ଏମାନେ ହେଲେ ଭାରତ ର ସବୁଠୁ ଧନୀ 5 ଜଣ Comedian, ନମ୍ବର 1 ତ କାମାଲ କରିଦେଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ନିଜ ଜୀବନରେ ବହୁତ ପ୍ରକାରର ଫିଲ୍ମ ଦେଖିଥିବେ । ମୁଖ୍ୟତଃ ଗୋଟେ ଫିଲ୍ମରେ ନାୟକ, ନାୟିକା ଓ ଖଳନାୟକଙ୍କୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ । ହେଲେ ବନ୍ଧୁଗଣ ଗୋଟେ ଫିଲ୍ମକୁ ଦମଦାର କରିବାକୁ ହେଲେ ସେହି ଫିଲ୍ମରେ ଏକ କମେଡିଆନ ରହିବା ନିହାତି ଆବଶ୍ୟକ । ଆପଣ ମାନେ ସମସ୍ତେ ଏପରି ମଧ୍ୟ କିଛି ଫିଲ୍ମ ଦେଖିଥିବେ ଯେଉଁଥିରେ ଅଧିକ କମେଡିଆନ ମାନେ ଅଭିନୟ କରୁଥିବେ । ଭାରତରେ ବହୁତ କମେଡିଆନ ଅଛନ୍ତି ।

ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି କମେଡିଆନ ମାନଙ୍କ ବିଷୟରେ କହିବୁ ଯେଉଁମାନେ ଭାରତର ଟପ୍ ୫ ଜଣ କମେଡିଆନ ଅଟନ୍ତି । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କମେଡିଆନ ମାନଙ୍କ ବିଷୟରେ ।

୫. ରାଜପାଲ ୟାଦଭ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ କମେଡିଆନ ରାଜପାଲ ୟାଦଭ । ଆପଣ ମାନେ ସମସ୍ତେ ରାଜପାଲଙ୍କୁ ବିଭିନ୍ନ ଫିଲ୍ମରେ କମେଡି କରିଥିବାର ଦେଖିଥିବେ । ରାଜପାଲ ନିଜ କମେଡି ଦ୍ଵାରା ଲକ୍ଷ ଲକ୍ଷ ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ରାଜପାଲ ୟାଦଭ ନିଜ କମେଡି ଦ୍ଵାରା ବର୍ତ୍ତମାନ ପର୍ଯ୍ୟନ୍ତ ୭୬ କୋଟି ଟଙ୍କା କମାଇ ସାରିଛନ୍ତି ।

୪. ରାଜୁ ଶ୍ରିବାସ୍ତବ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି କମେଡିଆନ ରାଜୁ ଶ୍ରୀବସ୍ତବ । ଆପଣ ମାନେ ସମସ୍ତେ ରାଜୁଙ୍କୁ ବିଭିନ୍ନ କମେଡି ଫିଲ୍ମରେ ଦେଖିଥିବେ । ରାଜୁ ନିଜ କମେଡି ଦ୍ଵାରା ବହୁତ ସାରା ଆୱାର୍ଡ ଓ ମେଡେଲ୍ସ ନିଜ ନାମରେ କରିସାରିଛନ୍ତି । ରାଜୁ ବର୍ତ୍ତମାନ ପର୍ଯ୍ୟନ୍ତ କମେଡି କରି ୧୫ କୋଟି ଟଙ୍କା କମାଇ ସାରିଛନ୍ତି ।


୩. ପରେଶ ରାୱାଲ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ କମେଡିଆନ ପରେଶ ରାୱାଲ । ପରେଶ ବହୁତ ଫିଲ୍ମରେ କମେଡି ବ୍ଯତୀତ ଖଳନାୟକର ଭୂମିକା ମଧ୍ୟ ପଦର୍ଶନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପରେଶ ନିଜ କମେଡି ଦ୍ଵାରା ୯୮ କୋଟି ଟଙ୍କା କମାଇ ସାରିଛନ୍ତି ।

୨. ଜନି ଲିଭର- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଜନି ଲିଭର । ଜନି ଲିଭର ହେଉଛନ୍ତି ବଲିଉଡ କମେଡିଆନ ମାନଙ୍କର ବାଡସାହ । ଜନି ବର୍ତ୍ତମାନ ପର୍ଯ୍ୟନ୍ତ ୩୦୦ ରୁ ଅଧିକ ବଲିଉଡ ଫିଲ୍ମରେ କାମ କରିସାରିଛନ୍ତି । ଜନି ନିଜ କମେଡି ଦ୍ଵାରା ୨୨୮ କୋଟି ଟଙ୍କା କମାଇ ସାରିଛନ୍ତି ।


୧. କପିଲ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତର ଦିଗଜ କମେଡିଆନ କପିଲ ଶର୍ମା । ଭାରତର ଅଧିକାଂଶ ଜନତା କପିଲଙ୍କ ସୋକୁ ଦେଖି ବହୁତ ମାତ୍ରାରେ ମନୋରଞ୍ଜନ କରିଥାନ୍ତି । କପିଲ ନିଜର ସୋ ପ୍ରତି ୬୦ ରୁ ୮୦ ଲକ୍ଷ ଟଙ୍କା ନିଅନ୍ତି । କପିଲ ନିଜ କମେଡି ମାଧ୍ୟମରେ ୬୦୦ କୋଟି ରୁ ଅଧିକ ଟଙ୍କା ରୋଜଗାର କରି ସାରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *