ଭଗବାନ ଶିବଙ୍କର ରୂପ ହୋଇଥାଏ ଏହି 4 ଟି ଗଛ, ଶିବରାତ୍ରି ପୂର୍ବରୁ ଘରକୁ ନେଇ ଆସନ୍ତୁ ଯେ କୌଣସି ଗୋଟିଏ ରାତାରାତି ଦେଖିବେ ଚମତ୍କାର

ବନ୍ଧୁଗଣ ଏହି ଦୁନିଆର ଅଧିକାଂଶ ମଣିଷ ଭଗବାନ ଶିବଙ୍କର ଭକ୍ତ ଅଟନ୍ତି। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବ୍ୟକ୍ତି ବହୁତ କିଛି ପୂଜା ଅର୍ଚନା କରିଥାଏ । ଏହି ଦୁନିଆରେ ଏମିତି ବହୁତ ମଣିଷ ଅଛନ୍ତି ଯେଉଁ ସମସ୍ତ କ୍ଷେତ୍ରରେ ଅସଫଳ ହୁଅନ୍ତି । ଯଦି ଆପଣଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ଅଛି, ଘରେ ସବୁବେଳେ କଳହ ଲାଗୁଛି ଓ ଆପଣଙ୍କ ଶରୀର ଅସୁସ୍ଥ ରହୁଛି । ତା ହେଲେ ଆପଣଙ୍କୁ ଭଗବାନ ଶିବଙ୍କର ବିଶେଷ କୃପାର ଆବଶ୍ୟକତା ରହିଛି । ବନ୍ଧୁଗଣ ହିନ୍ଦୁଶାସ୍ତ୍ର ଅନୁସାରେ ଏମିତି ବହୁତ ଗଛ ରହିଛି ଯେଉଁଥିରେ ଭଗବାନ ଶିବ ବାସ କରିଥାନ୍ତି ।

ଏହି ସବୁ ଚମତ୍କାରୀ ଗଛକୁ ଯଦି ଆପଣ ନିଜ ଘର ମଧ୍ୟରେ ଲଗାଇବେ ତା ହେଲେ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଗଛ ବିଷୟରେ କହିବାକୁ ଯାଉଛୁ ।


ଯାହାକୁ ଆପଣ ନିଜ ଘର ମଧ୍ୟରେ ଲଗାଇ ଭଗବାନ ଶିବଙ୍କର ବିଶେଷ ଆଶୀର୍ବାଦ ପାଇପାରିବେ ଓ ଆପଣଙ୍କ ଜିଆନରେ ହେଉଥିବା ସମସ୍ତ ସମସ୍ଯାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଗଛ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ରହିଛି ରୁଦ୍ରାକ୍ଷ ଗଛ । ରୁଦ୍ରାକ୍ଷ ଗଛ ଆପଣ ମାନଙ୍କୁ ଅତି ସହଜରେ ମିଳିଯିବ । ଏହି ଗଛରେ ଭଗବାନ ଶିବଙ୍କର ବାସ ହୋଇଥାଏ । ଏହି ଗଛକୁ ତାନ୍ତ୍ରିକ ଗଛ ମଧ୍ୟ କୁହାଯାଇଥାଏ । ତେଣୁ ବନ୍ଧୁଗଣ ଏହି ଗଛକୁ ଆପଣ ନିଜ ଘର ମଧ୍ୟରେ ଲଗାଇ ନିଜ ଜୀବନରେ ବହୁତ କିଛି ଲାଭ ହାସଲ କରିପାରିବେ ।


ସମି ଗଛ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ସମି ଗଛ । ସମି ଗଛରେ ଭଗବାନ ଶିବ ଓ ଶନି ଦେବତାଙ୍କ ବିଶେଷ କୃପା ରହିଥାଏ । ଯଦି ଆପଣ ନିଜ ଘର ମଧ୍ୟରେ ଏହି ଗଛ ଲଗାଇବେ ତା ହେଲେ ଆପଣଙ୍କ ଘର ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ ଓ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହେବ ।

ଭାଙ୍ଗ ଗଛ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ଭାଙ୍ଗ ଗଛ । ସାଧାରଣତଃ ଏହି ଗଛର ପତ୍ରକୁ ବାଟି ଲୋକମାନେ ଏହାର ସେବନ କରିଥାନ୍ତି । ଏହି ଗଛର ଏକ ଅଲଗା ମହତ୍ଵ ରହିଛି ଓ ଏହି ଗଛ ଭଗବାନ ଶିବଙ୍କର ଅତିପ୍ରିୟ ଗଛ ଅଟେ । ଯଦି ବନ୍ଧୁଗଣ ଆପଣଙ୍କ ଘରେ କୌଣସି ଅସୁସ୍ଥ ମଣିଷ ଅଛି ତା ହେଲେ ଆପଣ ଏହି ଭାଙ୍ଗ ଗଛର ଗୋଟିଏ ପତ୍ର ସେବନ କରିବାକୁ ଦିଅନ୍ତୁ । ଏହି ଗଛକୁ ଆପଣ ଘରେ ଲଗାଇଲେ ଆପଣଙ୍କ ଜୀବନର ସମସ୍ତ କଷ୍ଟ ଦୂର ହୋଇଯିବ ।

ବେଲ ଗଛ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ରହିଛି ବେଲ ଗଛ । ବେଲ ଗଛକୁ ସାଧାରଣତଃ ଶିବଙ୍କ ପୂଜାରେ ମଧ୍ୟ ଉପଯୋଗ କରାଯାଇଥାଏ । ଯଦି ଆପଣ ଶିବଙ୍କୁ ତିନୋଟି ବେଲ ପତ୍ର ଚଢାଇବେ ତା ହେଲେ ଆପଣଙ୍କର ସମସ୍ତ ପାପ ନଷ୍ଟ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ନିଜ ଘର ମଧ୍ୟରେ ଏହି ବେଲ ଗଛକୁ ନିଶ୍ଚୟ ଲଗାନ୍ତୁ । ଏହି ଗଛକୁ ଲଗାଇବା ଦ୍ଵାରା ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *