ଏହି ୨ ବ୍ଲଡ୍‌ ଗୃପ୍‌ ଥିବା ବ୍ୟକ୍ତିଙ୍କ ପାଇଁ ଘାତକ ହୋଇପାରେ କରୋନା ଭାଇରସ୍, ଚେତାଇଲେ ବିଶେଷଜ୍ଞ

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନା ମହାମାରୀର ଦ୍ଵିତୀୟ ଲହର ନିଜ କୋପ ବର୍ଷାଇଛି । ଭାରତରେ ଚିହ୍ନଟ ହୋଇଥିବା P1617 variant ଦ୍ରୁତ ଗତିରେ ମାଡି ଚାଲିଛି ।

ଏହା ସମଗ୍ର ବିଶ୍ଵ ପାଇଁ ହୋଇଛି ଚିନ୍ତାର କାରଣ । ବନ୍ଧୁଗଣ WHO ମଧ୍ୟ ଏନେଇ ଚିନ୍ତା ପ୍ରକାଶ କରିଛି । ଏହା ମଧ୍ୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । କାଉନ୍ସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ ଅନୁସାରେ ଜଣା ପଡିଛି ଯେ, କିଛି ନିର୍ଦ୍ଧିଷ୍ଟ ବ୍ଲଡ଼ ଗ୍ରୁପର ବ୍ୟକ୍ତିଙ୍କୁ ଏହି ଡବଲ ମ୍ୟୁଟେଣ୍ଟ ଭାଇରସ ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି ।

ବନ୍ଧୁଗଣ କେଉଁ ସବୁ ବ୍ଲଡ଼ ଗ୍ରୁପକୁ ହେଉଛି ଅଧିକ ସଂକ୍ରମଣ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।ବନ୍ଧୁଗଣ କାଉନ୍ସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚରୁ ଜଣା ପଡିଛି ଯେ, AB ଓ B ବ୍ଲଡ଼ ଗ୍ରୁପର ଲୋକ ମାନଙ୍କୁ ଅଧିକ ସଂକ୍ରମଣ ହେଉଛି । ତେଣୁ ଏହି ବ୍ଲଡ଼ ଗ୍ରୁପର ଲୋକ ମାନଙ୍କୁ ଅଧିକ ସତର୍କ ରହିବା ନିହାତି ଆବଶ୍ୟକ ।


ଏହି ରିସର୍ଚରେ ଏହା ମଧ୍ୟ କୁହାଯାଇଛି, କରୋନାରେ ସବୁଠାରୁ କମ ପ୍ରଭାବିତ ହୋଇଛନ୍ତି O ବ୍ଲଡ଼ ଗ୍ରୁପର ଲୋକମାନେ । ଏହି ବ୍ଲଡ଼ ଗ୍ରୁପର ଲୋକ ମାନେ ଅତି କମ ଲକ୍ଷଣ ସହ ଚିହ୍ନଟ ହେଉଛନ୍ତି । ଏହି ରିପୋର୍ଟ ପାଇଁ ସାରା ଦେଶର କରୋନା ରୋଗୀଙ୍କୁ ନେଇ ସର୍ଭେ ହୋଇଛି । କାଉନ୍ସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ ଅନୁସାରେ, ନିରାମିଷ ଖାଉଥିବା ବ୍ୟକ୍ତିଙ୍କ ତୁଳନାରେ ଆମିଷ ଖାଉଥିବା ବ୍ୟକ୍ତି ମାନଙ୍କୁ ଏହି ଭାଇରସରେ ଶୀଘ୍ର ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି । ଏହି ରିସର୍ଚ ଦେଶର ୧୦ ହଜାର ଲୋକଙ୍କ ନମୁନାକୁ ନେଇ ଆଧାରିତ ହୋଇଛି ।

ବନ୍ଧୁଗଣ ଏଥିରେ ଜଣା ପଡିଛି ଯେ, ଆମିଷ ଖାଉଥିବ ରୋଗୀଙ୍କ ସଂଖ୍ୟା ନିରାମିଷ ଖାଉଥିବା ରୋଗୀଙ୍କ ଠାରୁ ବହୁତ ଅଧିକ । ଏହାର କାରଣ ହେଉଛି ଆମିଷ ଖାଦ୍ୟ ଅପେକ୍ଷା ନିରାମିଷ ଖାଦ୍ୟରେ ବହୁତ ଅଧିକ ଫାଇବର ରହିଛି । ବନ୍ଧୁଗଣ ଫାଇବର ଯୁକ୍ତ ଖାଦ୍ୟ ହେଉଛି ଏକ ଏନ୍ଟି-ଇନ୍ଫାମେଟୋରି ଯାହା ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ । କାଉନ୍ସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ ଅନୁସାରେ, କରୋନା ମହାମାରୀରେ ଅଧିକ ସଂକ୍ରମିତ ହେଉଥିବା ଲୋକ ମାନେ ହେଉଛନ୍ତି AB ବ୍ଲଡ଼ ଗ୍ରୁପର ଲୋକମାନେ । ଏହା ସହିତ B ବ୍ଲଡ଼ ଗ୍ରୁପର ଲୋକମାନେ ଟିକେ କମ ସଂଖ୍ୟାରେ ସଂକ୍ରମିତ ହେଉଛନ୍ତି ।

ଅନ୍ୟ ପକ୍ଷରେ ସବୁଠାରୁ କମ ସଂକ୍ରମିତ ହୋଇଛନ୍ତି O ବ୍ଲଡ଼ ଗ୍ରୁପର ଲୋକମାନେ । ତେଣୁ ବନ୍ଧୁଗଣ ଯଦି ଆପଣ ମାନଙ୍କର AB ବା B ବ୍ଲଡ଼ ଗ୍ରୁପ ରହିଛି ତା ହେଲେ ଆପଣ ଅଧିକ ସତର୍କ ରୁହନ୍ତୁ । ଏହା ସହିତ ଏହି ସମ୍ପର୍କ ବିଷୟରେ ଅନ୍ୟ ମାନଙ୍କୁ ନିଶ୍ଚୟ ଜଣାନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *