ACF Soumyaranjan ଡେଥ ମିଷ୍ଟ୍ରି: ଖୋଲିଲା ବିଦ୍ୟାଙ୍କ ଗୁମର, ବିବାହ ପୂର୍ବରୁ ସବୁ କିଛି ହେଇ ସାରିଥିଲା ପ୍ଲାନିଂ, ଦେଖନ୍ତୁ Video

ବନ୍ଧୁଗଣ ସୋମ୍ୟଙ୍କ ମୃ-ତ୍ୟୁ ପଛରେ ବିଦ୍ୟାଙ୍କ ହାତ ଅଛି ବୋଲି ସୋମ୍ୟଙ୍କ ପରିବାର ଲୋକ ପ୍ରଥମ ଦିନରୁ ହିଁ କହୁଛନ୍ତି । କାରଣ ଏହି ମାମଲାରେ ଜବତ ହୋଇଥିବା ସମସ୍ତ ପ୍ରମାଣ ପତ୍ର ବିଦ୍ୟା ଭାରତୀଙ୍କ ବିରୋଧରେ ଅଛି ।

ଏହା ସହିତ ବିଦ୍ୟାଙ୍କ ଅତୀତର ସମସ୍ତ ରହସ୍ୟ ବର୍ତ୍ତମାନ ଧୀରେ ଧୀରେ ସମସ୍ତଙ୍କ ସାମ୍ନାକୁ ଆସୁଛି । ବନ୍ଧୁଗଣ ବିଦ୍ୟା ବିବାହ ପୂର୍ବରୁ ଅନେକ ପୁଅ ମାନଙ୍କ ସହ ଖରାପ ସମ୍ପର୍କ ରଖିଥିଲେ ଏହା ବିଷୟରେ ତାଙ୍କ ବାପା ମଧ୍ୟ ଜାଣିଥିଲେ । ହେଲେ ତାଙ୍କ ଜୀବନରେ ଜ୍ୟୋତି ନାମକ ଏକ ଯୁବକ ଥିଲେ ଯାହାଙ୍କ ନାମ ବର୍ତ୍ତମାନ ଉଠିଛି । ଏହି ଯୁବକଙ୍କ ସହ ବିଦ୍ୟା ପ୍ରେମ ସମ୍ପର୍କରେ ରହିଥିଲେ ।

ବିଦ୍ୟାଙ୍କ ଜୀବନରେ ଏହି ଯୁବକ ଜଣକଙ୍କ ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଥିଲା ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ବିବାହ ପୂର୍ବରୁ ବିଦ୍ୟା ଜ୍ୟୋତି ନାମକ ଏକ ଯୁବକଙ୍କ ସହ ପ୍ରେମ ସ-ମ୍ବ-ନ୍ଧ ରଖିଥିଲେ ।

ଏହି ଦୁଇଜଣ ପରସ୍ପର ସହ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇ ଥିଲେ ଓ ଏମାନଙ୍କ ଘର ଲୋକ ଏହି ସମ୍ପର୍କ ପାଇଁ ରାଜି ଥିଲେ । ହେଲେ ବିବାହ ପୂର୍ବରୁ ଏହି ଦୁଇଜଣଙ୍କ ଜାତକରେ କିଛି ତ୍ରୁଟି ପରିଲଖିତ ହୋଇଥିଲା । ବିଦ୍ୟାଙ୍କ ଜାତକରେ ଥିଲା ସେ ଯାହାକୁ ବି ବିବାହ କରିବେ ସେ ମୃ-ତୁ ବରଣ କରିବେ ଓ ବିଦ୍ୟା ବିଧବା ହେବେ ।

ଆମର ହିନ୍ଦୁ ଧର୍ମରେ ଯଦି କୌଣସି ମହିଳାଙ୍କ ଜାତକରେ ଏହିପରି ତ୍ରୁଟି ପରିଲକ୍ଷିତ ହୁଏ ତା ହେଲେ ସେହି ମହିଳାଙ୍କୁ ସହଡା ଗଛ ସହ ବିବାହ କରିବାକୁ ହୁଏ । ହେଲେ ବିଦ୍ୟାଙ୍କ ବାପା ସାହାଡା ଗଛ ଜାଗାରେ ସୋମ୍ୟ ରଞ୍ଜନଙ୍କୁ ନିଜ ଝିଅ ପାଇଁ ବାଛି ଥିଲେ । ସୋମ୍ୟଙ୍କ ସହ ବିଦ୍ୟାଙ୍କ ବିବାହ ହେଲେ ସୋମ୍ୟଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ବିଦ୍ୟାଙ୍କ ଘର ଲୋକ ପୂର୍ବରୁ ଜାଣିଥିଲେ ।

ହେଲେ ଏହା ସତ୍ବେ ସେ ବିଦ୍ୟାଙ୍କ ସହ ସୋମ୍ୟଙ୍କ ବିବାହ କରିଥିଲେ । ସାଧାରଣତଃ ବିବାହ ପରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥାଏ । ହେଲେ ବିଦ୍ୟା ନିଜ ସ୍ଵାମୀ ସୋମ୍ୟଙ୍କ ସହ ଏକ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ନରଖିବା ପାଇଁ କହିଥିଲେ । ବିଦ୍ୟା ଚାହୁଁ ଥିଲେ ସେ ସୋମ୍ୟଙ୍କ ସହ ବିବାହ କରି ନିଜ ତ୍ରୁଟି ଭାଙ୍ଗିବେ ଓ ସତୀ ହୋଇ ରହିବେ ।

ଖରାପ ତ୍ରୁଟି ଭାଙ୍ଗିବା ପରେ ବୋଧେ ବିଦ୍ୟା ସେହି ଯୁବକଙ୍କ ସହ ବିବାହ କରିଥାନ୍ତେ ।  ତେଣୁ ବନ୍ଧୁଗଣ ପୋଲିସକୁ ଏହାର ତଦନ୍ତ ଠିକ ଭାବରେ କରିବା ଉଚିତ ଓ ବିଦ୍ୟାଙ୍କ ଅତୀତରେ ହୋଇଥିବା ସମସ୍ତ ଘଟଣାକୁ ଗୁରୁତ୍ଵ ଦେବା ଉଚିତ । ବନ୍ଧୁଗଣ ଏହି ପ୍ରସଙ୍ଗ ରେ ଆପଣଙ୍କ ମତାମତ କଣ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *