ଦେଖନ୍ତୁ Video: ନିଜ ପିଲାଙ୍କୁ କୁଅକୁ ଠେଲି ମାରିଲା ପରେ ମା’ ଦେଲା ଏମିତି ସଫେଇ, ଶୁଣନ୍ତୁ ସେ କହୁଛନ୍ତି, ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କନ୍ଧମାଳ ଜିଲ୍ଲା ରେ ଘଟିଛି ଏଭଳି ଏକ ଅ-ଭା-ବ-ନୀ-ୟ ଘ-ଟ-ଣା । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ୱାମୀ ଙ୍କ ସହିତ ଝ-ଗ-ଡ଼ା ପରେ ଉଭୟ ଝିଅ ଓ ପୁଅ ଙ୍କୁ ଏକ କୂଅ ଭିତରକୁ ଠେ-ଲି ଦେଇଛି ମାଆ ।

ସାଇ ପଡ଼ିଶା ଶିଶୁ ଦୁହିଁଙ୍କୁ ଉ-ଦ୍ଧା-ର କରି ହସ୍ପିଟାଲ ନେଇଥିଲେ । କିନ୍ତୁ ଡାକ୍ତର ଉଭୟ ଙ୍କୁ ହସ୍ପିଟାଲରେ ମୃ-ତ ବୋଲି ଘୋଷଣା କରିଥିଲେ । ଛୁଆ ଦୁଇ ଙ୍କ ମୃ-ତ୍ୟୁ ରେ ଶୋକ ର ଛାୟା ଖେଳି ଯାଇଛି । ସୂଚନା ଅନୁସାରେ ଏହା ଶୁଣିବାକୁ ମିଳିଥିଲା ଯେ, ନିଜ ଛୁଆ ଦୁଇ ଜଣ ଙ୍କୁ କୂଅ ରେ ଫିଙ୍ଗିବା ପରେ ମାଆ ନିଜେ ମଧ୍ୟ ଆ-ତ୍ମ-ହ-ତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

କିନ୍ତୁ ଭୟ ରେ ନିଜେ ଆ-ତ୍ମ-ହ-ତ୍ୟା କରିପାରି ନଥିଲା । ଗତ କାଲି ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କ-ଳ-ହ ସୃଷ୍ଟି ହୋଇଥିଲା । ଝଗଡ଼ା ପରେ ସ୍ତ୍ରୀ ଘରୁ ନି-ଖୋ-ଜ ହୋଇ ଯାଇଥିଲେ । ପରେ ଆଜି ସକାଳେ ଆସି ନିଜର ଦୁଇ ସନ୍ତାନ କୁ କୂଅ ରେ ଠେ-ଲି ଦେଇ ଥିବାର ଜଣା ପଡ଼ିଥିଲା ଏବଂ ସେହି କୂଅ ନିକଟରେ ହିଁ ମାଆ କୁ କାନ୍ଦୁ ଥିବାର ସ୍ଥାନୀୟ ଲୋକ ଦେଖିଥିଲେ ।

ଏହାପରେ ସ୍ଥାନୀୟ ଲୋକ ଅ-ଗ୍ନି-ଶ-ମ ବିଭାଗ କୁ ଫୋନ କରି ଡକାଇ ଥିଲେ ଏବଂ ସେମାନେ ଦୁଇ ଛୁଆ ଙ୍କୁ ଉ-ଦ୍ଧା-ର କରିଥିଲେ । ପରେ ଉଭୟ ପୁଅ ଓ ଝିଅ କୁ ହସ୍ପିଟାଲ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଉଭୟ ଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ । ତେବେ ଏହି ସ-ମ୍ବ-ନ୍ଧ-ରେ ଯେତେବେଳେ ମିଡିଆ ସେହି ସ୍ତ୍ରୀ ଜଣକୁ ପଚାରି ଥିଲେ, ସେତେବେଳେ ସେ ଉତ୍ତର ରେ କହିଛି ଯେ, ସେ ନିଜ ଛୁଆ ଙ୍କୁ ହ-ତ୍ୟା କରି ନାହିଁ ।

ମାଆ ଓ ଛୁଆ ୩ ଜଣ ଉଭୟ ଏହା ନିଷ୍ପତ୍ତି ନେଇଥିଲେ ଯେ ଏକାଠି ବଞ୍ଚିବେ ନଚେତ ଏକାଠି ମ-ରି-ବେ । ଏହି କାରଣରୁ ସେ ଏଭଳି ପଦକ୍ଷେପ ନେଇଥିଲେ ବୋଲି କହିଛନ୍ତି । କିନ୍ତୁ ସ୍ୱୟଂ ଆ-ତ୍ମ-ହ-ତ୍ୟା କରି ପାରିଲେ ନାହିଁ । ଏଭଳି ଘ-ଟ-ଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି ।

ପାରିବାରିକ କ-ଳ-ହ ରେ ଛୁଆ ଦୁହିଁଙ୍କ ଜୀବନ ଚାଲିଯିବ ଏବଂ ଏହାର ପରିଣତି ଏଭଳି କ-ରୁ-ଣ ଦୃଶ୍ୟ ରେ ପାଲଟି ଯିବ ବୋଲି କେହି ବି ଭାବି ନଥିଲେ । ତେବେ ଏଥିରେ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ । ଏମିତି ମା’ ପାଇଁ ଆପଣ କଣ କହିବେ ? ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *