ନମସ୍କାର ବନ୍ଧୁଗଣ ତେବେ ଆମ ରାଜଧାନୀ ଭୁବନେଶ୍ବର ରେ ଦିନ କୁ ଦିନ ଅନେକ ଅ-ଘ-ଟ-ଣ ଏଵଂ ଅନେକ ହ-ତ-ୟା , ଆ-କ୍ର-ମ-ଣ ଆଦି ବଢ଼ିବାରେ ଲାଗିଛି । ତେବେ ରାଜଧାନୀ ହେଇକି ମଧ୍ୟ ଜନତା ସେଠାରେ ସୁରକ୍ଷିତ ରହି ପାରୁ ନାହିଁ । ସବୁ ସମୟରେ ଏହି ପ୍ରକାର ର କିଛି ନା କିଛି ଖବର ଶୁଣିବାକୁ ମିଳୁଥାଏ ତେବେ ଫୁଣି ଥରେ ର-ଣ-କ୍ଷେତ୍ରରେ ପରିଣତ ହେଲା ରାଜଧାନୀ ଭୁବନେଶ୍ବର । ଫୁଣି ଥରେ ଜଣଙ୍କ ଉପରେ ଆ-କ୍ର-ମ-ଣ ହୋଇଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ସମ୍ପର୍କରେ ଆଲୋଚନା କରି ନେବା ।
ତେବେ ଭୁବନେଶ୍ୱର ର ଡୁମ ଦୁମାଣି ନିକଟରେ କାଲି ରାତିରେ ସନାତନ ନାମକ ଜଣେ ଯୁବକ କୁ କିଛି ଲୋକ ହ-ତ-ୟା କରିଥିଲେ । ତେବେ ଏହି ବିଷୟରେ ତାଙ୍କ ଭଉଣୀ ଙ୍କ କହିବା କଥା ହେଉଛି କି ତାଙ୍କ ଭାଇ ଏଠାରେ ହେଉଥିବା ସବୁ ଅ-ସା-ମା-ଜି-କ କାର୍ଯ୍ୟ କୁ ବନ୍ଦ କରାଇଥିଲେ । ଜୁ-ଆ ଖେଳ କି ମଧ୍ୟ ବନ୍ଦ କରାଇ ଥିଲେ ତେଣୁ ସେମାନେ ସବୁ ମିଶିକି ଏକ ଷ-ଡ-ଯ-ନ୍ତ୍ର କରି ତାଙ୍କୁ ହ-ତ-ୟା କରାଯାଇଛି ।
ତେବେ ଏହି ସମ୍ପର୍କରେ ମୃ-ତ ସନାତନ ଙ୍କ ଭାଇ ଙ୍କ କହିବା କଥା ହେଉଛି କି କାଲି ରାତିରେ ସେମାନେ ଘରକୁ ଫେରିବା ବେଳକୁ କିଛି ଲୋକଙ୍କ ସହ ଝ-ଗ-ଡା ହୋଇଥିଲା ତେବେ ଝ-ଗ-ଡା କରୁଥିବା ବ୍ୟକ୍ତି ମାନେ ସବୁ ମ-ଦ ନି-ଶା-ରେ ଗା-ଳି ଗୁ-ଲ-ଜ ଆରମ୍ଭ କରିଥିଲେ ଏବଂ ଯୁ-କ୍ତି ତ-ର୍କ ଚାଲିବା ପରେ ସେମାନେ ସନାତନ ଙ୍କ ଉପରକୁ ଛୁ-ରୀ ରେ ଆ-କ୍ର-ମ-ଣ କରିଥିଲେ ।
ତେବେ ସେହି ସମୟରେ ତାଙ୍କ ଭାଇ ଆସି ତାଙ୍କୁ ଅଟକାଇ ତୁରନ୍ତ ଏମ୍ସ କୁ ନେଇ ଯାଇଥିଲେ କିନ୍ତୁ ରାସ୍ତା ରେ ହିଁ ତାଙ୍କର ମୃ-ତ୍ୟୁ ଘ-ଟି-ଥି-ଲା । ତେବେ ଏହି ଘଟଣା ରେ ମୁଖ୍ୟ ଅ-ଭି-ଯୁ-କ୍ତ ଙ୍କ ନାମ ହେଉଛି ରାଜା ଜୟ ସିଂହ,ଏବଂ ତାଙ୍କ ପରିବାର ଲୋକ, ଵାଳା ପ୍ରଧାନ, ବାୟା ପ୍ରଧାନ,ମିଥୁନ ସାହୁ,ଜଟି, ତେବେ ଏମାନେ ସବୁ ମ-ଦ ବେପାର କରନ୍ତି ଏବଂ ଜୁ-ଆ ଆଦି ମଧ୍ୟ ଖେଳନ୍ତି ।
ତେବେ ମୃ-ତ ସନାତନ ଜଣେ ମୋବାଇଲ ଦୋକାନୀ ତେବେ ବର୍ତ୍ତମାନ ତାଙ୍କ ପରିବାର ଲୋକ ନ୍ୟାୟ ଭିକ୍ଷା କରୁଛନ୍ତି ଏବଂ ପୋଲିସ ଏବଂ ସରକାର ଯେପରି ତୁରନ୍ତ କାର୍ଯ୍ୟନୁଷ୍ଠାନ କରି ବୋଲି ନିବେଦନ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।