2021 ରେ ଏହି ହ୍ୟାଣ୍ଡସମ ଅଭିନେତାଙ୍କୁ ବିବାହ କରିବେ TV ସିରିଏଲ ସାଥ ନିଭାନା ସାଥୀୟା ର Actress ଗୋପୀ ବୋହୁ

ଆପଣମାନେ ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ସିରିଏଲ ସାଥ ନିଭାନା ସାଥୀୟା ତ ନିଶ୍ଚୟ ଦେଖିଥିବେ । ସେହି ସମୟରେ ଏହା ସବୁଠୁ ପପୁଲାର ସୋ ମଧ୍ୟରେ ଗୋଟିଏ ଥିଲା । ଘରେ ଏହି ସୋ କୁ ବହୁତ ପସନ୍ଦ କରା ଯାଉଥିଲା । ଏହା ସହିତ ଏହି ସିରିଏଲ ର ଷ୍ଟାର ମାନେ ବି ଘରେ ଘରେ ବହୁତ ଲୋକପ୍ରିୟ ହୋଇ ଯାଇଥିଲେ । ଏହି ସିରିଏଲ ଗୋଟିଏ ଚରିତ୍ର ଥିଲା ଗୋପୀ ବୋହୁ ।

ଯାହା ଏହି ସିରିଏଲ ର ଲୀଡ ରୋଲ ଥିଲା । ସେହି ସମୟରେ ଘରେ ଘରେ ଗୋପୀ ବୋହୁ ସମସ୍ତଙ୍କର ପ୍ରିୟ ହୋଇଥିଲେ । ଏମିତିକି ଲୋକମାନେ ଗୋପୀ ବୋହୁ କ୍ୟାରେକ୍ଟର ରେ ଏତେ ପ୍ରଭାବିତ ହୋଇଥିଲେ କି ସମସ୍ତେ ଚାହୁଁଥିଲେ ତାଙ୍କୁ ଗୋପୀ ବୋହୁ ପରି ବୋହୁ ଟେ ମିଳୁ । ଏହି ଗୋପୀ ବୋହୁ ର ଅଭିନୟ କରିଥିଲେ ଜିୟା ମାନିକ୍ ।

ଜିୟା ମାନିକ୍ ଟିଭି ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଯାହାଙ୍କୁ ଦର୍ଶକମାନେ ଗୋପୀ ବୋହୂ ରୂପରେ ଜାଣିଛନ୍ତି । ସେ ଷ୍ଟାରପ୍ଲସ୍ ର ଲୋକପ୍ରିୟ ଧାରାବାହିକ “ସାଥ୍ ନିଭାନା ସାଥିୟାଁ” ରେ ଅଭିନୟ କରିଥିଲେ । ଏହି ଚରିତ୍ର ଦ୍ଵାରା ତାଙ୍କୁ ଖୁବ ପସନ୍ଦ କରା ଯାଉଥିଲା । ଏହି ଧାରାବାହିକ ରୁ ଜିୟା ଙ୍କୁ ନିଜର ଅସଲ ପରିଚୟ ମିଳିଥିଲା ।

ବର୍ତ୍ତମାନ ରେ ଜୀୟା, ଜି ଟିଭି ର ଧାରାବାହିକ “ମନ୍ ମୋହିନୀ” ରେ ଗୋପିକା ଚରିତ୍ରରେ ଅଭିନୟ କରୁଛନ୍ତି । ବହୁତ ଦୀର୍ଘ ସମୟ ପରେ ଜିୟା ଟିଭି ଇଣ୍ଡଷ୍ଟ୍ରି କୁ ଫେରିଛନ୍ତି । ଏହା ପୂର୍ବରୁ ସେ ଧାରାବାହିକ “ବଡି ଦୂର୍ ସେ ଆୟା ହେ’ ରେ ନଜର ଆସିଥିଲେ । କହି ରଖୁଛୁ କି ଜିୟା ମାନିକ, ଅଭିନେତା ନିଶାନ୍ତ ସିଂ ମଲକାନି ଙ୍କୁ ଡେଟ୍ କରୁଛନ୍ତି ।

ସେ ବି ଏକ ଟିଭି ଅଭିନେତା ହୋଇଥିବା ବେଳେ ଦୁଇ ଜଣ ଏକା ସାଥିରେ ବହୁତ ଭଲ ଦେଖା ଯାଉଛନ୍ତି । କିଛି ଦିନ ପୂର୍ବରୁ ଏଇ ଦୁଇ ଜଣଙ୍କୁ ଇଣ୍ଡୋନେସିଆ ରେ ଏକା ସାଥିରେ ଦେଖିବାକୁ ମିଳିଥିଲା । ଆଉ ସୁଇଜରଲ୍ୟାଣ୍ଡ ରେ ମଧ୍ୟ ଦୁଇ ଜଣଙ୍କୁ ଏକା ସାଥିରେ ସମୟ ବିତାଉଥିବା ର ଦେଖିବାକୁ ମିଳିଥିଲା ।

ଏହି ଦୁଇ ଜଣଙ୍କ ଫଟୋ ଗୁଡ଼ିକୁ ଇଣ୍ଟରନେଟ୍ ରେ ବହୁତ ପସନ୍ଦ କରା ଯାଉ ଥିବାର ଦେଖାଯାଏ । ଏବେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଅପେକ୍ଷା କରି ରହିଛନ୍ତି ଜିୟା ଓ ନିଶାନ୍ତ କେବେ ବିବାହ କରିବେ । ତେବେ ଆପଣଙ୍କୁ ଜିୟା ଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *