20 Interesting Gk Questions: ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟେ ?

ବନ୍ଧୁଗଣ ଆମ ଦୈନଦିନ ଜୀବନରେ ଜ୍ଞାନର ବହୁ ଆବଶ୍ୟକତା ରହିଥାଏ । ଅନେକ ଲୋକଙ୍କୁ ଏହି ଦୁନିଆ ସହ ଜଡିତ ସମସ୍ତ ଜିଜ୍ଞାସା ଜାଣିବାର ଇଛା ଥାଏ ସେଥିପାଇଁ ସେମାନେ ଜୀବନ ସାରା ଜ୍ଞାନ ଆହରଣ କରିଥାନ୍ତି । କୌଣସି ସରକାରୀ ଚାକିରି ହେଉ ବା ବେସରକାରୀ ସମସ୍ତ କ୍ଷେତ୍ରରେ ଜ୍ଞାନର ବିଶେଷ ମହତ୍ଵ ରହିଛି । ତେବେ ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ ହେଲେ ଏମିତି କିଛି କଥା ଅଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଥାନ୍ତି ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଢଗ ନେଇ ଆସିଛୁ । ଏହି ଓଡିଆ ଢଗରେ ଆପଣ ମାନେ ଅନେକ ଭିନ୍ନ ଭିନ୍ନ ପ୍ରଶ୍ନ ଓ ଉତ୍ତର ପାଇବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଢଗ ବିଷୟରେ ।

୧. ବନ୍ଧୁଗଣ କେଉଁ ସ୍ମାରକ ସବୁଠାରୁ ପୁରାତନ ଅଟେ ?

ଉତ୍ତର- ଅଜନ୍ତା ଗୁମ୍ଫା

୨. କାହାକୁ ଆଧୁନିକ ଭାରତର ଜନକ କୁହାଯାଏ ?

ଉତ୍ତର- ରାଜା ରାମମୋହନ ରାୟ

୩. କନ୍ୟାକୁମାରୀର ‘ରକ୍ ମେମୋରିଆଲ’ କାହା ପ୍ରତି ସମର୍ପିତ ଅଟେ ?

ଉତ୍ତର- ସ୍ଵାମୀ ବିବେକାନନ୍ଦ

୪. ପର୍ଜ୍ୟାବରଣ ସରକ୍ଷଣ ପାଇଁ କେଉଁ ଅନ୍ତରାଷ୍ଟ୍ରୀୟ ଏଜେନ୍ସି କାର୍ଯ୍ୟ କରୁଅଛି ?

ଉତ୍ତର- ଗ୍ରୀନପୀସ

୫. ପ୍ରଥମ ଦଶ ଜଣ ଛାତ୍ରଙ୍କ ମଧ୍ୟରେ ଉପରୁ ତଳକୁ ଦେଖିଲେ ରାଜୁ ଷଷ୍ଠ ସ୍ଥାନରେ ଅଛି, ତେବେ ତଳୁ ଉପରକୁ ଦେଖିଲେ ସେ କେତେ ନମ୍ବର ସ୍ଥାନରେ ରହିବ ?

ଉତ୍ତର- ପଞ୍ଚମ

୬. ୨୦୦୧ ମସିହାର ଜନଗଣନା ଅନୁସାରେ କେଉଁ ପଡୋଶୀ ରାଷ୍ଟ୍ରର ସର୍ବାଧିକ ପ୍ରବାସୀ ଭାରତରେ ବାସ କରୁଥିଲେ ?

ଉତ୍ତର- ବାଂଲାଦେଶ

୭. ସଂସ୍କୃତ, ଓଡିଆ, କାନାଡା, ତେଲୁଗୁ, ମାଲାୟମ ବ୍ୟତୀତ ଅନ୍ୟ କେଉଁ ଭାଷାକୁ କେନ୍ଦ୍ର ସରକାର ଶ୍ରେୟ ଭାଷାର ମାନ୍ୟତା ଦେଇଛନ୍ତି ?

ଉତ୍ତର- ତାମିଲ

୮. ରାମାୟଣ କଥା ଅନୁସାରେ ‘ତାଡକା’ର ପିତାଙ୍କ ନାମ କଣ ଥିଲା ?

ଉତ୍ତର- ସୂକେତୁ

୯. ରାମାୟଣ ଅନୁସାରେ ଅଶୋକ ବାଟିକାରେ ରାବଣର କେଉଁ ପୁତ୍ର ହନୁମାନଙ୍କ ଦ୍ଵାରା ନିହତ ହୋଇଥିଲା ?

ଉତ୍ତର- ଅକ୍ଷୟ କୁମାର

୧୦. ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କେଉଁ ମସିହାରେ ”ରାଷ୍ଟ୍ରୀୟ ଏକଟା ପରିଷଦ”ର ସ୍ଥାପନା କରିଥିଲେ ?

ଉତ୍ତର- ୧୯୬୧

୧୧. ରାଜା ରାମମୋହନ ରାୟ ତାଙ୍କର ଅସାଧାରଣ କାର୍ଯ୍ୟ ପାଇଁ ଭାରତୀୟ ଇତିହାସରେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ । ସେ ମୁଖ୍ଯତଃ କେଉଁ ଦିଗରେ କାର୍ଯ୍ୟ କରୁଥିଲେ ?

ଉତ୍ତର- ସମାଜ ସୁଧାର

୧୨. ଭାରତରେ କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ?

ଉତ୍ତର- କର୍ଣ୍ଣାଟକର ନୀଲକୁରିଞ୍ଜି ଫୁଲ

Leave a Reply

Your email address will not be published. Required fields are marked *