ବାରମ୍ବାର ମିସ୍‌କ୍ୟାରେଜ୍‌ ହେଉଛି କି ? ଜାଣନ୍ତୁ କଣ କରିବେ ? Dr GSS Mohapatra

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମହିଳାଙ୍କ ପାଇଁ ମା ହେବା ଏକ ବହୁତ ବଡ ଖୁସି ହୋଇଥାଏ । ଦୁନିଆର ସମସ୍ତ ମହିଳା କେବେ ନା କେବେ ମା ହେବା ପାଇଁ ଇଛା କରିଥାନ୍ତି । ହେଲେ କିଛି କ୍ଷେତ୍ରରେ ମହିଳା ମାନେ ପ୍ରେ-ଗ-ନେ-ଣ୍ଟ ତ ହୋଇ ଯାଇଥାନ୍ତି ।

କିନ୍ତୁ କିଛି କାରଣ ହେତୁ ସେମାନଙ୍କର ମି-ସ-କ୍ୟା-ରେ-ଜ ହୋଇଯାଇଥାଏ । ମି-ସ-କ୍ୟା-ରେ-ଜ ହେବା ଦ୍ଵାରା ମହିଳାଙ୍କ ମନ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମି-ସ-କ୍ୟା-ରେ-ଜ ହେବାର କାରଣ ଓ ଏହାକୁ ରୋକିବା ପାଇଁ କଣ କରା ଯାଇପାରିବ ତାହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

କେତେକ ନାରୀ ପ୍ରେ-ଗ-ନେ-ଣ୍ଟ ହୋଇଯାଇଥାନ୍ତି ହେଲେ ସେମାନଙ୍କୁ ଜଣା ପଡେ ନାହିଁ । ଯଦି କୌଣସି  ନାରୀ ପ୍ରେ-ଗ-ନେ-ଣ୍ଟ ହେବା ପରେ ମଧ୍ୟ ତାଙ୍କୁ ୮ ସପ୍ତାହରେ ଜଣା ପଡେ ନାହିଁ ଏହି ସମସ୍ୟାକୁ ବ୍ଳାଇଡେଟ କୁହାଯାଏ । ଗ-ର୍ଭ-ବ-ସ୍ତା-ରେ ଯଦି ଛୁଆର ହାର୍ଟ ଆକ୍ଟିଭିଟି ବନ୍ଦ ରୁହେ ତା ହେଲେ ଏହାକୁ ମି-ସ-ଆ-ବୋ-ରେ-ସ-ନ କୁହାଯାଏ ।

ବନ୍ଧୁଗଣ ପ୍ରାୟତଃ ୮୦ ପ୍ରତିଶତ ମହିଳାଙ୍କର ମି-ସ-କ୍ୟା-ରେ-ଜ ହେବା ପରେ ତାଙ୍କର ପରବର୍ତ୍ତୀ ସମୟରେ ଗ-ର୍ଭ-ବ-ସ୍ତା-ରେ କୌଣସି ପ୍ରକାରର ସମସ୍ୟା ହୋଇନଥାଏ । ବ୍ରିଟିଶ ଗାଇଡ ଲାଇନ ଅନୁସାରେ ଯଦି ବାରମ୍ବାର ମି-ସ-କ୍ୟା-ରେ-ଜ ହୋଇଥାଏ ତା ହେଲେ ତାହାକୁ ରି-କ-ରେ-ଣ୍ଟମି-ସ-ରେ-ଜ କୁହାଯାଏ ଓ ବାରମ୍ବାର ଗ-ର୍ଭ-ପା-ତ ହେଉଥିଲେ ରୋଗୀଙ୍କର କିଛି ଟେ-ଷ୍ଟ ମଧ୍ୟ କରାଯାଇଥାଏ ।

ଯଦି କୌଣସି ମହିଳାର ଥାଇରଏଡ଼ ସମସ୍ୟା ଥାଏ ତା ହେଲେ ଏହି କାରଣ ପାଇଁ ମହିଳାର ଗ-ର୍ଭ-ପା-ତ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଯଦି କୌଣସି ମହିଳାର ସୁଗାର ଲେବଲ ଅଧିକ ଥାଏ ତେବେ ଗ-ର୍ଭ-ପା-ତ ହୋଇଥାଏ । ଏହି ଦୁଇଟି ଟେ-ଷ୍ଟ କରିବା ସହ ଟ-ର୍ଚ ସ୍କ୍ରି-ନ ବ୍ଲ-ଡ଼ ଟେ-ଷ୍ଟ ମଧ୍ୟ କରାଯାଏ ହେଲେ ଏହା ବର୍ତ୍ତମାନ କରାଯାଉ ନାହିଁ । ଏହା ସହ ଆଣ୍ଟିବଡିର ଟେ-ଷ୍ଟ କରିବା ଦ୍ଵାରା ଜଣା ପଡିଥାଏ ଯେ ଛୁଆ ମା ଶରୀରରେ କାହିଁକି ରହିପାରୁ ନାହିଁ ।

ତେଣୁ ଇମ୍ୟୁ-ରୋ-ଜି-କାଲ ଫ୍ୟା-କ୍ଟ-ର, ଥ୍ରା-ମ୍ବୋ-ଫି-ଲିକ ଫ୍ୟା-କ୍ଟ-ର, ଟ୍ୟା-କ୍ସୋ ପ୍ଲା-ଜ-ମା ଭଳି ଟେ-ଷ୍ଟ କରିବା ଦ୍ଵାରା ଜଣା ପଡିଥାଏ ଯେ ଜଣେ ରୋଗୀର ବାରମ୍ବାର ଗ-ର୍ଭ-ପା-ତ କଣ ପାଇଁ ହେଉଛି । ମୁଖ୍ୟତ ୟୁ-ଟ୍ର-ସ-ର ତଳ ପାର୍ଟ ଅଧିକ ଖୋଲିଥିଲେ ରୋଗୀଙ୍କର ଡେ-ଲି-ଭ-ରି ସମୟରେ ପେ-ନ ହୋଇ ନଥାଏ ବରଂ ୪ରୁ ୫ ମାସ ମଧ୍ୟରେ ଗ-ର୍ଭ-ପା-ତ ହୋଇଥାଏ । ଗ-ର୍ଭ-ପା-ତ ହେବାର ଅନ୍ୟ ଏକ କାରଣ ହେଉଛି ଯଦି ୟୁ-ଟ୍ର-ସ ଦୁଇ ଭାଗରେ ଭାଗ ହୋଇଥାଏ ତେବେ ଦିତୀୟ ଥର ପାଇଁ ଗ-ର୍ଭ-ପା-ତ ହେବାର ଚା-ନ୍ସ ରହିଥାଏ ।

ସେଥିପାଇଁ ରୋଗୀ ପ୍ରେ-ଗ-ନେ-ଣ୍ଟ ହେବା ପୂର୍ବରୂ କଣ କଣ ଟ୍ରି-ଟ-ମେ-ଣ୍ଟ ଆବଶ୍ୟକ କରେ ଓ ପ୍ରେ-ଗ-ନେ-ନ୍ଟ ହେବା ପରେ କଣ କଣ ଟ୍ରି-ଟ-ମେ-ଣ୍ଟ ଆବଶ୍ୟକ କରିଥାଏ ତାହା ଏହି ଏହି ସବୁ ଟେ-ଷ୍ଟରୁ ଜଣା ପଡିଥାଏ । ଏହା ଛଡା ଭିଟାମିନ ଡି ଓ କ୍ୟାଲସିୟମ ଯୋଗୁ ମଧ୍ୟ ମି-ସ-କ୍ୟା-ରେ-ଜ ଅଧିକ ମାତ୍ରାରେ ହୋଇଥାଏ । ତେଣୁ ରୋଗୀକୁ ଛୁଆ କ-ନ-ସେ-ପ୍ଟ  କରିବା ପୂର୍ବରୂ ଇ-କୋ-ସ୍ପୃନ ଟା-ବ୍ଲେଟ, କ୍ୟାଲସିୟମ ଟା-ବ୍ଲେଟ ଖାଇବାକୁ ଦିଆଯାଏ । ମେଡ଼ିସିନ ଖାଇବାର ଦୁଇରୁ ତିନି ମାସ ପରେ ରୋଗୀକୁ ପ୍ରେ-ଗ-ନେ-ନ୍ଟ ହେବା ପାଇଁ ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *