ବୈଜ୍ଞାନିକ ମାନେ ଖୋଜିଲେ ଇତିହାସର 6 ଟି ଆଶ୍ଚଯ୍ୟ ଜନକ ଜିନିଷ, ପ୍ରଥମ ଜିନିଷ ଟି ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ଆମର ଏହି ଦୁନିଆ କେତେକ ରହସ୍ୟ ମୟ ଜିନିଷରେ ଭରି ରହିଛି । ଯାହାର ଅନୁମାନ ଆମେମାନେ କେବେହେଲେ କରିପାରିବା ନାହିଁ । ଆମ ମାନଙ୍କ ପୂର୍ବରୁ ଏହି ପୃଥିବୀ ପୃଷ୍ଟରେ ଅନେକ ମଣିଷ ଓ ଜୀବଜନ୍ତୁ ରହୁଥିଲେ ।

ଏଥିପାଇଁ ସାରା ଦୁନିଆର ବୈଜ୍ଞାନିକ ମାନେ କୌଣସି ନା କୌଣସି ଜିନିଷର ସନ୍ଧାନରେ ଲାଗି ଥାନ୍ତି । ଯାହାଫଳରେ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ କଣ ଥିଲା ତାହା ଜାଣି ହେବ ।ବୈଜ୍ଞାନିକ ମାନଙ୍କ ସନ୍ଧାନରେ ଏମିତି ମଧ୍ୟ କିଛି ଜିନିଷ ମିଳିଯାଏ ଯାହା ବିଷୟରେ ବର୍ଣ୍ଣନା କରିବା ଅତି ଜଟିଳ ହୋଇଥାଏ । ଆଜିଆମେ ଆପଣ ମାନଙ୍କୁ ପୃଥିବୀ ପୃଷ୍ଟରେ ମିଳିଥିବା କିଛି ଏପରି ଜିନିଷ ବିଷୟରେ କହିବୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ୧୯ ଶତାବ୍ଦୀ ବେଳେ ଏକ ରିସର୍ଚ ପାଇଁ ମାଟି ଖୋଳା ଯାଉଥିଲା  । ସେହି ସମୟରେ ବୈଜ୍ଞାନିକ ମାନଙ୍କୁ ଯାହା ମିଳିଲା ତାହା ବିଷୟରେ କେହି କଳ୍ପନା କରିପାରିବେ ନାହିଁ । ବନ୍ଧୁଗଣ ମାଟି ଖୋଲିବା ଦ୍ଵାରା ସେହି ସ୍ଥାନରୁ କିଛି କଙ୍କାଳ ମିଳିଥିଲା । ସେହି କଙ୍କାଳ ଗୁଡିକ ବହୁତ ବଡ ବଡ ଥିଲା ଯାହାକୁ ଦେଖିଲେ ଆପଣ ମାନେ ବିଶ୍ଵାସ କରିବେ ନାହିଁ ହେଲେ ବନ୍ଧୁଗଣ ଏହା ସତ । ବନ୍ଧୁଗଣ ଆଉ ଗୋଟେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ସେଇ କଙ୍କାଳ ଗୁଡିକର ମୁଣ୍ଡରେ ଶିଙ୍ଘ ମଧ୍ୟ ଥିଲା ।

୨. ୧୯୫୨ ମସିହାରେ ଡେନିସର ଜଣେ ଅନୁସନ୍ଧାନ କାରୀ ଏକ ରହସ୍ୟ ମୟ ସନ୍ଧାନ କରିଥିଲେ । ତାଙ୍କୁ ଏହି ସନ୍ଧାନରେ ଏକ କାଦୁଅ ଭିତରୁ ଏକ ପୁରୁଷର ଶରୀର ମିଳିଥିଲା । ବୈଜ୍ଞାନିକ ମାନଙ୍କ ମତରେ ସେହି ପୁରୁଷଟି ୨୦୦ ବିଶି ସମୟର ବୋଲି ଜଣା ପଡିଛି । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏତେ ବର୍ଷ ପରେ ମଧ୍ୟ ସେହି ବ୍ୟକ୍ତିର ମୃତ ଶରୀର କଙ୍କାଳରେ ପରିଣତ ହୋଇନଥିଲା । ତାର ମୁଣ୍ଡ ବାଳରୁ ନେଇ ନଖ ପର୍ଯ୍ୟନ୍ତ ସବୁ ଥିଲା ।

୩. ୧୯୩୦ ମସିହାର ସମୟରେ କୋଷ୍ଟା ରିକାରେ କିଛି ବଡ ବଡ ଷ୍ଟୋନ ବଲର ସନ୍ଧାନ କରଯାଇଥିଲା । ବୈଜ୍ଞାନିକ ମାନେ ମଧ୍ୟ ବୁଝି ପରି ନଥିଲେ ଯେ, ଏହି ବିଶାଳ ପଥର ଗୁଡିକ କେମିତି ତିଆରି ହୋଇଛି । ଏହି ପଥର ଗୁଡିକ ଥିଲା ବହୁତ ପୁରୁଣା କାଳର ଓ ସେହି କାଳରେ କୌଣସି ମଣିଷ ଏମିତି ପଥର ତିଆରି କରିପାରିବ ନାହିଁ । ଆଜି ପର୍ଯ୍ୟନ୍ତ ମଧ୍ୟ ଏହା ଜଣା ପଡିନାହିଁ ଯେ, ଏହି ପଥର କାହିଁକି ତିଆରି ହୋଇଛି ଓ କେମିତି ତିଆରି ହୋଇଛି ।

୪. ମୂଳ ଆମେରିକୀୟ ଜନଜାତିଙ୍କ ଅନୁସାରେ କିଛି ମଣିଷ ଏମିତି ଥିଲେ ଯେଉଁ ମାନଙ୍କ ଶରୀର ସାମାନ୍ଯ ମଣିଷଙ୍କ ଶରୀର ଠାରୁ ଅଧିକ ବଡ ଓ ଶକ୍ତିଶାଳୀ ଥିଲା । ଏହି ମଣିଷ ମାନେ ସାମାନ୍ଯ ମଣିଷ ମାନଙ୍କ ଉପରେ ଆକ୍ରମଣ କରୁଥିଲେ । ୧୯୧୧ ମସିହାରେ ଦୁଇଟି ବଡ ମାଇନିଙ୍ଗ କମ୍ପାନୀ ଏକ ଗୁମ୍ଫାରେ ମାଇନିଙ୍ଗ କରିଥିଲେ ।

ଯାହାଦ୍ୱାରା ସେହି ଗୁମ୍ଫାରେ ଥିବା ସମସ୍ତ ଜିନିଷ ବରବାଦ ହୋଇଯାଇଥିଲା । ହେଲେ ୧୯୧୨ ମସିହାରେ କିଛି ବୈଜ୍ଞାନିକ ମାନେ ସେହି ଗୁମ୍ଫାରେ ସନ୍ଧାନ କରିଥିଲେ । ସନ୍ଧାନ ଦ୍ଵାରା ସେହି ସ୍ଥାନରେ ୧୫ ଇଞ୍ଚର ଜୋତା, ବିଶାଳ କାୟ ହାତର ପଞ୍ଜାର ଦାଗ, ଏକ ବଡ କଙ୍କାଳ ମୁଣ୍ଡ ଓ ଏକ ବିଶାଳ କାୟ ମମି ମଧ୍ୟ ମିଳିଥିଲା । ଏହି ମମିର ହାଇଟ ୮ ରୁ ୧୦ ଫୁଟ ଥିଲା ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *