଟ-ଣାର ଭି-ଡି-ଓ ସୋସିଆଲ ମି-ଡି-ଆ-ରେ ବହୁତ ଅଧିକ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ । ବନ୍ଧୁଗଣ ମେରଟରେ ହୋଇଥିବା ଏହି ଘ-ଟ-ଣା-ଟି ହେଉଛି ଏକ ସ୍ଵାମୀ ପ-ର ମହିଳା ସହ ବୁଲୁଥିବାରୁ ସ୍ତ୍ରୀ ରାସ୍ତା ମଝିରେ ସ୍ଵାମୀଙ୍କୁ ପି-ଟି ଛନ୍ତି । ଏହାପରେ ପୋ-ଲି-ସ ସେମାନଙ୍କୁ ଥା-ନା-କୁ ଆଣିଥିଲେ । ଉଭୟ ଦମ୍ପତ୍ତି ପରସ୍ପର ବି-ରୋ-ଧ-ରେ ଥା-ନା-ରେ ଅ-ଭି-ଯୋ-ଗ କରିଛନ୍ତି ।

ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ଏହି ଯୁବକ ଜଣକ ମୁଜାଫରନଗରର ବାସିନ୍ଦା ଅଟନ୍ତି ଏବଂ ମେରଟରେ ଏକ ଘରୋଇ ଡାକ୍ତରଖାନା ଚଳାନ୍ତି । ମେରଟର ଗ-ର-ହ ରୋଡରେ ଥିବା ନନ୍ଦିନୀ ପ୍ଲାଜାରେ ଏହି ପୁରୁଷ ଜଣକ ନିଜ ପ୍ରେମିକାଙ୍କ ସହ ପହଞ୍ଚି ଥିଲେ ଓ କିଛି ସମୟ ପରେ ତାଙ୍କ ପତ୍ନୀ ମଧ୍ୟ ନନ୍ଦିନୀ ପ୍ଲାଜାରେ ପହଞ୍ଚିଥିଲେ ଏବଂ ନିଜ ସ୍ୱାମୀଙ୍କୁ ଅନ୍ୟ ଯୁବତୀ ସହ ଧରିଥିଲେ ।

ବନ୍ଧୁଗଣ ଏହାପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ ବଡ ଝ-ଗ-ଡା ହୋଇଥିଲା । ବିଚ୍ ବଜାରରେ ହିଁ ପତି-ପତ୍ନୀ ମଧ୍ୟରେ ହ-ଙ୍ଗା-ମା ହୋଇଥିଲା । ଦୁହେଁ ରାସ୍ତାରେ ହିଁ ମା-ର-ପି-ଟ କରିଥିଲେ । ହ-ଙ୍ଗା-ମା ଚାଲିଥିବା ବେଳେ ଯୁବକଙ୍କ ପ୍ରେମିକା ମଉକା ଦେଖି ଘ-ଟ-ଣା-ସ୍ଥଳରୁ ଫେ-ରା-ର ହୋଇଯାଇଥିଲେ ।

ଏହାପରେ ସୂଚନା ମିଳିବା ପରେ ନଚନ୍ଦୀ ପୋ-ଲି-ସ ପହଞ୍ଚି ସେମାନଙ୍କୁ ପୋ-ଲି-ସ ଷ୍ଟେ-ସ-ନ-କୁ ଆଣିଥିଲେ । ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ଏହା ଜଣା ପଡିଛି ଯେ, ଉକ୍ତ ପୁରୁଷଙ୍କ ସ୍ତ୍ରୀ ତଥା ମହିଳା ଜଣକ କାନସି ରାମ କଲୋନୀର ବାସିନ୍ଦା ଅଟନ୍ତି । ଉକ୍ତ ପୁରୁଷଙ୍କ ସ୍ତ୍ରୀ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଦୁଇ ମାସ ଧରି ଅନ୍ୟ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ।

ଉକ୍ତ ପୁରୁଷଙ୍କ ସ୍ତ୍ରୀଙ୍କ ମତରେ, ବିବାହ ପରେ ତାଙ୍କ ସ୍ୱାମୀ ଜାଇଡି ସୋସାଇଟିରେ ଏକ ଭଡା ଘରେ ରହିବା ଆରମ୍ଭ କରିଥିଲେ । ପ୍ରାୟ ଦେଢ ମାସ ପୂର୍ବରୁ ସେ କାନସି ରାମ କଲୋନୀ ଛାଡିଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ଏକ ମହିଳାଙ୍କ ସହ ଯୋଗାଯୋଗରେ ଅଛନ୍ତି । ସେ ଯୁବତୀମାନଙ୍କୁ ଫ-ସେ-ଇ ଛାଡି ଦିଅନ୍ତି । ତେବେ ଯୁବକ ଜଣକ କହିଛନ୍ତି ଯେ, ମହିଳା ଜଣକ ତାଙ୍କୁ ବି-ଭ୍ରା-ନ୍ତ କରିଛନ୍ତି ଓ ତାଙ୍କର ତିନୋଟି ସନ୍ତାନ ମଧ୍ୟ ଅଛନ୍ତି ।

କିନ୍ତୁ ଏହି ଜିନିଷ ଲୁଚି ରହିଥିଲା । ତେଣୁ ଛା-ଡ-ପ-ତ୍ର ମା-ମ-ଲା ଚାଲିଛି । ସେ ତାଙ୍କୁ ନିଜ ଜା-ଲ-ରେ ଫ-ସେ-ଇ-ବା-କୁ ଚାହୁଁଛନ୍ତି । ଏହି ମା-ମ-ଲା-ରେ ସିଓ ସିଭିଲ ଲାଇନ ଦେବେଶ ସିଂ କହିଛନ୍ତି ଯେ ଉଭୟ ପକ୍ଷ ପରସ୍ପରକୁ ଦା-ୟୀ କରୁଛନ୍ତି । ଅ-ନୁ-ସ-ନ୍ଧା-ନ ପରେ ତଥ୍ୟ ଆଧାରରେ କା-ର୍ଯ୍ୟା-ନୁ-ଷ୍ଠା-ନ ଗ୍ରହଣ କରାଯିବ ।

ଏହା ଉପରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *