ଦେଖନ୍ତୁ Video: ବ୍ରହ୍ମପୁର ହସ୍ପିଟାଲର ସିସିଟିଭି ରେ କଏଦ ହେଲା ଭୂତ, ଭିଡିଓ ଦେଖିଲେ ଉଡିଯିବ ଆପଣଙ୍କ ହୋସ

ବନ୍ଧୁଗଣ ବର୍ତ୍ତମାନ ଦେଶର ସ୍ଥିତି ବହୁତ ଜଟିଳ ରହିଛି । ଦେଶରେ କରୋନା ମହାମାରୀର ସଂକ୍ରମଣ ଦିନକୁ ଦିନ ବଢିବାରୁ ଲୋକ ମାନଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଯାଇଛି । ଅନ୍ୟ ପକ୍ଷରେ ଦେଶରେ ଏପରି ସବୁ ଘ-ଟ-ଣା ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘ-ଟ-ଣା ବହୁତ ମାତ୍ରାରେ ଭାଇରାଲ ହେଉଛି । ମିଡିଆ ରିପୋର୍ଟସ ଅନୁସାରେ ଜଣା ପଡିଛି ଯେ, ବ୍ରହ୍ମପୁର ଜିଲ୍ଲାରେ ଥିବା ଏକ ହସ୍ପିଟାଲରେ ଭୁତ ରହିଛି । ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘ-ଟ-ଣା ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଏହା ଖବର ମିଳିଛି ଯେ, ବ୍ରହ୍ମପୁରର ଏମକେ ସିଜି ମେଡିକାଲରେ ଭୁତ ଅଛି । ଏମକେ ସିଜି ମେଡିକାଲର କାଜୁଆଲଟି ନିକଟ ପଞ୍ଚମ ମହଲାର୍ତେ ପ୍ରତ୍ୟକ ଦିନ ରାତିରେ କିଛି ଅଜବ ଶବ୍ଦ ଶୁଣିବାକୁ ମିଳୁଛି । ଏହି ଘ-ଟ-ଣାଟିକୁ ସେଠାକରେ ରହୁଥିବା କିଛି କର୍ମଚାରୀ ମାନେ ପ୍ରତ୍ୟକ ଦିନ ସାମ୍ନାରେ କରୁଥିଲେ ।

ଏହାପରେ ସେମାନେ ଜାଣିବାକୁ ପାଇଥିଲେ ଯେ, ସେହି ସ୍ଥାନରେ କୌଣସି ପ୍ରେତ ଆତ୍ମା ରହୁଛି । ହେଲେ ମେଡିକାଲର ସୁପରିଡେଣ୍ଡେଣ୍ଟ ଏହି କଥାକୁ ଏକ ଗୁଜବ ବୋଲି କହିଛନ୍ତି ।ବନ୍ଧୁଗଣ ଏହି ଘ-ଟ-ଣାର ତଦନ୍ତ ହେବା ଉଚିତ ବୋଲି କିଛି ଲୋକ କହୁଛନ୍ତି । କାରଣ ବର୍ତ୍ତମାନର ଆଧୁନିକ ଦୁନିଆରେ ଭୁତ ପ୍ରେତ ଅଛନ୍ତି ନା ନାହିଁ ତାହା ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି ।

କିଛି ଦିନ କର୍ମଚାରୀ ମାନେ ଏହି ଅଜବ ଘ-ଟ-ଣାର ସମ୍ମୁଖୀନ ହେବା ପରେ ମେଡିକାଲ କର୍ତ୍ତୁରପକ୍ଷଙ୍କୁ ଏହା ବିଷୟରେ ସୂଚନା ଦେଇଥିଲେ । ଘ-ଟ-ଣାର କିଛି ଦିନ ପରେ ମେଡିକାଲର ସିସି ଟିଭି କ୍ୟାମେରାକୁ ଚେକ କରଯାଇଥିଲା । ମେଡିକାଲର ସିସି ଟିଭି କ୍ୟାମେରାକୁ ଚେକ୍ କରିବା ଦ୍ଵାରା ଦେଖିବାକୁ ମିଳିଥିଲା କିଛି ଅଜବ ଗଜବ ଦୃଶ୍ୟ ।

ସିସି ଟିଭି କ୍ୟାମେରାରେ କିଛି ଲାଇଟ ପାସ୍ କରୁଥିବା ନଜର ଆସିଛି । ଆପଣ ମାନେ ଏହି ଫଟୋ ଦ୍ଵାରା ସେହି ଦୃଶ୍ୟକୁ ଦେଖିପାରୁଥିବେ । ଏହି ସିସି ଟିଭି ଫୁଟେଜକୁ ଦେଖି ଅଧିକାଂଶ ଲୋକ ଏହାକୁ ଭୁତର ଆଖ୍ୟା ଦେଉଛନ୍ତି ।

ବନ୍ଧୁଗଣ ହସ୍ପିଟାଲ ମଧ୍ୟରେ ଏହି ପରି ଲାଇଟ ଯିବା କୌଣସି ଗୁଜବ ନୁହେଁ । ସିସି ଟିଭି କ୍ୟାମେରାକୁ ଦେଖି ସ୍ପର୍ଷ୍ଟ ହୋଇଯାଉଛି ଯେ, ସେହି ହସ୍ପିଟାଲରେ କୌଣସି ଭୁତ ପ୍ରେତ ରହିଛି  । ଏହି ଘ-ଟ-ଣା ଘଟିବା ପରେ ସେହି ସ୍ଥାନରେ ଥିବା ଲୋକ ମାନଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଯାଇଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *