Interesting Gk Questions- ବାପ ପୁଅ ଦୁଇ ଜଣ ମଣ୍ଡା ଛଅଟି କେମିତି ଖାଇବେ ଦୁଇ ଦୁଇଟି ? ୯୯ % ଲୋକ ଫେଲ

ବନ୍ଧୁଗଣ ସମଗ୍ର ଭାରତ ବର୍ଷରେ ଆଇଏଏସର ପରୀକ୍ଷା ହେଉଛି ସବୁଠାରୁ କଠିନ । ଏହି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଲୋକ କଷ୍ଟ କରିଥାନ୍ତି । ହେଲେ ବହୁତ କମ ଲୋକ ଏହି ପରୀକ୍ଷା ପାସ କରି ପାରନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଇଏଏସ ଇଣ୍ଟରଭ୍ୟୁରେ ପଚରା ହେଉଥିବା କିଛି କଠିନ ପ୍ରଶ୍ନ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆଇଏଏସର ଏହି କଠିନ ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ । ବନ୍ଧୁଗଣ ଏହି ପରୀକ୍ଷା କେବଳ ମଣିଷର ସହନ ଶୀଳତା ଏବଂ ସ୍ଵଭାବକୁ ପରୀକ୍ଷା କରାଯାଇଥାଏ ।

ପ୍ରଶ୍ନ-୧- ଯିଏ ତିଆରି କରେ ସେ କେବେ ବି କୁହେ ନାହିଁ,
ଯିଏ ନେଇଥାଏ ସେ ଜାଣି ପାରେ ନାହିଁ,
ଓ ଯିଏ ଜାଣିଥାଏ ସେ ନିଏ ନାହିଁ,
କୁହନ୍ତୁ ସେହି ଜିନିଷଟି କଣ ?

ଉତ୍ତର – ଜାଲି ନୋଟ

ପ୍ରଶ୍ନ-୨

ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ,

କିନ୍ତୁ ପାଣି ଦେଲେ ସେ ମରିଯାଏ ?

ଉତ୍ତର – ନିଆଁ

ପ୍ରଶ୍ନ-୩

ଏମିତି କେଉଁ ଜିନିଷ ଅଛି,

ଯିଏ ଦେଖିବାକୁ ଗୋଲ କିନ୍ତୁ ବଳ ନୁହେଁ,

ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ ?

ଉତ୍ତର – ବେଲୁନ

ପ୍ରଶ୍ନ-୪

ଫ୍ରିଜରେ କେଉଁ ଗ୍ୟାସ ରହିଥାଏ ?

ଉତ୍ତର – ଅମୋନିୟା ଗ୍ୟାସ

ପ୍ରଶ୍ନ-୫

ରାଜ୍ୟସଭାର ପ୍ରଥମ ମହିଳା ମହାସଚିବର ନାମ କଣ ?

ଉତ୍ତର – ବି. ଏସ. ରମାଦେବୀ

ପ୍ରଶ୍ନ-୬

ଏମିତି କେଉଁ କାମ କରିଲା ବେଳେ ପୁଅ ଓ ଝିଅର ନିଶ୍ଵାସୀ କିଛି ସମୟ ପାଇଁ ବନ୍ଦ ହୋଇଯାଏ ?

ଉତ୍ତର – ଛିଙ୍କିବା ସମୟରେ

ପ୍ରଶ୍ନ-୭

କାହାକୁ ଲୋକମାନେ ଅନ୍ଧାରରେ ହିଁ ଖୋଜନ୍ତି ?

ଉତ୍ତର – ଆଲୋକ

ପ୍ରଶ୍ନ-୮

କଣ କିନ୍ନରମାନେ ବି ଗର୍ଭବତୀ ହୋଇପାରିବେ ?

ଉତ୍ତର – କିନ୍ନରମାନେ ଗର୍ଭବତୀ ହୋଇପାରିବେ ନାହିଁ । କାହିଁକି ତାଙ୍କ ଶରୀରରେ ଗର୍ଭାଶୟ ନ ଥାଏ । କିନ୍ତୁ ଡାକ୍ତରୀ ପ୍ରକ୍ରିୟା ସାହାଯ୍ୟରେ ତାଙ୍କ ମଧ୍ୟର ଗର୍ଭାଶୟ ଲଗାଯାଇ ପାରିବ । ଏହା ଏକ ଭୟଙ୍କର ପକ୍ରିୟା ଅଟେ । ଯାହାକି କେବେ କେବେ ମୃତ୍ୟୁର କାରଣ ବି ହୋଇପାରେ ।

ପ୍ରଶ୍ନ-୯

କେଉଁ ଦେଶକୁ ତମ୍ବା ର ଦେଶ ବୋଲି କୁହାଯାଏ ?

ଉତ୍ତର:- ଜାମ୍ବିଆ କୁ ତମ୍ବା ର ଦେଶ ବୋଲି କୁହାଯାଏ ।

ପ୍ରଶ୍ନ-୧୦

କେଉଁ ଦେଶରେ ଜିନ୍ସ ପିନ୍ଧିଲେ ଦଣ୍ଡ ମିଳେ ?

ଉତ୍ତର:- ଉତ୍ତର କୋରିଆ ରେ ଜିନ୍ସ ପିନ୍ଧିଲେ ଦଣ୍ଡ ମିଳେ ।
ପ୍ର

ପ୍ରଶ୍ନ-୧୧

ଗୋଲ ଘର କେଉଁଠାରେ ଅଛି ?

ଉତ୍ତର:- ପାଟଣା ରେ ଗୋଲ ଘର ଅଛି ।

ପ୍ରଶ୍ନ-୧୨

ବାପ ପୁଅ ଦୁଇ ଜଣ
ମଣ୍ଡା ଛଅଟି
କେମିତି ଖାଇବେ ଦୁଇ ଦୁଇଟି ?
ଉତ୍ତର- ବାପ ଜଣେ ଓ ପୁଅ ଦୁଇ ଜଣ = 3

ଆପଣମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଓ ନୀତିଦିନ ଏହିଭଳି ସୁନ୍ଦର ସୁନ୍ଦର ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *