ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତେବେ ସ୍ଵାସ୍ଥମନ୍ତ୍ରୀ ନବ ଦାସଙ୍କୁ guli mada କରାଯାଇ ଥିବା ଖବର ଶୁଣିବାକୁ ମିଳିଥିଲା । ତେବେ ମନ୍ତ୍ରୀଙ୍କ ଛାତିରେ guli mada ବାଜିବା କାରଣରୁ ତାଙ୍କ ସ୍ଵାସ୍ଥ ଅବସ୍ତା ଗୁରୁତର ହୋଇଯାଇଥିଲା । ତେବେ ସଙ୍ଗେ ସଙ୍ଗେ ଏୟାରଲିଫ୍ଟିଂ କରି ଝାରସୁଗୁଡାରୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ମନ୍ତ୍ରୀଙ୍କୁ ନିଆଯାଇଥିଲା । ତେବେ ସେଠାରେ ବହୁ ବହୁ ଡାକ୍ତରଙ୍କ ସମେତ ଅନ୍ୟାନ୍ୟ ସ୍ଵାସ୍ଥକର୍ମୀ ମନ୍ତ୍ରୀଙ୍କର ଚିକିତ୍ସା ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ ।

ହସ୍ପିଟାଲରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ମଧ୍ୟ ଉପସ୍ଥିତ ରହିଥିଲେ । ନବ ଦାସଙ୍କର ପୁଅ ମଧ୍ୟ ସେଠାରେ ଉପସ୍ଥିତ ରହି ବାପାଙ୍କ ସ୍ଵାସ୍ଥ ଅବସ୍ତା ଠିକ ହୋଇଯାଉ ବୋଲି କାନ୍ଦି କାନ୍ଦି ନିଜର ଦୁଃଖ ଜଣାଉଥିଲେ । ତାପରେ ଯେପରି ଭାବରେ ମନ୍ତ୍ରୀ ନବ ଦାସ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ସଙ୍ଗେ ସଙ୍ଗେ ମନ୍ତ୍ରୀ ନବ ଦାସଙ୍କ ଚିକିତ୍ସା କାର୍ଯ୍ୟ ଜାରୀ କରିଦେଇଥିଲେ । ତେବେ ବହୁ ସମୟର ଚେଷ୍ଟା ସତ୍ବେ ମନ୍ତ୍ରୀ ନବ ଦାସଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ।
ତାପରେ ହସ୍ପିଟାଲରେ ମନ୍ତ୍ରୀଙ୍କ ପ୍ରାଣ ଚାଲିଯାଇଥିଲା । ତେବେ ମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ଫଳରେ ତାଙ୍କ ପରିବାର ଲୋକ ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛନ୍ତି । ବିଶେଷ କରି ନବ ଦାସଙ୍କର ଧର୍ମପତ୍ନୀ ଓ ତାଙ୍କର ପୁଅ ଦୁଃଖଭରା ହୋଇଯାଇଛନ୍ତି । ନବ ଦାସଙ୍କର ପୁଅ ଯେତେବେଳେ ହସ୍ପିଟାଲରେ ଥାଇ ଜାଣିଲେ ତାଙ୍କ ବାପା ଆଉ ନାହାନ୍ତି । ତେବେ ସଂପୂର୍ଣ୍ଣ ଭାବରେ ନିରାଶ ହୋଇ କାନ୍ଦି ପକାଇଥିଲେ ।
କାରଣ ଏ ଦୁନିଆର ବାପା ଓ ପୁଅ ମଧ୍ୟରେ ଯେଉଁ ସମ୍ପର୍କ ରହିଥାଏ । ସେହି ସମ୍ପର୍କ ଛିଡାଇ ଯେତେବେଳେ ବାପା ପୁଅକୁ ଏକୁଟିଆ କରି ଚାଲିଯାଇଥାଏ । ସେତେବେଳେ କେତେ ଯେ କଷ୍ଟ ହୋଇଥାଏ । କହିବା ମଧ୍ୟ ସମ୍ଭବ ହୋଇନଥାଏ । ତେବେ ମନ୍ତ୍ରୀ ନବ ଦାସଙ୍କର ପରଲୋକ ରେ ମନ୍ତ୍ରୀ ମଣ୍ଡଲରେ ମଧ୍ୟ ଦୁଃଖର ଛାୟା ଘୋଟିଯାଇଛି ।

ଏହା ସହିତ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କର ପରଲୋକ ରେ ମୁଖ୍ୟମନ୍ତ୍ରୀ ନବ ଦାସ ମଧ୍ୟ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଗତ କାଲି ପୋଲିସ କର୍ମଚାରୀ ଗୋପାଳକୃଷ୍ଣ ଦାସଙ୍କର guli madaରେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ସ୍ଵାସ୍ଥ ଗୁରୁତର ହୋଇଯାଇଥିଲା । ତେବେ ବର୍ତ୍ତମାନ ଆଜି ତାଙ୍କର ଦେହାନ୍ତ ଘଟି ଯାଇଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

