ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସଂସାର ରେ ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର କୁ ପ୍ରାୟତଃ ସମସ୍ତେ ବିଶ୍ୱାସ କରିଥାନ୍ତି।ଏଥିରେ ଲେଖା ଯାଇଥିବା ଅଧିକାଂଶ କଥା ସତ୍ୟ ପ୍ରମାଣିତ ମଧ୍ୟ ହୋଇଥାଏ।ତେବେ ଏଥିରେ କିଛି ଏହି ପରି ଲେଖା ଯାଇଥାଏ କି ଯାହାକୁ ପଢିବା ଓ ଜାଣିବା ଦ୍ଵାରା ଲୋକମାନେ ବହୁତ ହୋଇଥାନ୍ତି।ଏହାକୁ ଜାଣିବା ଦ୍ଵାରା ଲୋକ ମାନେ ସର୍ବଦା ସତର୍କ ହୋଇ ରହିଥାନ୍ତି।ନିଜର ଖରାପ ସମୟ ଆସିବା ପୂର୍ବରୁ ସେମାନେ କିଛି ସଂକେତ ପାଇଁ ଯାଇ ଥାଆନ୍ତି।ଶାସ୍ତ୍ର ରେ କିଛି ଜିନିଷ କୁ କରିବାକୁ ବାରଣ କରାଯାଇଛି।କିନ୍ତୁ ଆପଣ ଯଦି ଏହାକୁ ନ ମାନି କରି ଚଳନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ବହୁତ ବଡ଼ ସଙ୍କଟ ଦେଖା ଦେଇଥାଏ।ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ ହୋଇଥାଏ।
ଯେଉଁ ମାନେ ଏହାକୁ ମାନିକରି ଚାଲିଥାନ୍ତି ସେମାନେ ଭବିଷ୍ୟତରେ ବହୁତ ଖୁସି ରେ ଓ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିଥାନ୍ତି।ତେବେ ବନ୍ଧୁଗଣ ଶାସ୍ତ୍ର ରେ କୁହାଯାଇଛି ଯେ ଆପଣଙ୍କ ଘରେ କିଛି ଏପରି ଜିନିଷ ଅଛି ଯାହାକୁ କଦାପି କାହାକୁ ଦାନ କରିବା ଉଚିତ ନୁହେଁ।ଦାନ ସ୍ୱରୂପ ହେଉ କିମ୍ବା ଭୁଲ ବଶତଃ ହେଉ କାହାକୁ ମଧ୍ୟ ଏହି ସବୁ ଜିନିଷ ଦେବା ଉଚିତ ନୁହେଁ।ଭଗବାନ ଶିବ କହିଛନ୍ତି ଯଦି ଆପଣ ଏହି ଜିନିଷ କୁ ଅନ୍ୟ କାହାକୁ ଦେଉଛନ୍ତି ତେବେ ଆପଣ ବହୁତ ଦୁଃଖ କଷ୍ଟ ର ସମ୍ମୁଖୀନ ହେବାକୁ ଯାଉଛନ୍ତି।ଭବିଷ୍ୟତରେ ଆପଣଙ୍କ ଘରେ ବିଭିନ୍ନ ପ୍ରକାର ଅଭାବ ଅନାଟନ ଦେଖିବାକୁ ମିଳିବ।ଅର୍ଥ ର ଘୋର ଅଭାବ ରହିବ।

ଯଦି ଆପଣ ଏହି ଜିନିଷ ଗୁଡିକୁ ଅନ୍ୟ କାହାକୁ ଦେଉଛନ୍ତି ତେବେ ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ଦେଖିବାକୁ ମିଳିବ ଏହା ଏତେ ମାତ୍ରାରେ ନିଜର କାୟା ବିସ୍ତାର କରିବ ଯେ ଆପଣ ସମ୍ପୂର୍ଣ୍ଣ ଭାବରେ ଭିକାରୀ ପାଲଟି ଯିବେ।ତେବେ ଏହି ସବୁ ଜିନିଷ ରୁ ସତର୍କ ରୁହନ୍ତୁ।ତେବେ ବନ୍ଧୁଗଣ ଆସନ୍ତୁ ସେହି ସବୁ ଜିନିଷ ସମ୍ପର୍କରେ ଆଲୋଚନା କରିବା ଓ ଜାଣିବା ଏବଂ ଏହି କାର୍ଯ୍ୟ ଠାରୁ ସଦାସର୍ବଦା ପାଇଁ ଦୁର ରେ ରହିବା।ତେବେ ଆସନ୍ତୁ ଦେଖିବା ତାହା କଣ ଅଟେ।

ପ୍ରଥମତଃ ଶାସ୍ତ୍ର ଅନୁସାରେ ମହିଳା ମାନେ ନିଜର ମଙ୍ଗଳ ସୂତ୍ର ବା ଅନ୍ୟ କୌଣସି ଗହଣା କାହାକୁ ଦେବା ଉଚିତ ନୁହେଁ।କାରଣ ଏହା ଦ୍ଵାରା ଘର ଓ ପରିବାର ରେ ଅଶାନ୍ତି ଓ ଗରିବୀ ଦେଖା ଯାଇଥାଏ।ଭଗବାନ ଶିବ କହିଛନ୍ତି ଯେ ଯେଉଁ ନାରୀ ଏହିପରି କାର୍ଯ୍ୟ କରିଥାଏ ସେ ନିଜ ଘର ଓ ପରିବାର ପାଇଁ ଅଶୁଭ ଶକ୍ତି କୁ ଡାକି ଆଣି ଥାଏ।ଏପରି କରିବା ଦ୍ୱାରା ଆପଣ ଅନ୍ୟ ଯେଉଁ ମହିଳା କୁ ନିଜ ଜିନିଷ ଦେଇଥିବେ ତା ପାଖରେ ଥିବା ନକରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଚାଲିଆସିବ।ଏବଂ ଆପଣ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ।ତେଣୁ ବନ୍ଧୁ ଗଣ ଯଦି ଆପଣଙ୍କ ଘରେ ଏପରି କିଛି ହେଉଛି ତେବେ ଆପଣ ତୁରନ୍ତ ଏହା କୁ ନ କରିବା ପାଇଁ ମନ କରନ୍ତୁ।

ଏହା ପରେ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଦ୍ଵିତୀୟତଃ ଭଗବାନ ଶିବ ହିନ୍ଦୁ ଶାସ୍ତ୍ର କୁ ଲକ୍ଷ୍ୟ କରି କହିଛନ୍ତି ଯେ ଯେଉଁ ଘରେ ବ୍ୟବହାର କରୁଥିବା ରୁଟି ବେଲା ଯାଉଥିବା ବେଲନା ପେଡି କୁ ଅନ୍ୟକୁ ଦେଇଥାନ୍ତି ସେ ଘର ସବୁବେଳେ ଦରିଦ୍ର ହୋଇ ରହିଥାନ୍ତି।କେବେ ମଧ୍ୟ ସେମାନଙ୍କ ପାଖକୁ ପଇସା ଆସିନଥାଏ।ଏପରି କରିବା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡି ଯାଇଥାନ୍ତି।ଏବଂ ଅନ୍ୟ ଘରେ ଥିବା ନକରାତ୍ମକ ଶକ୍ତି ଆପଣଙ୍କ ଘରକୁ ଆସି ଯାଇଥାଏ ଏବଂ ଆପଣଙ୍କ ଘରେ ଥିବା ଶୁଭ ଶକ୍ତି ଗୃହ ତ୍ୟାଗ କରିଥାଏ।ଯାହା ଦ୍ୱାରା ଆପଣଙ୍କ ପାଖରେ କେବେ ମଧ୍ୟ ଟଙ୍କା ଏକାଠି ହୋଇ ପାରି ନ ଥାଏ।ଏହା ଫଳରେ ଆପଣ ସବୁଦିନ ପାଇଁ ଦରିଦ୍ର ହୋଇ ରହିଥାନ୍ତି।ତେଣୁ ଆପଣଙ୍କ ଘରେ ଏପରି କରିବାକୁ କେବେ ମଧ୍ୟ ଦିଅନ୍ତୁ ନାହିଁ।

ଏହାପରେ ଭଗବାନ ଶିବ କହିଛନ୍ତି ଯେ ନିଜ ଘରର ତାୱା କାହାକୁ ଦେବା ଉଚିତ ନୁହେଁ। ଯଦି ଆପଣ ଏହାକୁ ଅନ୍ୟ କାହାକୁ ଦେଉଛନ୍ତି ତେବେ ଆପଣଙ୍କ ଘର ଖାଦ୍ୟ ତାଙ୍କ ଘରକୁ ଚାଲି ଯାଇଥାଏ।ଯାହା ଦ୍ୱାରା ଆପଣ ଭବିଷ୍ୟତରେ ଅନେକ ପ୍ରକାର ଦୁଃଖ କଷ୍ଟ ଭୋଗିବେ।ରୋଷେଇ ଘରର କୌଣସି ବସ୍ତୁ କାହାକୁ ମଧ୍ୟ ଦେବା ଉଚିତ ନୁହେଁ।ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଘର ତ୍ୟାଗ କରିଥାନ୍ତି।ଯାହା ଫଳରେ ଆପଣ ବହୁତ ପ୍ରକାର ଦୁଃଖ ସମସ୍ୟା ର ସମ୍ମୁଖୀନ ହୋଇଥାନ୍ତି।ଯଦି ଆପଣଙ୍କ ତାୱା ପୁରୁଣା ହୋଇଯାଉଛି ତେବେ ଆପଣ ତାହାକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ କାରଣ ତାହା କରିବା ଦ୍ୱାରା ଆପଣଙ୍କ ଘରେ ଥିବା ଶୁଭ ଶକ୍ତି ତା ସହିତ ଚାଲିଯାଇଥାଏ।

ତେବେ ଆପଣଙ୍କ ଘରେ ଯଦି ଏପରି ହେଉଛି ତେବେ ଏହାକୁ ବିରୋଧ କରନ୍ତୁ।ନଚେତ ଭବିଷ୍ୟତରେ ଆପଣ ବହୁତ ବଡ଼ ଅସୁବିଧାରେ ପଡିବେ।ଯଦି ଆପଣ ନିଜ ଦ୍ଵାରା ବ୍ୟବହାର ହେଉଥିବା ଶେଜ ଅନ୍ୟ କାହାକୁ ଦେଇଥାନ୍ତି ତାହା ହେଲେ ଆପଣ ବହୁତ ବଡ଼ ଭୁଲ କରୁଛନ୍ତି।ଏପରି କରିବା ଦ୍ୱାରା ଆପଣ ଅନେକ ପ୍ରକାର ଦୁଃଖ କଷ୍ଟ ର ସମ୍ମୁଖୀନ ହେବେ।ଆପଣଙ୍କ ପାଖରେ ଟଙ୍କା ପଇସା ର ବହୁତ ଅଭାବ ଦେଖା ଦେବ।ତେଣୁ ଆପଣ ଏପରି ଭୁଲ ବିଲକୁଲ ବି କରନ୍ତୁ ନାହିଁ।
ତେବେ ବନ୍ଧୁଗଣ ଏହା ଦ୍ଵାରା ଆପଣ ଅନେକ କିଛି ଜାଣିପାରିଥିବେ ବୋଲି ଆମେ ଆଶା କରୁଛୁ। ଏହା ସହିତ ଆମେ ଆଶା କରୁଛୁ ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ।

