କରୋନାରେ ମୃ-ତ୍ୟୁ ଭାଇରସ ରେ ହେଉ ନାହିଁ, ଇନଫ୍ଲାମେସନ ପାଇଁ ହେଉଛି, ଜାଣନ୍ତୁ ଏହା କଣ ଓ କଣ ଅଟେ ଏହାର ଚିକିତ୍ସା- Dr Bimal Chhajer

ବନ୍ଧୁଗଣ ବିଗତ ବର୍ଷ ଦେଶରେ ବ୍ୟାପିଥିବା ଭୟଙ୍କର ମହାମାରୀ କୋରନା ର ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଠିକ ହୋଇନାହିଁ । ଏହି ପରିସ୍ଥିତି ଦିନକୁ ଦିନ ଅଧିକ ବିକଟ ହେବାରେ ଲାଗିଛି ।

ଲକ୍ଷ ଲକ୍ଷ ଲୋକ ଏହି କୋରନା ମହାମାରୀ ରେ ସଂକ୍ରମିତ ହେଉଛନ୍ତି ଏବଂ ନିଜର ପ୍ରାଣ ହରାଉଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଡାକ୍ତର ଙ୍କ ଅନୁସାରେ କୌଣସି ବ୍ୟକ୍ତି କୋରନା ମହାମାରୀ ରେ ମୃ-ତ୍ୟୁ ବରଣ କରୁ ନାହାନ୍ତି । କୋରନା ରେ ଆକ୍ରାନ୍ତ ହେବା ପରେ ଶରୀର ରେ ହେଉଥିବା ଇଂଫ୍ଲାମେସନ୍ କାରଣରୁ ଲୋକ ମାନଙ୍କ ମୃ-ତ୍ୟୁ ଘଟୁଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଯେତେବେଳେ କୌଣସି ବ୍ୟକ୍ତି କୋରନା ମହାମାରୀ ରେ ଆକ୍ରାନ୍ତ ହେଉଛି ତେବେ ସେହି ବ୍ୟକ୍ତି ର ଫୁସଫୁସ କୁ ଏହା ପ୍ରଭାବିତ କରୁଛି । ପରେ ଏହା ଶରୀର ରେ ଇଂଫ୍ଲାମେସନ୍ ସୃଷ୍ଟି କରୁଛି । ଉଦାହରଣ ସ୍ଵରୂପ ଯଦି ଆମ ଶରୀରର କୌଣସି ସ୍ଥାନରେ କ୍ଷତ ହେଉଛି ତେବେ ସେହି ସ୍ଥାନ କିଛି ଦିନ ପରେ ଫୁଲି ଯାଉଛି ।

ତା’କୁ ଇଂଫ୍ଲାମେସନ୍ କୁହାଯାଏ । ସେହିପରି ଏହା ଫୁସଫୁସ ରେ ହେବା ଦ୍ବାରା ଶରୀର ରେ ତାପ ଅଧିକ ହୋଇଥାଏ, ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ ଏବଂ ଯାହା ଫଳ ରେ ବ୍ୟକ୍ତି ଅକ୍ସିଜେନ ଆବଶ୍ୟକ କରିଥାଏ ଓ ନିମୋନିଆ ହେବାର ମଧ୍ୟ ସମ୍ଭାବନା ରହିଥାଏ ।

ଅକ୍ସିଜେନ ଅଭାବ ରୁ ବ୍ୟକ୍ତି ମୃ-ତ୍ୟୁ ବରଣ କରିଥାଏ । ଏହାର ଗୋଟିଏ ମାତ୍ର ଉପାୟ ରହିଛି ବ୍ୟକ୍ତି କୁ ଷ୍ଟେରଏଡ଼ ଦେବା । ଯେତେବେଳେ ବ୍ୟକ୍ତି ଅକ୍ସିଜେନ ର ଆବଶ୍ୟକ କରିଥାଏ ସେତେବେଳେ ଷ୍ଟେରଏଡ଼ ଦିଆ ଯାଇଥାଏ ।

କିନ୍ତୁ ଯଦି ଦୁଇ ତିନି ଦିନ ପୂର୍ବରୁ ହିଁ ବ୍ୟକ୍ତି କୁ ଷ୍ଟେରଏଡ଼ ଦିଆଯିବ ତାହେଲେ ହିଁ ବ୍ୟକ୍ତି ର ଜୀବନ କୁ ବଞ୍ଚାଯାଇ ପାରିବ । ନଚେତ ଅକ୍ସିଜେନ ଅଭାବ ରୁ ବ୍ୟକ୍ତି ର ମୃ-ତ୍ୟୁ ଘଟିଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *