ଭିକାରୀର କୁଡିଆରେ AC, କୁଲର ଦେଖି ପୋଲିସ କୁ ହେଲା ସନ୍ଦେହ, ଯେତେବେଳେ ଭିତକୁ ଯାଇ ଦେଖିଲା ଉଡିଗଲା ହୋସ !

ବନ୍ଧୁଗଣ ଆମ ଭାରତରେ ଭିକାରି ମାନଙ୍କ ସଂଖ୍ୟା ବହୁତ ଅଧିକ ହୋଇଗଲାଣି । ଅନେକ ଲୋକ ଏହାକୁ ନିଜର ଜୀବିକା କରିସାରିଲେଣି । ତେବେ ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଅଭାବ ଅନାଟନରେ ବଞ୍ଚୁ ଛନ୍ତି ଓ ଭିକ ମାଗୁଛନ୍ତି । ହେଲେ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଦିନରେ ଭିକ ମାଗୁଛନ୍ତି ହେଲେ ରାତିରେ ଫାଇବ ଷ୍ଟାର ହୋଟେଲ ଯାଇ ଖାଉଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଭିକାରି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ବିଷୟରେ ଜାଣିଲା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବିର୍ଭି ଚାନ୍ଦ ଆଜାଦ । ସେ ମୁମ୍ବାଇର ଛପର ଘରେ ନିଜ ପରିବାର ସହ ରହୁଥିଲେ । ହେଲେ ତାଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ ସେ ମୁମ୍ବାଇ ଲୋକାଲ ଟ୍ରେନରେ ଅନେକ ବର୍ଷ ପର୍ଯ୍ୟନ୍ତ ଭିକ ମାଗିଲେ । ହେଲେ ଗୋଟେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଗଲା । ଏହା ପରେ ପୋଲିସ ତାଙ୍କ ଘରକୁ ଯାଇଥିଲା ସେତେବେଳେ ପୋଲିସକୁ ଦୁଇ ଲକ୍ଷ ଟଙ୍କା କ୍ୟାସ ମିଳିଥିଲା ଓ ତାଙ୍କ ବ୍ଯାଙ୍କ ଆକାଉଣ୍ଟରେ ୮ ଲକ୍ଷ ଟଙ୍କା ଥିଲା ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଜଣେ ନକଲି ଭିକାରି । ଏହି ନକଲି ଭିକାରି ଜଣକ ରାସ୍ତାରେ ଘୁଷୁଡି ଘୁଷୁଡି ଭିକ ମାଗୁଥିଲା । ଭିକାରିଟିକୁ ଦେଖିକି ଏମିତି ଲାଗୁଥିଲା ସେ ଚାଲିପାରୁ ନଥିବ ହେଲେ ବନ୍ଧୁଗଣ ଭିକ ମାଗିବା ଶେଷ ହେବା ପରେ ଭିକାରିଟି ହଠାତ ଛିଡା ହୋଇ ସେହି ସ୍ଥାନରୁ ଚାଲିଗଲା ।

୩. ବନ୍ଧୁଗଣ ଏବେ ଭିକ ମାଗିବା ପାଇଁ ଛୋଟ ଛୁଆ ମାନଙ୍କୁ ବ୍ୟବହାର କରାଯାଉଛି । ଏକ ଭିଡିଓରେ ଜଣେ ଭିକାରି ଗୋଟେ ଛୋଟ ଛୁଆକୁ ଧରି ଭିକ ମାଗୁଥିଲା ଓ ସେହି ଛୁଆର ହାତ ଖରାପ ଅଛି ବୋଲି କହୁଥିଲା । ଯେତେବେଳେ ସେ ଛୁଆର ହାତ ପଟି ଖୋଲା ହେଲା ସେତେବେଳେ ଭିକାରି ଜଣକ ସେହି ସ୍ଥାନରୁ ଚମ୍ପଟ ମାରିଲା ।

୪. ବନ୍ଧୁଗଣ ଏମିତି ଜଣେ ଭିକାରି ଅଛନ୍ତି ଯିଏ ମାସକୁ ୭୦ ଲକ୍ଷ ଟଙ୍କା କମାଉ ଛନ୍ତି । ଏହି ଭିକାରିଙ୍କ ନାମ ହେଉଛି ୟାରି ଥମସନ । ସେ ୱ୍ହିଲ ଚେୟାର ଉପରେ ବସି ବିକଳାଙ୍ଗର ଅଭିନୟ କରି ଭିକ ମାଗୁଥିଲେ । ହେଲେ ବନ୍ଧୁଗଣ ତାଙ୍କର ଅସଲି ଚେହେରା ସମସ୍ତଙ୍କ ସାମ୍ନାକୁ ଶେଷରେ ଆସି ହିଁ ଗଲା ।

୫. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିକାରି ଯିଏ ଅଛି ସେ ପାକିସ୍ତାନରେ ରୁହନ୍ତି । ଏହି ଭିକାରି ଜଣକ ନିଜ ପରିବାରକୁ ନେଇ ଭିକ ମାଗନ୍ତି । ସେ ଘୁଷୁଡି ଘୁଷୁଡି ପ୍ରଥମେ ଭିକ ମାଗେ ଯେତେବେଳେ ଭିକ ମାଗିବା ଶେଷ ହୋଇଯାଏ ସେତେବେଳେ ସେ ନିଜ ହୁଲିଆ ବଦଳାଇ ରାସ୍ତାରେ ଚାଲିଯାଇଥାଏ ।

Leave a Reply

Your email address will not be published. Required fields are marked *