‘ଡାହାଣୀ, ଚିରୁଗୁଣୀ ଠାରୁ ବଞ୍ଚିଥା, ନହେଲେ ସେମାନେ…’ ବାବୁସାନଙ୍କୁ ଶୁଭେଛା ଜଣାଇ କିଛି emiti ଲେଖିଲେ ତୃପ୍ତି, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନଙ୍କୁ ଶୁଭେଛା ଜଣାଇଛନ୍ତି ତାଙ୍କ ଭଉଣୀ ତୃପ୍ତି ମହାନ୍ତି । ତେବେ ବାବୁସାନ ଙ୍କ ଭଉଣୀ ଙ୍କ ନାମ ମଧ୍ୟ ତୃପ୍ତି ଅଟେ । ଏବଂ ଜନ୍ମଦିନରେ ସେ ବାବୁସାନଙ୍କୁ ଶୁଭେଛା ଜଣାଇଛନ୍ତି । ମୁମ୍ବାଇରେ ରହୁଥିବା ଭଉଣୀ ତୃପ୍ତି ଭାଇ ବାବୁସାନ ସହିତ ଉଠାଇଥିବା ଦୁଇଟି ଫଟୋ ଦେଇଛନ୍ତି । ଏହା ସହିତ ବାବୁସାନଙ୍କୁ ଶୁଭେଛା ଜଣାଇ ଲେଖିଛନ୍ତି, ଜନ୍ମ ଦିନର ଅନେକ ଅନେକ ଶୁଭେଛା ।

ତେବେ ଶୁଭେଛାରେ ସେ ବାବୁସାନଙ୍କର ସୁଖସମୃଦ୍ଧି ଚାହିଁଛନ୍ତି, ମାତ୍ର ଏହା ସହିତ ସେ ଇଂରାଜୀ ଭାଷା ତଥା ଓଡିଆ ଭାଷାରେ ଲେଖିଛନ୍ତି ଯେ, ଭଗବାନ ତତେ ବୁଦ୍ଧି ଦିଅନ୍ତୁ । ଏବଂ ଭୂତୁଣୀ ପିଶାଚିନିଙ୍କ ଠାରୁ ଦୂରେଇ ରଖନ୍ତୁ । ତେବେ କଥାରେ କଥାରେ ଭଉଣୀ ତୃପ୍ତି କାହାକୁ ଆକ୍ଷେପ କରିଛନ୍ତି ତାହା କହିବା ବାହୁଲ୍ୟ । ଏକ ଭଉଣୀ ଭାଇପାଇଁ ଆଶୀର୍ବାଦ ଦେଇଛନ୍ତି ଯେ ତାଙ୍କୁ ଭୂତୁଣୀ ପିଶାଚିନିଙ୍କ ଠାରୁ ଦୂରେଇ ରଖନ୍ତୁ ।

ସ୍ଥିତି ଏଭଳି ହୋଇଛି ଯେ ବୋଧ ହୁଏ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ସାନ ତୃପ୍ତିଙ୍କ ଭାଇ ବାବୁସାନଙ୍କୁ ଡେଉଁରିଆ ପିନ୍ଧିବାକୁ ପଡିବ । ଯାହାକି ତାଙ୍କୁ ବଡ ବାର୍ଥଡେ ଗିଫ୍ଟ ହେବ । ଏହା ସହିତ ବାବୁସାନ ନିଜ ସ୍ତ୍ରୀ ଏବଂ ପୁଅ ତଥା ପରିବାରଙ୍କ ସହିତ ମିଶି ଜନ୍ମଦିନ ପାଳନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ଏହା ସହିତ ଯଦି ସ୍ତ୍ରୀ ଜନ୍ମଦିନରେ ବାବୁସାନ ଙ୍କ ନିକଟକୁ ନ ଆସନ୍ତି ତେବେ ସେ ନିଜେ ସ୍ତ୍ରୀ ପାଖକୁ ଯିବେ ବୋଲି କହିଥିଲେ ଏବଂ ତାହା ମଧ୍ୟ କରିଛନ୍ତି । ଆଜି ଜନ୍ମଦିନରେ ସେ ନିଜ ଶଶୁର ଘରକୁ ଯାଇଥିଲେ । ସେଠାରେ କେକ ମଧ୍ୟ କାଟିଛନ୍ତି । ତୃପ୍ତି କିନ୍ତୁ ମେସେଜ ମାଧ୍ୟମରେ ବାବୁସାନଙ୍କୁ ଶୁଭେଛା ଜଣାଇଦେଇଥିଲେ ।

ଭି-ଡି-ଓ କଲ ବାବୁସାନ ଯେତେବେଳେ କରିଥିଲେ ସେତେବେଳେ ତାଙ୍କ ପୁଅ ଗୁଆନଙ୍କୁ ଦେଖାଇଥିଲେ। ନିଜେ କ୍ୟାମେରା ସମ୍ମୁଖକୁ ଆସିନଥିଲେ । ତେବେ ବର୍ତ୍ତମାନ ତୃପ୍ତି ବାବୁସାନ ଙ୍କ ଉପରେ ଖପା ହୋଇଛନ୍ତି କି ? ଏହା ବଡ ପ୍ରଶ୍ନ ସୃଷ୍ଟି କରିଛି । ଭଉଣୀ ତୃପ୍ତି ବାବୁସାନ ଏବଂ ତାଙ୍କ ସ୍ତ୍ରୀ କିଭଳି ଭଲରେ ରୁହନ୍ତୁ ବୋଲି କାମନା କରିଥିଲେ ।

ଆଜି ବାବୁସାନ ନିଜ ଘରକୁ ଫେରି ଆସିଛନ୍ତି ସତ ମାତ୍ର ସ୍ତ୍ରୀ ତୃପ୍ତି ଏବଂ ତାଙ୍କ ପୁଅ ଗୁଆନ ନିଜ ଘରକୁ କେବେ ଆସିବେ ତାହା ଦେଖିବା ଅପେକ୍ଷାର ବିଷୟ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *