Bhadrak Hospital ରେ ଚୋରୀ, ସିସିଟିଭିରେ ଧରା ପଡିଲା ଚୋରଣୀ, ଏହି ଭାଇରାଲ Video ଦେଖିଲେ ଆପଣଙ୍କ ମୁଣ୍ଡ କାମ ଦେବନି 

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଗତ କିଛି ସମୟ ହେବ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀ ଚୋରୀ କରୁଥିବାର ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଚୋରୀର ଅନେକ ଭିଡିଓ ଦେଖିଥିବେ । ଚୋରୀ କରିବାର ଅନେକ କୌଣସି ଚୋର ମାନେ ଅପଣାଇ ଥାନ୍ତି । ଚୋର ମାନେ ସାଧାରଣ ଲୋକଙ୍କ ଠାରୁ ସବୁବେଳେ ଦୁଇ ପାଗ ଆଗକୁ ଚିନ୍ତା କରିଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଚୋରଣୀ ବିଷୟରେ କହିବାକୁ ଯାଉଛୁ ଯାହାଙ୍କର ଚୋରୀ କରିବାର ଷ୍ଟାଇଲ ଦେଖିଲେ ଆପଣ ମାନଙ୍କ ହୋସ ଉଡିଯିବ ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ଚୋରଣୀ ହସ୍ପିଟାଲ ଭିତରେ ଚୋରୀ କରୁଥିବାର ନଜର ଆସୁଛି । ଚୋରଣୀଟି ଅତି ଚତୁରତାର ସହ ସାମ୍ନା ବାଲା ମହିଳାଙ୍କ ପଛରେ ଛିଡା ହେଉଛି ଓ ନିଜ ସ୍କାର୍ପକୁ କଭର କରି ମହିଳାଙ୍କ ପର୍ସରୁ ଟଙ୍କା ଚୋରୀ କରି ନେଉଛି । ଏହି ଘଟଣାଟି ଭଦ୍ରକ ହସ୍ପିଟାଲରେ ଘଟିଛି ଓ ଏହି ଘଟଣାକୁ ନେଇ ହସ୍ପିଟାଲ କର୍ମଚାରୀ ନିଜର ବୟାନ ଦେଇଛନ୍ତି ।

ହସ୍ପିଟାଲ କର୍ମଚାରୀଙ୍କ ମତରେ-‘ଗରିବ ମହିଳାଟି ନିଜ ସ୍ଵାମୀର ଅପରେସନ ପାଇଁ ଭଦ୍ରକ ମେଡିକାଲ ଆସିଥିଲା । ତାର କୋଭିଡ ଟେଷ୍ଟ ବାକି ଥିଲା କୋଭିଡ ଟେଷ୍ଟ ସମୟରେ ଆମେ ସିସିଟିଭି କ୍ୟାମେରା ଦେଖୁଥିଲି । ଗୋଟେ ସ୍ତ୍ରୀ ଲୋକ ତା ବ୍ୟାଗରୁ ହାତ ପୁରାଇ ଚୋରୀ କରିନେଲା ସେ ବର୍ତ୍ତମାନ ବହୁତ ଦୁଃଖରେ ଅଛନ୍ତି । ତାଙ୍କ ପଇସା ଚୋରୀ ହେଇଯାଇଛି ଆଉ ଏବେ ତାଙ୍କ ଅପରେସନ କେମିତି ହେବ ତାଙ୍କ ପାଇଁ ଚିନ୍ତାର ବିଷୟ’ ।

ଆଗକୁ ସେ କହିଛନ୍ତି-‘ସେ ଗରିବ ଦିନ ମଜୁରିଆ ଲୋକ ତାଙ୍କୁ ଦେଖିକି ଆମେ ଜାଣି ପାରୁଛୁ ସେ କଣ କରିବେ ବର୍ତ୍ତମାନ । ପ୍ରଶାସନ ବର୍ତ୍ତମାନ ଏଠି ନୀରବ ହୋଇଛି । ଆମର ଯେଉଁ ଚୋରୀ ହେଉଛି ତା ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏହି ଚୋରୀ କେବଳ ଆଜି ନୁହେଁ ବିଗତ ବର୍ଷ ହେବ ଏହି ଚୋରୀ ଚାଲିଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଆମ ମାନଙ୍କ ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *