ବାତ୍ୟା ୟାସ କୁ ନେଇ ଲୋକଙ୍କୁ ହାତ ଯୋଡି କଣ କହିଲେ ଓଲିଉଡ ହୀରୋ ଶ୍ରୀତମ ଦାସ, ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା କାଳରେ ଆଉ ଏକ ବିପଦ ଆସି ପହଞ୍ଚିଛି । ବାତ୍ୟା ୟାସ ନିଜର ପ୍ରଭାବ ଦେଖାଉଛି । ଏମିତିରେ ଓଡିଶାରେ ଅନେକ କିଛି କ୍ଷୟ କ୍ଷତି ଘଟାଉଛି ।

ବର୍ତ୍ତମାନ ଓଲିଉଡ ଷ୍ଟାର ଶ୍ରୀତମ ଦାଶ ଏକ ଭିଡିଓ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋସ୍ତ କରିଛନତି ଓ ସେ ଲୋକମାନଙ୍କ କିଛି ସନ୍ଦେଶ ଦେଇଛନ୍ତି । ସେ ଲୋକମାନଙ୍କୁ ସତର୍କ ରହିବା ପାଇଁ ଚେତାଇ ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେ କଣ କହୁଛନ୍ତି ? ସେ ଲୋକମାନଙ୍କୁ ଏହି ଭିଡିଓ ରେ କହୁଛନ୍ତି କି ବର୍ତ୍ତମାନ କରୋନା ର ପ୍ରଭାବ ବହୁତ ପିକ ରେ ରହିଛି ।

ଏହା ମଧ୍ୟରେ ଓଡିଶା ପାଇଁ ଆଉ ଏକ ବିପଦ ମାଡି ଆସିଛି । ତାହା ହେଉଛି ବାତ୍ୟା ୟାସ । ଏହି 12 ଘଣ୍ଟା ଆମ ପାଇଁ ବହୁତ ହୋସିଆର ରହିବାର ସମୟ , କାରଣ ବର୍ତ୍ତମାନ ବାତ୍ୟା ଯାସ କିଛି ସମୟ ମଧ୍ୟରେ ଲ୍ୟାଣ୍ଡଫଲ କରିବ ଓ ସେହି ସମୟରେ 130 ରୁ 150 ବେଗରେ ପବନ ବହିବ । ତେଣୁ ଏହା ବହୁତ କଷ୍ଟକର ସମୟ ରହିଛି ।

କାରଣ ଯେଉଁମାନେ କଚ୍ଚା ଘରେ ଯେଉଁମାନେ ରହୁଛନ୍ତି ସେମାନଙ୍କୁ ସ୍ଥାନାନ୍ତରଣ କରା ଯାଇଛି । ବର୍ତ୍ତମାନ ଆଶ୍ରୟସ୍ଥଳୀ ମାନଙ୍କରେ ବହୁତ ଲୋକ ରହୁଛନ୍ତି । ଯେଉଁଠି କରୋନା ବ୍ୟାପିବାର ଭୟ ମଧ୍ୟ ରହିଛି । ସେ କହିଛନ୍ତି କି ଏହି ସମୟରେ ବିଲକୁଲ ବି ବାହାରକୁ ବାହାରନ୍ତୁ ନାହିଁ । କାରଣ ପ୍ରାୟ ସମୟରେ ବାତ୍ୟା ପରେ ଖବର ଆସେ କି ଗଛ ପଡି ଏତେ ଲୋକ ମରିଗଲେ ।

 

View this post on Instagram

 

A post shared by Sritam Das (@_sritam_das)

ସେଥିପାଇଁ ସେ ସମସ୍ତଙ୍କୁ ରେକୁଏଷ୍ଟ କରିଛନ୍ତି କି ଏହି ସମୟରେ ବିଲକୁଲ ବି ବାହାରକୁ ଯାଆନ୍ତୁ ନାହିଁ । କିଛି ଲୋକମାନେ ଏମିତି ଅଛନ୍ତି କି ଯେଉଁମାନେ ବାହାରକୁ ଚାଲି ଯାନତି ଦେଖିବା ପାଇଁ କି ବାତ୍ୟା କେମିତି ହାଉଛି, କେତେ ଜୋରରେ ପବନ ହେଉଛି । ତେବେ ଏମିତି ବିଲକୁଲ ବି କରନ୍ତୁ ନାହିଁ । ତେଣୁ ଆମେ ବି ଆପଣ ମାନଙ୍କୁ କହିବୁ କି ଏହି ସମୟରେ ଆପଣ ବଇକୁଲ ବି ବାହାରକୁ ଯାଅନ୍ତୁ ନାହିଁ । ସାବଧାନ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *