ତାତିଲେ ମହିଳା, ‘ଏଠିକି ଆସିଲେ ବାଡେଇ କି ନଣ୍ଡା କରିଦେବି’ ପୋଲିସ ଓ ଜନସାଧାରଣ ଧସ୍ତା ଧସ୍ତି…Video ହେଲା ଭାଇରାଲ

ବନ୍ଧୁଗଣ ଆଜିକାଲିର ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ- ବହୁତ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଗତ କିଛି ଦିନ ତଳେ ହୋଇଥିଲା ଓ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ଗତ କିଛି ଦିନ ତଳେ କିଛି ବସ୍ତି ବାସିନ୍ଧା କ୍ରୋ-ଧ-ରେ ଆସି ପୋଲିସ ଗାଡି ଭା-ଙ୍ଗି ଦେଇଥିଲେ । ଯାହାର ଭି-ଡି-ଓ ବ-ର୍ତ୍ତ-ମା-ନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ବସ୍ତି ବାସିନ୍ଧା କାହିଁକି ପୋଲିସ ଗାଡି ଭା-ଙ୍ଗି-ଲେ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଗତ କିଛି ଦିନ ତଳେ ଓଡିଶାରେ ଏକ କାଳ ବୈଶାଖୀ ଆସିଥିଲା ଯାହାର ପ୍ରଭାବରେ ଏକ ବସ୍ତି ଭାଙ୍ଗି ପଡିଥିଲା ।

ବସ୍ତି ଭାଙ୍ଗିବା କାରଣରୁ ବସ୍ତି ବାସିନ୍ଧା ପୋଲିସ ଗାଡି ଉପରେ ଚଢାଉ କରିଥିଲେ । ହେଲେ ବନ୍ଧୁଗଣ ଏହା ଭିତରେ ରାଜନୀତିର ବହୁତ ବଡ ଭୂମିକା ରହିଛି । ମି-ଡି-ଆ ରିପୋର୍ଟ ଅନୁସାରେ ଏହି ଘ-ଟ-ଣା-ଟି କଟକ ନୂଆପୋଡାରେ ଥିବା ବାଲିସାହିରେ ଘଟିଥିଲା । କଟକ ବଡ ମେଡିକାଲ ସମ୍ପ୍ରାସରଣ ହେବ ବୋଲି ଏହି ବସ୍ତି ବାସିନ୍ଧାଙ୍କୁ ସେହି ସ୍ଥାନରୁ ଏକ ଅଲଗା ସ୍ଥାନରେ ସ୍ଥାନାନ୍ତରିତ କରଯାଇଥିଲା ।

 

ସରକାର ସେମାନଙ୍କ ପାଇଁ ଘର କରିଥିଲେ ହେଲେ ବନ୍ଧୁଗଣ ସେହି ଘର ଦେଖିଲେ ଆପଣ ମାନଙ୍କ ଆଖି ଭରିଯିବ । ସରକାର ସେମାନଙ୍କୁ ଘର ବଦଳରେ ଟେଣ୍ଟ ବାନ୍ଧି ଦେଇଥିଲେ । କାଳ ବୈଶାଖୀ ପାଇଁ ସେମାନଙ୍କ ଟେଣ୍ଟ ଭାଙ୍ଗି ଛାର ଖାର ହୋଇଯାଇଥିଲା । ଏହି ପ୍ରତିବାଦ ପାଇଁ ବସ୍ତି ବାସିନ୍ଧା ମାନେ ରାଜ ରାସ୍ତାକୁ ଓଲହାଇ ଥିଲେ । ବସ୍ତି ବାସିନ୍ଧା ମାନେ ମି-ଡି-ଆ ସାମ୍ନାରେ କାନ୍ଦି କାନ୍ଦି ପକା ଘର ପାଇଁ ଗୁହାରି କରିଥିଲେ ।

ଏହା ଏକ ବଡ ଦୁଃଖ କଥା ଯେ ସହ ସହ ଲୋକଙ୍କୁ ସରକାର ତାଙ୍କ ବସ୍ତିରୁ ଉଠାଇ ତାଙ୍କ ପାଇଁ କିଛି ବି କରିପାରି ନଥିଲା । ବସ୍ତି ବାସିନ୍ଧା ମାନେ କଟକ ମୁନିସପାଲିଟିକୁ ଏଥିପାଇଁ ଦାୟୀ କରିଛନ୍ତି । ଏହି ଘଟଣା ବିଷୟରେ ଜାଣିବା ପରେ ସମସ୍ତ ଲୋକ ବହୁତ ଦୁଃଖ ଅନୁଭବ କରିଥିଲେ ଓ ନିଜର ପ୍ରତିକ୍ରିୟା ଦେଇଥିଲେ । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *